ଦେଶ- ବିଦେଶ

ଏହି ୯ଟି ଲକ୍ଷଣରୁ ଜାଣନ୍ତୁ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ , ଆସନ୍ତୁ ଜାଣିବା

ବନ୍ଧୁଗଣ ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାନ୍ତି, ସେତେବେଳେ ବହୁତ କିଛି ଲକ୍ଷଣ ଦେଖିବାକୁ ମିଳିଥାଏ। ଯାହାକୁ ଦେଖି ଆପଣ ଜାଣି ପାରିବେ ସେ ଗର୍ଭବତୀ ଅଛନ୍ତି ବା ଗର୍ଭବତୀ ନାହାନ୍ତି, ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ପ୍ରଥମ ହେଉଛି ମାସିକ ଋତୁ ସ୍ରାବ ବନ୍ଦ ହୋଇଯିବା। ଏହା ଏକ ବଡ଼ ଲକ୍ଷଣ। ଯଦି ଜଣେ ମହିଳାଙ୍କ ମାସିକ ଋତୁସ୍ରାବ ଠିକ୍ ସମୟରେ ନହେଲା ତାହେଲେ ଗର୍ଭବତୀ ହେବାର ସମ୍ଭାବନା ଅଧିକ ରହିଛି। ଯଦି ସେହି ମହିଳା ବିବାହିତ ଅଛନ୍ତି ଓ ଦେଖୁଛନ୍ତି ତାଙ୍କର ମାସିକ ଋତୁସ୍ରାବ ବନ୍ଦ ହୋଇ ଯାଇଛି ତାହେଲେ ସେ ତୁରନ୍ତ ହୋମ ପ୍ରେଗ୍ନେନ୍ସି କିଟ ଆଣି ଦେଖିବା ଉଚିତ। କାରଣ ଗର୍ଭବତୀ ରହିଲେ ଶରୀରରେ ପ୍ରିଯେଷ୍ଟ୍ର ନାମକ ହର୍ମୋନ କାରଣରୁ ପିରି-ୟଡ଼ସ ବନ୍ଦ ହେଇ ଯାଇଥାଏ।

ଦ୍ଵିତୀୟ ଲକ୍ଷଣ ହେଉଛି ହାଲକା ବ୍ଲି-ଡ଼ିଂ ହେବା। ଯେତେବେଳେ ୟୁଟେରସରେ ଏଗ ଫଟିଲାଇଯ ହୁଏ, ସେତେବେଳେ ମହିଳାଙ୍କର ହାଲକା ବ୍ଲି-ଡିଂ ହୋଇଥାଏ। ଯେଉଁଟାକୁ ଇମ୍ପ୍ଲିମେଣ୍ଟେଶନ ବ୍ଲି-ଡ଼ିଂ ବା ସ୍ପ-ର୍ଟିଂ କୁହାଯାଏ। ଗର୍ଭ ରହିବାର ଗୋଟେ ସପ୍ତାହ ପରେ ମହିଳାଙ୍କ ଶରୀରରେ ଏହି ଲକ୍ଷଣ ଦେଖାଯାଏ, ତାହେଲେ ଆପଣ ଜାଣି ନିଅନ୍ତୁ କି ଆପଣ ଗର୍ଭବତୀ ଅଛନ୍ତି।

ତୃତୀୟ ଲକ୍ଷଣ ହେଉଛି ମହିଳାଙ୍କ ସ୍ତନ ଦରଜ ହେବା ଏବଂ ରଙ୍ଗ ବଦଳିବା। ମଧ୍ୟ ଗର୍ଭବତୀ ହେବାର ବଡ଼ ଲକ୍ଷଣ ଅଟେ।

Google

ଚତୁର୍ଥ ଲକ୍ଷଣ ହେଉଛି ମହିଳାଙ୍କୁ ଥକ୍କା ଲାଗିବା। ଏହି ସମୟରେ ମହିଳା ମାନଙ୍କୁ କାର୍ଯ୍ୟ କରିବାରେ ଅଧିକ ଅସୁବିଧା ହୋଇପାରେ। ଏହା ଗର୍ଭବତୀ ହେବାର ଏକ ଲକ୍ଷଣ ଏଥିପାଇଁ ଚିନ୍ତିତ ରହିବା ଉଚିତ ନୁହେଁ।

ପଞ୍ଚମ ଲକ୍ଷଣ ହେଉଛି ବାରମ୍ବାର ପରିସ୍ରା ଲାଗିବା।ପ୍ରୋଜିଷ୍ଟର ନାମକ ହର୍ମୋନରେ ବୃଦ୍ଧି ହେବା ଯୋଗୁଁ ମହିଳା ମାନଙ୍କୁ ବାରମ୍ବାର ପରିସ୍ରା ଲାଗି ଥାଏ। ଏହା ପ୍ରଥମ ମାସରୁ ହିଁ ଆରମ୍ଭ ହୋଇ ଯାଇଥାଏ। ଏହା ସମସ୍ତ ମହିଳାଙ୍କ ସାଧାରଣ କଥା ଅଟେ।

ଷଷ୍ଠ ଲକ୍ଷଣ ହେଉଛି ସକାଳେ ଦୁର୍ବଳତା ଅନୁଭବ ହେବା। ପ୍ରଥମ ମାସରେ କିଛି ମହିଳା ମାନଙ୍କୁ ବାନ୍ତି ଲାଗିବା ବା ମୁଣ୍ଡ ବୁଲାଇବା ଆଦି ଦେଖା ଦେଇଥାଏ। ବହୁତ ମହିଳା ମାନଙ୍କର ଏଭଳି ଲକ୍ଷଣ ଦେଖା ଦେଇଥାଏ। ବହୁତ ମହିଳା ଏଥିଯୋଗୁଁ ଅଧିକ ବିଚଳିତ ହୋଇ ଯାଆନ୍ତି। ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ

ସପ୍ତମ ଲକ୍ଷଣ ହେଉଛି କନ୍ଷ୍ଟିଭେସନ । ଏହା ମଧ୍ୟ ଗର୍ଭବତୀ ହେବାର ଏକ ଲକ୍ଷଣ ଅଟେ। ଗର୍ଭବତୀ ହେବାର ପ୍ରଥମ ମାସ ଠାରୁ ଏହା ଆରମ୍ଭ ହୋଇ ଯାଇଥାଏ। ଯଦି ଏଭଳି ଅସୁବିଧା ହେଉଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button