ରାଜ୍ୟ

ସୁଖ ହେଉଅବା ଦୁଃଖ ସବୁଥିରେ ଆଗରେ ପ୍ରୀତିରଞ୍ଜନ

ଯାଜପୁର : ସୁଖ ହେଉଅବା ଦୁଃଖ ସବୁଥିରେ ଆଗରେ ପୁର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ । ସୁକିନ୍ଦା ବ୍ଲକର ହାତିବାରୀ ଗ୍ରାମର ଅତି ପରିଚିତ ଚେହେରା ତଥା ବିଜେଡିର ଜଣେ ପୁରୁଖା କର୍ମୀ ଶ୍ରୀକାନ୍ତ ପ୍ରଧାନଙ୍କ ଗତକାଲି ଅକାଳ ବିୟୋଗ ଖବର ଶୁଣି ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ । ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button