ରାଜ୍ୟ

ଧର୍ମଶାଳାବାସୀଙ୍କ ହୃଦୟ ରେ ପ୍ରଣବ

ଯାଜପୁର : ନିର୍ବାଚନ ସାରିଯାଇଛି ବିଜେଡି ହରାଇ ଓଡିଶା ରେ ବିଜେପି ସରକାର ଗଢିଛି ଏହି ପକ୍ରିୟାରେ ରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ପ୍ରଣବ ବଲବନ୍ତରାୟ ଙ୍କୁ ହରାଇ ହିମାଂଶୁ ଶେଖର ସାହୁ ବିଜୟ ଲାଭ କରିଛନ୍ତି କିନ୍ତୁ ବେଶ ଏହି କିଛି ଦିନ ଭିତରେ ଲୋକ ଅନୁଭବ କଲେଣି ନୂଆ ଓ ପୁରୁଣାଙ୍କ ମଧ୍ୟ୍ୟରେ ପାର୍ଥ୍ୟକ ଯାହାକି ଗାଁ ଠୁ ବଜାର ସବୁଠି ଅଲୋଚନା । ପରାଜୟ ରେ ଦୁଃଖ ନକରି ପ୍ରଣବ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସହ ମିଶି ସୁଖ ଦୁଃଖ ବାଣ୍ଟୁଛନ୍ତି , ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ପ୍ରଣବ । ଗତ କିଛି ଦଳ ତଳେ ପ୍ରଣବଙ୍କ ଗାଡିକୁ ଅଣ୍ଡାମାଡ଼ ହୋଇଥିଲା ଯାହାକି ଧର୍ମଶାଳା ସମେତ ସାର ଓଡିଶାରେ ଏହା ଘଟଣାକୁ ନିନ୍ଦା କରାଯାଇଥିଲା ଏହା ପରେ ପ୍ରଣବ ଉପସ୍ଥିତି ଥିବା ଦେଖି ଧାଇଁ ଆସୁଛନ୍ତି ଲୋକ ଓ କହୁଛନ୍ତି ଆମର ଭୁଲ ହୋଇଗଲା । ପ୍ରଣବ କହିଛନ୍ତି ଧର୍ମଶାଳା ବିକାଶ ଆମର ମୂଳ ଲକ୍ଷ୍ୟ ହେବା ଜରୁରୀ । ଆମ ନବୀନ ବାବୁଙ୍କ ସରକାର ସମୟରେ ଓଡିଶା ବିକାଶ ହୋଇଛି ତାହା ଓଡିଶାରେ ଲୋକ ଜାଣିଛନ୍ତି ଆମ ଧର୍ମଶଳା ବିକାଶ ଯଦି ହୋଉଛି ତାହା ନବୀନ ବାବୁଙ୍କ ପାଇଁ ଯାହାକି ଲୋକ କେବେ ବି ଭୁଲିବେ ନାହିଁ । ମୋ ପରାଜୟ ଅଛି ସତ କିନ୍ତୁ ଆପଣ ମାନଙ୍କ ଭଲପାଇବାରେ ମୁଁ ବିଜୟ ଲାଭ କରିଛି । ମୁଁ ସଦ ସର୍ବଦା ଧର୍ମଶାଳ ବାସୀଙ୍କ ପାଇଁ କାମ କରିଛି ଏବେବି କରିବି ମୋ ଦେହରେ ବୁନ୍ଦାଏ ରକ୍ତ ଥିବା ପର୍ଯ୍ୟନ୍ତ ମୁଁ ଆପଣ ମାନଙ୍କ ସେବା କରିବି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button