ସ୍ୱାସ୍ଥ୍ୟ

ନଡିଆ ତେଲରେ ଫିଟିକିରି ମିଶେଇ ଲଗାନ୍ତୁ, ଚେହେରା ଏବଂ କେଶ ପାଇଁ ବରଦାନ

ଆସନ୍ତୁ ଜାଣିବା ଯାହା ଆପଣଙ୍କ ମୁଁହ ଏବଂ କେଶ କୁ ପ୍ରକୃତିକ ସୁନ୍ଦର ଯୋଗାଇଥାଏ | ଆସନ୍ତୁ ଜାଣିବା ନଡ଼ିଆ ତେଲ ଏବଂ ଫିଟିକିରି ୨ଟି ନିନିଷକୁ ମିଶାଇ ଛୁଟି ଏବଂ ମୁଁହ ରେ ଲଗାଇବା ଦ୍ୱାରା ଆପଣ ଙ୍କୁ ପ୍ରାକୃତିକ ସୁନ୍ଦର ମିଳିଥାଏ ଆପଣ ଙ୍କୁ ଭହୁତ ସାଇଟ ପ୍ରଭାବରୁ ରଖାକରିଥାଏ | ମୁଁହ ରେ ଥିବା ଅଧିକା ଅଏଲ କୁ ବାହାର କରିଥାଏ |

ଏହା ଶରୀରରେ ହେଉଥିବା ଖେତ ସ୍ଥାନ କୁ ପୂରଣ କରିଥାଏ | ପ୍ରଥମେ ଆମେ ନଢ଼ିଆ ତେଲ ଏବଂ ଫିଟିକିରି ଗୁଣ୍ଡ 100 ମେଲ ନଡ଼ିଆ ତେଲ ରେ ଏକ ଚାମଚ ଫିଟିକିରି ଗୁଣ୍ଡ ମିଶାଇବକୁ ହେବ ଯଦି ଆପଣଙ୍କର ତ୍ୱଚା ତେଲିଆ ହୋଇଥାଏ ଫିଟିକିରି ର ପରିମାଣ ବଡାଇଦିଅନ୍ତୁ ଯଦି ଆପଣଙ୍କର ଡ୍ରାଏ ତ୍ୱଚା ତାହାଲେ ଫିଟିକିରି ର ପରିମାଣ କମାଇଦିଅନ୍ତୁ |

ଏହାକୁ ମିଶାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଆପଣ ଏହାକୁ ଭହୁତ ଦିନ ଜାଏ କୌଣସି ଏକ ସଫା କାଚ ବୋତଲ ରେ ରଖନ୍ତୁ | ଏହାକୁ ନେଇଁ ଆପଣ ଙ୍କ ମୁଁହ କୁ ମସାଜ କରନ୍ତୁ 2 ରୁ 3 ମିନିଟ ଯାଏ ତାପରେ 15 ରରୁ 20 ପଯନ୍ତ ଲାଗିରହିବାକୁ ଦିଅନ୍ତୁ |

ଯଦି ଆପଣ ଏହାକୁ କେଶ ରେ ଲଗାଇବାକୁ ଚାହୁଁଛନ୍ତି ତାହାଲେ ଆପଣଙ୍କ କେଶ ରେ ଲଗାନ୍ତୁ ଆପଣ ଏହାକୁ କେଶ ରେ 30 ମିନିଟ ଯାଏ ଲଗାଇ ରଖନ୍ତୁ ଏହାକୁ ରାତି ସାରା କେଶରେ ଲାଗିରଖିପାରିବେ ତାପରେ ଆପଣ ଙ୍କ କେଶ ଧୋଇଦିଅନ୍ତୁ ଆପଣ 2 ଧର ସାମ୍ପୁ କରନ୍ତୁ ଏହା ପୁରା ପୁରୀ ସଫା ହୋଇଯିବ |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button