ଦେଶ- ବିଦେଶ

ସାରା ଜୀବନ ଦୁଃଖୀ ରହିଥାନ୍ତି ଏହି ଦୁଇଟି ନାମର ଝିଅମାନେ। ଏଭଳି କାହିଁକି ଜାଣନ୍ତୁ?

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣ ମାନଙ୍କୁ ଏଭଳି ଦୁଇଟି ନାମ ଥିବା ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଜୀବନସାରା ଦୁଃଖୀ ରହିଥାନ୍ତି।ଏହାସହିତ ସେମାନଙ୍କୁ କେବେମଧ୍ୟ ନିଜ ସ୍ଵାମୀଙ୍କ ଠାରୁ ପ୍ରେମ ମିଳି ନଥାଏ।ଆମ ସମାଜରେ ବିବାହ ଦୁଇଜଣଙ୍କ ମଧ୍ୟରେ ନୁହେଁ ବରଂ ଦୁଇଟି ପରିବାରର ମିଳନ ମଧ୍ୟ ହୋଇଥାଏ। ଏହି ସମାଜରେ ବିବାହକୁ ଏକ ପବିତ୍ର ବନ୍ଧନ ବୋଲି ମାନା ଯାଇଛି।କାରଣ ବୈବାହିକ ସମ୍ପର୍କ ଦୁନିଆର ସବୁ ସମ୍ପର୍କ ଠାରୁ ଅଲଗା ହୋଇଥାଏ।

ସ୍ଵାମୀ ଓ ସ୍ତ୍ରୀଙ୍କର ଏହି ପବିତ୍ର ବନ୍ଧନକୁ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ ବୋଲି କୁହାଯାଇଛି।ପ୍ରତ୍ୟେକ ପୁଅ ଓ ଝିଅ ବିବାହ ପୂର୍ବରୁ ଅଜଣା ରହିଥାନ୍ତି ଏବଂ ବିବାହ ପରେ ଉଭୟ ଏକାସହିତ ନିଜର ସୁଖମୟ ଜୀବନ ଆରମ୍ଭ କରିଥାନ୍ତି। ବିବାହ ପରେ ଉଭୟ ଦମ୍ପତି ପରସ୍ପର ସାଥିରେ ସର୍ବଦା ରହିଥାନ୍ତି।ପ୍ରତ୍ୟେକ ଧର୍ମରେ ବିବାହର ରୀତିନୀତି ଅଲଗା ପ୍ରକାରର ହୋଇଥାଏ।

ସେହିପରି ହିନ୍ଦୁ ବିବାହରେ ୭ ଥର ପରିକ୍ରମା କରିବାର ବିଶେଷ ମହତ୍ଵ ରହିଛି ଏବଂ ବର ଓ ବଧୂଙ୍କୁ ୭ ଜନ୍ମ ପାଇଁ ଶପଥ ନେବାକୁ ପଡ଼ିଥାଏ। ବିବାହ ପରେ ଏହି ସମ୍ପର୍କରେ ଯଦି କୌଣସି ଜଣେ ଅନ୍ୟଜଣଙ୍କର ସାଥିରେ ରହିବେ ତାହେଲେ ତାହେଲେ ସମ୍ପର୍କରେ ନିଶ୍ଚିତ ଭାବରେ ମତଭେଦ ସୃଷ୍ଟି ହେବା ଆରମ୍ଭ ହୋଇଯାଏ।ଏହାଫଳରେ ଉଭୟ ପରସ୍ପରକୁ ଅପଶବ୍ଦ ମଧ୍ୟ କହିଥାନ୍ତି। ଏହି କାରଣରୁ ଉଭୟଙ୍କ ମଧ୍ୟରେ ପ୍ରେମ ହ୍ରାସ ହେବାକୁ ଲାଗିଥାଏ। ଯଦି ଉଭୟଙ୍କ ମଧ୍ୟରେ ପ୍ରେମ ରହିନଥାଏ, ତାହେଲେ ଏଥିରେ ଜଣେ ପତ୍ନୀ ନିଜ ପତିଙ୍କୁ ନେଇ ବହୁତ ଦୁଃଖିତ ହୋଇଥାନ୍ତି।

ଏହାପରେ ବିବାହ ଦମ୍ପତିଙ୍କ ମଧ୍ୟରେ ଥିବା ସମ୍ପର୍କର ମିଠାପଣ ମଧ୍ୟ ଶେଷ ହେବାକୁ ଲାଗିଥାଏ। ଆଜି ଆମେ ଆପଣ ମାନଙ୍କୁ ଏହିଭଳି ୨ ଗୋଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ସ୍ଵାମୀଙ୍କୁ ନେଇ ସର୍ବଦା ଦୁଃଖୀ ରହିଥାନ୍ତି।କହିବାକୁ ଗଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ଓ ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ବ୍ୟକ୍ତିତ୍ଵ, ସ୍ଵଭାବ, ଗୁଣା, ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ P ନାମର ଥିବା ଝିଅମାନେ :-
ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର P ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅମାନଙ୍କୁ କେବେ ମଧ୍ୟ ନିଜ ସ୍ଵାମୀଙ୍କ ଠାରୁ ଖୁସି ମିଳି ନଥାଏ। କିନ୍ତୁ ଏହି ନାମର ଝିଅ ମାନେ ନିଜ ସ୍ଵାମୀଙ୍କୁ ବହୁତ ପ୍ରେମ ଓ ସମ୍ମାନ କରିଥାନ୍ତି। ଏମାନଙ୍କ ମଧ୍ୟରେ ସର୍ବଦା ନିଜ ପ୍ରେମକୁ ହରାଇବାର ଭୟ ଲାଗି ରହିଥାଏ। ଏହି କାରଣରୁ ଏମାନେ ସର୍ବଦା ଦୁଃଖିତ ରହିଥାନ୍ତି। ଏମାନେ ସର୍ବଦା ନିଜ ସ୍ବାମୀ ଓ ପରିବାର ଲୋକଙ୍କର ଆବଶ୍ୟକତା ଉପରେ ବିଶେଷ ଭାବରେ ଧ୍ୟାନ ରଖିଥାନ୍ତି।

୨/ K ନାମ ଥିବା ଝିଅମାନେ :-
ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅମାନେ ନିଜ ସ୍ଵାମୀଙ୍କ ସହିତ କେବେବି ଖୁସିରେ ରହି ନଥାନ୍ତି। ଏହାସହିତ ଏହି ନାମର ଝିଅମାନେ ସର୍ବଦା ନିଜ ସ୍ଵାମୀଙ୍କ ଉପରେ ସନ୍ଦେହ କରିଥାନ୍ତି ଅର୍ଥାତ ଏମାନେ ବହୁତ ସନ୍ଦେହୀ ପ୍ରକୃତିର ହୋଇଥାନ୍ତି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button