ଦେଶ- ବିଦେଶ

ବିବାହ ପାଇଁ ଯଦି ବିଳମ୍ବ ହେଉଥାଏ, ଜଲ୍ଦି ବାହାଘର ପାଇଁ କରନ୍ତୁ ଏକ ବିଶେଷ ଉପାୟ !

ଅନେକ ଗୁଡିଏ କାର୍ଯ୍ୟରେ ଅଳେଇଚ ବ୍ୟବହାର କରାଯାଇଥାଏ । ପୂଜାପାଠ ଠାରୁ ଆରମ୍ଭ କରି ଅନେକ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଅଳେଇଚର ବ୍ୟବହାର କରାଯାଇଥାଏ । ଅଳେଇଚ ଦେଖିବାକୁ ସାଇଜରେ ସିନା ବହୁତ ଛୋଟଟିଏ ହୋଇଥାଏ । ହେଲେ ଏହି ଅଳେଇଚକୁ ନେଇ ଏପରି ସବୁ ଉପାୟ ଅଛି । ଯାହା କରିବା ଦ୍ଵାରା ବ୍ୟକ୍ତିର ଅନେକ କିଛି ମନବାଞ୍ଛା ପୂରଣ ହୋଇପାରିଥାଏ ।

 

ଯେଉଁ ଲୋକ ମାନଙ୍କର ବାହାଘରରେ ବାଧା ଆସୁଥାଏ । ବିବାହର ବୟସ ହୋଇଯାଇଥିଲେ ମଧ୍ୟ ବାହାଘର ହୋଇପାରୁନଥାଏ । ତେବେ ସେହି ଲୋକମାନେ ଏହି ଅଳେଇଚକୁ ବ୍ୟବହାର କରି ବାହାଘରକୁ ଜଡିତ ଖୁସି ଖବର ପାଇପାରିବେ । ନିଜ ବାହାଘରରେ ଆସୁଥିବା ଅନେକ ବାଧାବିଘ୍ନକୁ ମଧ୍ୟ ଦୂର କରିପାରିବେ ।

 

ଗୁରୁବାର ଦିନ କରନ୍ତୁ । ଅପର ପକ୍ଷରେ ପୁଅ ମାନଙ୍କର ବିବାହ ସମସ୍ଯା ଦୂର କରିବା ପାଇଁ ଏହି ଉପାୟକୁ କୁହାଯାଇଥିବା ଉପାୟ ଅନୁଯାଇ ଶୁକ୍ରବାର ଦିନ କରନ୍ତୁ । ଏହି ଉପାୟକୁ ନିଷ୍ଠାର ସହ କରିବା ଦ୍ଵାରା ବିବାହ ଯୋଗ ଖୋଲିଯାଇଥାଏ ।

 

– ଯେଉଁ ପୁଅ ମାନେ ସୁନ୍ଦରୀ ସ୍ତ୍ରୀଟିଏ ପାଇବା ପାଇଁ କାମନା କରିଥାନ୍ତି । ସେହି ପୁଅ ମାନେ ପ୍ରତ୍ଯେକ ଗୁରୁବାର 5 ଟି ଅଳେଇଚ ସହ ହଳଦିଆ ବସ୍ତ୍ର ନେଇ କୌଣସି ଗରିବକୁ ଦାନ କରନ୍ତୁ । ଏହି ଉପାୟକୁ ଯେଉଁ ଲୋକ 5 ଟି ଗୁରୁବାର ପର୍ଯ୍ୟନ୍ତ ନିଷ୍ଠାରେ ହୃଦୟରୁ କରିବ । ସେହି ଲୋକକୁ ବହୁତ ଶୀଘ୍ର ତାହାର ରେଜଲ୍ଟ ଦେଖିବାକୁ ମିଳିବ ।

ତେବେ ପୁରୁଷ ହେଉ ଅବା ନାରୀ ଯେଉଁ ମାନଙ୍କର ବିବାହ ବୟସ ହୋଇଯାଇଥିଲେ ମଧ୍ୟ ବିବାହରେ କିଛି ନ କିଛି ସମସ୍ଯା ଲାଗି ରହୁଛି । ସେମାନେ ଏହି 2 ଟି ଉପାୟ ମଧ୍ୟରୁ କୌଣସି ଉପାୟକୁ ମଧ୍ୟ କରିପାରିବେ । ଯାହା ଦ୍ଵାରା ବିବାହ ବିଳମ୍ବ ହେଉଥିବା ଲୋକଙ୍କର ଖୁବ ଶୀଘ୍ର ଏକ ଭଲ ଜୀବନସାଥି ସହ ବିବାହ ହୋଇପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button