ଦେଶ- ବିଦେଶ

ଆସିଗଲା ସାମ୍‌ସଙ୍ଗ୍‌ର ଏ୧୬, ୬ବର୍ଷ ପର୍ଯ୍ୟନ୍ତ ଲଗାତର ଚାଲିବ ଏହି ଫୋନ୍‌, ଦାମ୍‌ ମାତ୍ର ଏତିକି.

ନୂଆଦିଲ୍ଲୀ : ସାମ୍‌ସଙ୍ଗ୍‌ର ନୂଆ ସ୍ମାର୍ଟଫୋନ୍‌ ଗାଲାକ୍ସି ଏ୧୬ ଭାରତରେ ଲଞ୍ଚ ହୋଇ ସାରିଛି । ଏହା ଏକ ମଧ୍ୟମ ବଜେଟ୍‌ର ସ୍ମାର୍ଟ ଫୋନ୍‌ । ଫୋନ୍‌ରେ ୬ ବର୍ଷ ପର୍ଯ୍ୟନ୍ତ ସିକ୍ୟୁରିଟି ଓ ସଫ୍ଟୱେୟାର ଅପଡେଟ୍‌ ଦିଆଯାଉଛି । ଅର୍ଥାତ୍‌ ଆପଣ ଗୋଟିଏ ଥର ଫୋନ୍‌ କିଣି ୬ ବର୍ଷ ମଧ୍ୟ ଚିନ୍ତା ମୁକ୍ତ ରହିପାରିବେ।

ସାମ୍‌ସଙ୍ଗ୍‌ ଗାଲାକ୍ସି ଏ୧୬ ୫ଜି ୨ଟି ପ୍ରକାରର ଆସୁଛି ।

ଏହାର ୮ଜିବି ର‌୍ୟାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ର ଦାମ୍‌ ୧୮,୯୯୯ ଟଙ୍କା । ୮ଜିବି ର‌୍ୟାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍‌ର ଦାମ୍‌ ୨୧,୯୯୯ ଟଙ୍କା ।

ଏହାସହ ଏକ୍ସିସ ଓ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ବ୍ୟବହାର କରି କିଣିବା ଦ୍ୱାରା ୧,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ସୁବିଧାର ଲାଭ ପାଇ ପାରିବେ । ସମ୍ପୂର୍ଣ୍ଣ ଡିସକାଉଣ୍ଟ ଅଫର୍‌ ପାଇବା ପରେ ୮ଜିବି ର‌୍ୟାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ ଫୋନ୍‌କୁ ୨୦,୯୯୯ ଟଙ୍କାରେ ଓ ୮ଜିବି ର‌୍ୟାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍‌ର ମଡେଲ୍‌କୁ ୧୭,୯୯୯ ଟଙ୍କାରେ ପାଇପାରିବେ ।

ମଧ୍ୟ ଦିଆଯାଉଛି । ଏହି ଡିସ୍‌ପ୍ଲେ ଟେକ୍ନୋଲୋଜି ସହ ଆସୁଛି । ଫୋନ୍‌ରେ ୩ ସ୍ତର ବିଶିଷ୍ଟ କ୍ୟାମେରା ସେଟ୍‌ଅପ୍‌ ଦିଆଯାଉଛି । ଗାଲାକ୍ସି ଏ୧୬ ୫ଜିରେ ପାୱାରଫୁଲ୍‌ ୫୦୦୦ ଏମଏଏଚ ବ୍ୟାଟେରୀ ମିଳିଥାଏ । ଫୋନ୍‌ ସହ ୨୫ ଡବ୍ଲ୍ୟୁ ଚାର୍ଜିଙ୍ଗ୍‌ ସୁବିଧା ମଧ୍ୟ ମିଳୁଛି । ସାମସଙ୍ଗ ଗାଲାକ୍ସି ଏ୧୬ ୫ଏ ସ୍ମାର୍ଟଫୋନରେ ମିଡିଆ ଟେକ୍ ଡାଇମେନସିଟି ୬୩୦୦ ପ୍ରୋସେସର୍‌ ସପୋର୍ଟ ସହ ଆସୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button