ଜ୍ୟୋତିଷ

ସାତ ଜନ୍ମ ପାଇଁ ଦରିଦ୍ରତା ଦୂର ହୋଇଯିବ, କୋଟିପତି ହେବାରୁ ଆପଣଙ୍କୁ କେହି ବି ଅଟକେଇ ପାରିବେ ନାହିଁ, ବାସ ହୋଲି ଦିନ କରନ୍ତୁ ଏହି ଉପାୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆସନ୍ତା କିଛି ଦିନ ପରେ ହୋଲି ପର୍ବର ଆଗମନ ହେବାକୁ ଯାଉଛି । ଯେହେତୁ ହୋଲି ପର୍ବ ର ଆଗମନ ହେବ ତେବେ ହୋଲିକା ଦହନ ଭଳି ଶୁଭ କାର୍ଯ୍ୟ ମଧ୍ୟ ନିଶ୍ଚିତ ଭାବରେ ହେବ । ଶାସ୍ତ୍ର ରେ ହୋଲିକା ଦହନ ର ଅଗ୍ନି କୁ ଅତ୍ୟନ୍ତ ପବିତ୍ର ବୋଲି ମାନା ଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଉପାୟ ସମ୍ବନ୍ଧରେ ଯାହାକୁ ଆପଣ ହୋଲିକା ଦହନ ର ଅଗ୍ନି ପ୍ରୟୋଗ କରିବେ । ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣ ଅପାର ଧନର ଅଧିକାରୀ ହେବେ ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣଙ୍କ ମନରେ ଭୁତ ପ୍ରେତ ର ଭୟ ଲାଗି ରହିଛି ଏବଂ ଆପଣ ସେହି ଭୟ କୁ ଦୂର କରିପାରୁ ନାହାନ୍ତି ତେବେ ଆପଣ ଏହି ପବିତ୍ର ହୋଲିକା ଦହନ ଦିନ ବଜରଙ୍ଗ ବାଣ ର ପାଠ ଅବଶ୍ୟ କରନ୍ତୁ । ଏହାପରେ ୪୦ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ବଜରଙ୍ଗ ବାଣ ପାଠ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ମନରେ ଥିବା ସମସ୍ତ ପ୍ରକାର ଭୁତ ପ୍ରେତ ଡର ତୁରନ୍ତ ଦୂର ହୋଇଯିବ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣଙ୍କ ଜୀବନ ରେ ଅନେକ ସମସ୍ୟା ର ଆଗମନ ହେଉଛି ଏବଂ ସେହି ସମସ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ତେବେ ଆପଣ ସପରିବାର ଙ୍କ ସହିତ ହୋଲିକା ଦହନ ର ପବିତ୍ର ଅଗ୍ନି ରେ ଦେଶୀ ଘିଅ, ଦୁଇଟି ଲବଙ୍ଗ, ବତାସା, କୁମକୁମ ଏବଂ ଅଗ୍ନି ର ଏଗାରତମ ପରିକ୍ରମା କରି ସେଥିରେ ଶୁଖିଲା ନଡ଼ିଆ ଚଢାଇ ଦିଅନ୍ତୁ ଏବଂ ସପରିବାର ହୋଲିକା ମାତା ଙ୍କ ଆରାଧନା କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ର ଅନ୍ତ ଘଟିବ ।

୩. ବନ୍ଧୁଗଣ ତୃତୀୟତଃ, ଏହି ସମୟରେ ଅଧିକାଂଶ କଳା ଯାଦୁ ହୋଇଥାଏ । ଯଦି ଆପଣଙ୍କୁ ମଧ୍ୟ ଲାଗୁଛି ଯେ ଆପଣଙ୍କ ସହିତ ମଧ୍ୟ ଏପରି ହୋଇଛି ତେବେ ଆପଣ ହୋଲିକା ଦହନ ର ସକାଳୁ ଏକ କଳା କପଡ଼ା ରେ ଅଳ୍ପ କିଛି କଳା ରାଶି କୁ ରଖି ବାନ୍ଧି ଦିଅନ୍ତୁ ଏବଂ ଏହାକୁ ସନ୍ଧ୍ୟା ରେ ହୋଲିକା ଦହନ ସମୟରେ ହୋଲିକା ଦହନ ର ପବିତ୍ର ଅଗ୍ନି ରେ ପକାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ପଡ଼ିଥିବା କଳା ଯାଦୁ ନଷ୍ଟ ହୋଇଯିବ ଏବଂ ଭଗବାନ ନରସିଂହ ଙ୍କ କୃପା ରୁ କେହି ମଧ୍ୟ ଆପଣଙ୍କ କିଛି ବିଗାଡ଼ି ପାରିବେ ନାହିଁ ।

୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣଙ୍କ ମନରେ ଶତ୍ରୁ ପ୍ରତି ଭୟ ରହିଛି ଅଥବା ଆପଣ କୌଣସି ରୋଗରେ ବହୁତ ଦିନ ଧରି ପୀଡ଼ିତ ରହିଛନ୍ତି ତେବେ ଆପଣ ହୋଲିକା ଦହନ ଦିନ ଗୋମତି ଚକ୍ର ଆଣି ହୋଲିକା ଦହନ ର ଅଗ୍ନି ଚାରି ପାଖରେ ସାତ ଥର ବୁଲନ୍ତୁ ଏବଂ ସେହି ଗୋମତି ଚକ୍ର କୁ ସେହି ପବିତ୍ର ଅଗ୍ନି ରେ ପକାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ସମସ୍ତ ରୋଗ ର ଅନ୍ତ ହେବ ଏବଂ ଶତ୍ରୁ ଭୟ ର ଦମନ ମଧ୍ୟ ହେବ ।

୫. ବନ୍ଧୁଗଣ ପଞ୍ଚମତଃ, ଯଦି ଆପଣଙ୍କ ବ୍ୟାପାର ରେ କ୍ଷତି ହେଉଛି ଏବଂ ପରିବାର ରେ ମଧ୍ୟ କଳହ ସୃଷ୍ଟି ହେଉଛି ତେବେ ଆପଣ ହୋଲିକା ଦହନ ର ଭସ୍ମ କୁ ଆଣି ସେଥିରେ ଅଳ୍ପ ଲୁଣ ମିଶାଇ ନିଜର ବ୍ୟାପାର ସ୍ଥାନରେ ରଖି ଦିଅନ୍ତୁ ଅଥବା ଘରେ ତୁଳସୀ ଗଛ ର ମାଟିରେ ମିଶାଇ ରଖି ଦିଅନ୍ତୁ ଏବଂ ସେଠାରେ ପ୍ରତିଦିନ ଦୀପ ଜଳାନ୍ତୁ । ଆପଣ ସ୍ୱୟଂ ଦେଖିବେ ଆପଣଙ୍କ ବ୍ୟାପାର ରେ ଉନ୍ନତି ହେବ ଏବଂ ପାରିବାରିକ ଜୀବନ ସୁଖମୟ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button