ଦେଶ- ବିଦେଶ

3 ଦିନ ଲଗାତର ଖାଲି ପେଟରେ 2 ଟି ପିଜୁଳି ପତ୍ର ଖାଇ ଦିଅନ୍ତୁ , ମୂଳରୁ ଶେଷ ହୋଇଯିବ ଏହି ରୋଗ – ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ଆପଣ ମାନେ ପିଜୁଳି ତ ଖାଇଥିବେ । କିନ୍ତୁ ଏହି ପିଜୁଳି ପତ୍ର ର ଉପକାରୀତା ସମ୍ବନ୍ଧରେ ଖୁବ କମ ଲୋକ ଜାଣିଥିବେ । ପିଜୁଳି ପତ୍ର ର ଅନେକ ଉପକାର ରହିଛି । ପିଜୁଳି ପତ୍ର ଖାଇବା ଦ୍ୱାରା ଆମ ଶରୀର କୁ ଅନେକ ପ୍ରକାର ଫାଇଦା ହାସଲ ହୋଇଥାଏ । ଏବଂ ଆମ କୁ ଅନେକ ପ୍ରକାର ରୋଗ ରୁ ମୁ-କ୍ତି ମିଳିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପିଜୁଳି ପତ୍ର ଖାଇବା ଦ୍ୱାରା ଆମ ଶରୀର କୁ କଣ ସବୁ ଲାଭ ମିଳିଥାଏ , ସେହି ସମ୍ବନ୍ଧରେ କହିବୁ ।

ତେବେ ପିଜୁଳି ପତ୍ର ଦୁଇ ପ୍ରକାରର ଏକ ଗାଢ଼ ସବୁଜ ରଙ୍ଗ ଏବଂ ହାଲକା ସବୁଜ ରଙ୍ଗ । ତେବେ ଯେଉଁ ହାଲକା ସବୁଜ ଏବଂ କଅଁଳିଆ ପତ୍ରକୁ ହିଁ ନେବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ପ୍ରଥମରେ , ଯେଉଁ ବ୍ୟକ୍ତି ମାନଙ୍କର ଆଣ୍ଠୁ ଗଣ୍ଠି ବି-ନ୍ଧା ସମସ୍ୟା ରହିଛି ସେମାନେ ପିଜୁଳି ପତ୍ରକୁ କୁଟି ତାକୁ ଗରମ କରି ବି-ନ୍ଧୁ-ଥି-ବା ସ୍ଥାନ ରେ ଲଗାଇ ଦିଅନ୍ତୁ । ଏହାଦ୍ଵାରା ଆରାମ ମିଳିଥାଏ ଏବଂ ଆଣ୍ଠୁ ଗଣ୍ଠି ବି-ନ୍ଧା ଦୂର ହୋଇଥାଏ ।

ଦ୍ଵିତୀୟରେ , ଗୋଟିଏ କଅଁଳିଆ ପିଜୁଳି ପତ୍ରକୁ ବାଟିବେ ଏବଂ ସେହି ପେଷ୍ଟ ରେ ଟିକେ ଖଟା ଦହି ଏବଂ ଟିକେ ମୂଲତନି ମାଟି ପକାଇବେ ଏବଂ ଅଧା ଚାମଚ ନିମ ପତ୍ର ଏବଂ ଦୁଇ ତିନି ବୁନ୍ଦା ସୋରିଷ ତେଲ ନହେଲେ ନଡ଼ିଆ ତେଲ ପକାଇ ଦିଅନ୍ତୁ । ଏବଂ ଏହି ପେଷ୍ଟ କୁ ନିଜ ଚୁଟି ରେ ଲଗେଇ ଅଧଘଣ୍ଟା ଛାଡ଼ିଦେବେ , ଏହା ଦ୍ୱାରା ଆପଣଙ୍କ ଚୁଟି ବଢିବ ଏବଂ ଘନ ମଧ୍ୟ ହେବ ।

 

ତୃତୀୟରେ , ପ୍ରାୟତଃ ବ୍ୟକ୍ତିଙ୍କୁ ସ୍ୱପ୍ନ ଦୋଷ ରହିଥାଏ । ଏହି ସମସ୍ୟାକୁ ଦୂର କରିବା ନିମନ୍ତେ କଅଁଳିଆ ପିଜୁଳି ପତ୍ର ର ରସ ବାହାର କରି ସେଥିରେ ଅଳ୍ପ ମହୁ ମିଶାଇ ସେବନ କରିବା ଦ୍ୱାରା ସ୍ୱପ୍ନ ଦୋଷ ଦୂର ହୋଇଥାଏ ।

ଚତୁର୍ଥରେ , ଯେଉଁ ବ୍ୟକ୍ତି ମାନେ ନିଜର ମୋଟାପଣ ସମସ୍ୟା କୁ ଦୂର କରିବାକୁ ଚାହାନ୍ତି ସେମାନେ ପିଜୁଳି ପତ୍ର ଖାଇବା ଦ୍ବାରା ତାଙ୍କ ମୋଟାପଣ ସମସ୍ୟା ଦୂର ହୋଇଥା

ପଞ୍ଚମରେ , ଯେଉଁ ବ୍ୟକ୍ତି ମାନଙ୍କୁ କୋ-ଷ୍ଠ କା-ଠି-ନ୍ୟ ସମସ୍ୟା ରହିଛି ସେହି ବ୍ୟକ୍ତି ମାନେ ପିଜୁଳି ର କଅଁଳିଆ ପତ୍ରକୁ ପାଣି ରେ ଫୁ-ଟା-ଇ ସେହି ପାଣି କୁ ପିଇବା ଦ୍ୱାରା ବହୁତ ପୁରୁଣା କୋ-ଷ୍ଠ କା-ଠି-ନ୍ୟ ସମସ୍ୟା ରୁ ମୁ-କ୍ତି ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button