ସକାଳେ ଉଠିବା ପରେ ନାରୀର ଏହି ଜିନିଷକୁ ଦେଖନ୍ତୁ ନାହିଁ
ଆମର ପୁରା ଦିନରେ ସକାଳର ବହୁତ ଗୁରୁତ୍ଵ ରହିଛି । ଯଦି ଆମର ସକଳ ସମୟ ବହୁତ ଭଲ ସେ ଯିବ, ତାହାଲେ ଆମ ଦିନଟି ବହୁତ ଭଲ ସେ ପଳେଇବ । ହେଲେ ବେଳେବେଳ ଆମେ ସକାଳେ ଏମିତି କିଛି ଦ୍ରୁଶ୍ଯ ଦେଖିଥାଉ ଯାହାଫଳରେ ଆମ ସକାଳ ଖରାପ ହେବା ସହ ପୁରା ଦିନ ଖରାପ ହୋଇଯାଏ । ଆଜିଆମେ ଆପଣ ମାନଙ୍କୁ ଏମିତି କିଛି ଦ୍ରୁଶ୍ଯ ବିଷୟରେ କହିବୁ ଯାହାକୁ ଭୁଲ ସେ ମଧ୍ୟ ସକାଳ ସମୟରେ ଦେଖିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ସର୍ବ ପ୍ରଥମେ ଯଦି ଆପଣ ସକାଳେ ଉଠି କୌଣସି ଘମଣ୍ଡି ଓ ଚରିତ୍ର ହୀନ ନାରୀକୁ ଦେଖି ଦିଅନ୍ତି, ତାହାଲେ ଜାଣି ଯାନ୍ତୁ ଆପଣଙ୍କ ସକାଳ ଖରାପ ହେବା ସହିତ ଆପଣଙ୍କ ସଂପୂର୍ଣ୍ଣ ଦିନ ଖରାପ ହେଇଯିବ । ଆପଣ ସଂପୂର୍ଣ୍ଣ ଦିନରେ ଅଶାନ୍ତି ରହିବେ । ଆପଣଙ୍କ ମନ ଭଲ ରହିବ ନାହିଁ ।
ଦିନରେ ଆପଣଙ୍କ ସହ ଅନ୍ୟ କାହାର କଳିଝଗଡା ହେବ ଓ ଆପଣ କୌଣସି କାମ ପାଇଁ ହଇରାଣ ମଧ୍ୟ ହପୋଇପାରନ୍ତି । ଯଦି ସେହି ଦିନ ଆପଣଙ୍କର କୌଣସି ଶୁଭ କାର୍ଯ୍ୟ ରହିଥିବା, ତେବେ ଏହାଦ୍ବାରା ଆପଣଙ୍କ ସେହି କାର୍ଯ୍ୟ ଅଶୁଭରେ ପରିଣତ ହୋଇଯିବ । ତେଣୁ ଚେଷ୍ଟା କରନ୍ତୁ ସକାଳେ ଉଠି ଏହି ଦ୍ରୁଶ୍ଯ ନଦେଖିବା ପାଇଁ ।
୨. ହିନ୍ଦୁ ଧର୍ମରେ ଭଙ୍ଗା ଦର୍ପଣକୁ ଅଶୁଭ ମାନି ଥାନ୍ତି । ତେଣୁ ଯଦି ଆପଣଙ୍କ ଘରେ ଭଙ୍ଗା ଦର୍ପଣ ଅଛି, ତେବେ ଏହାକୁ ଭୁଲ ସେ ମଧ୍ୟ ସକାଳେ ଉଠି ଦେଖିବେ ନାହିଁ । ଯଦି ଆପଣ ସକାଳେ ଉଠି ଭଙ୍ଗା ଦର୍ପଣ ଦେଖିବେ ତାହାଲେ ଆପଣଙ୍କ ସେହି ଦିନର ସମସ୍ତ କାର୍ଯ୍ୟ ଅସଫଳ ହୋଇଯିବ । ତେଣୁ ଚେଷ୍ଟା କରନ୍ତୁ ଯଦି ଆପଣଙ୍କ ଘରେ ଭଙ୍ଗା ଦର୍ପଣ ଅଛି ତେବେ ତାହାକୁ ବାହାରେ ଫିଙ୍ଗନ୍ତୁ ନହଲେ ଘର ବାହାରେ ଲୁଚାଇ ରଖନ୍ତୁ ।
୩. ସାଧାରତଃ ଅଧିକାଂଶ ଲୋକ ନିଜ ଜୋତାକୁ ଘର ବାହାରେ ରଖିଥାନ୍ତି, କିନ୍ତୁ ବହୁତ ଲୋକ ନିଜ ଜୋତାକୁ ଠିକ ଭାବରେ ସାଇଜ କରି ରଖନ୍ତି ନାହିଁ । ଯଦି ଆପଣ ସକାଳେ ଉଠି ଅସଜଡା ଜୋତା ଦେଖିଥିବେ ତାହାଲେ ସେହି ଦିନ ଆପଣଙ୍କ ପାଇଁ ଅଶୁଭ ହୋଇଯିବ । ଯାହାଫଳରେ ଆପଣଙ୍କ ପୁରା ଦିନ ବ୍ୟର୍ଥ ହୋଇ ରହିବ । ଏହାଦ୍ବାରା ଆପଣଙ୍କ ଧାର କରଜ ବଢିବା ସହ ଆପଣଙ୍କ ଭାଗ୍ୟ ଖରାପ ରହିବ । ତେଣୁ ଚେଷ୍ଟା କରିବେ ନିଜ ଜୋତାକୁ ରାତିରୁ ଠିକ ଭାବରେ ସଜାଡି ରଖିବା ପାଇଁ ।