ଦେଶ- ବିଦେଶ

ଚାଣକ୍ୟ ନୀତି : ସ୍ତ୍ରୀ ମାନଙ୍କର ଏହି ୪ ଟି ଭୋକ କେବେ ମେଣ୍ଟି ନଥାଏ, ଜାଣିବା ପାଇଁ ଏହାକୁ ପଢନ୍ତୁ

ବନ୍ଧୁଗଣ ସ୍ତ୍ରୀ ମାନଙ୍କର ଏହି ୪ ଟି ଭୋକ କେବେବି ମେଣ୍ଟି ନଥାଏ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜଣେଇବାକୁ ଯାଉଛୁ ଯେ ନାରୀ ମାନଙ୍କର କେଉଁ ଭୋକ ଗୁଡ଼ିକ କେବେହେଲେ ମଧ୍ୟ ମେଣ୍ଟି ନଥାଏ। ଏବଂ ବୟସ ବଢିବା ସହିତ ସେହି ଭୋକ ମଧ୍ୟ ବଢିବାରେ ଲାଗିଥାଏ। ଆପଣ ମାନେ ଏହା ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଭୋକ ଆଗରେ ନାରୀମାନଙ୍କୁ ହୀରା ମତି ମଧ୍ୟ ବହୁତ କମ ଲାଗିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଆମେ ଜାଣିବା ଯେ ନାରୀମାନଙ୍କର ସେହି ଭୋକ ଗୁଡ଼ିକ ବିଷୟରେ ଯାହା କେବେହେଲେ ମଧ୍ୟ କମି ନଥାଏ। ଏବଂ ଏହାକୁ ପାଇବା ପରେ ନାରୀ ମାନଙ୍କର ସେହି ଭୋକରେ ଆହୁରି ବୃଦ୍ଧି ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା।

ସ-ମ୍ବନ୍ଧ ବନେଇବାର ଇଛା:-

ଆଜ୍ଞା ହଁ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ନାରୀ ମାନଙ୍କ ମଧ୍ୟରେ ସମ୍ଵନ୍ଧ ବନାଇବାର ବା ସ-ମ୍ଭୋ-ଗ କରିବାର ଇଛା ପୁରୁଷ ମାନଙ୍କ ତୁଳନାରେ ଅଧିକ ଦେଖିବାକୁ ମିଳିଥାଏ। ଏହା ମଧ୍ୟ କୁହାଯାଇଥାଏ କି ନାରୀ ମାନଙ୍କର ବୟସ ବଢିବା ସହିତ ତାଙ୍କର ସ-ମ୍ଭୋ-ଗ କରିବାର ଇଛା କମିବା ଅପେକ୍ଷା ଦିନକୁ ଦିନ ବଢିବାରେ ଲାଗିଥାଏ।

Google

ସୃ-ଙ୍ଗାର ହେବା:-

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ନାରୀ ମାନଙ୍କର ସୃଙ୍ଗାର କରିବାର ଇଛା କେବେହେଲେ ମଧ୍ୟ ପୂର୍ଣ ହୋଇନଥାଏ। ଅଥଚ ସୃଙ୍ଗାର କରିବା ନାରୀ ମାନଙ୍କର ଅଧିକାର ହୋଇଥାଏ। ସୃଙ୍ଗାର ବିନା ନାରୀମାନେ ସମ୍ପୂର୍ଣ ହୋଇନଥାନ୍ତି। ସୃଙ୍ଗାର ନାରୀ ମାନଙ୍କର ସୁନ୍ଦରତା ବଢ଼ାଇବା ସହିତ ତାଙ୍କୁ ସମ୍ମାନର ମଧ୍ୟ ପ୍ରଦାନ କରିଥାଏ। କିନ୍ତୁ ବନ୍ଧୁଗଣ ଆପଣ ମାନେ ଏହା ଜାଣିଛନ୍ତି କି ନାରୀ ମାନଙ୍କର ଏହି ଭୋକ କେବେହେଲେ ମେଣ୍ଟି ନଥାଏ। ଏହା କମିବା ଅପେକ୍ଷା ପ୍ରତିଦିନ ବଢିବାରେ ଲାଗିଥାଏ। ନାରୀ ମାନଙ୍କୁ ସୃଙ୍ଗାର କରିବା ଅତ୍ୟନ୍ତ ଭଲ ଲାଗିଥାଏ। ଯାହା ଫଳରେ ସେହି ଯୋଗୁ ଅଧିକରୁ ଅଧିକ ସୁନ୍ଦର ଦେଖାଇବା ପାଇଁ ଚେଷ୍ଟା କରିଥାନ୍ତି। ଏହା ଦେଖା ଯାଇଛି ଯେ ନାରୀ ମାନେ ତାଙ୍କ ବୟସ ଲୁ-ଚା-ଇବା ପାଇଁ ବା ନିଜ ବୟସରୁ କମ ଦେଖାଯିବା ପାଇଁ ସୃ-ଙ୍ଗାର କରିଥାନ୍ତି। ନାରୀ ମାନଙ୍କର ଏହି ଭୋକ କେବେହେଲେ ମଧ୍ୟ ମେଣ୍ଟି ନଥାଏ। ଏବଂ ସମୟ ସହ ଏହା ବଢ଼ିବାରେ ଲାଗିଥାଏ।

ଏ ଘର ମାଉସୀ ସେ ଘର ପିଉସୀ:-

ବନ୍ଧୁଗଣ ଆପଣ ମାନେ ତ ଏହା ଭଲ ଭାବରେ ଜାଣିଥିବେ ଯେ ନାରୀ ମାନେ ଜଣଙ୍କ କଥା ଆଉ ଜଣଙ୍କ ଆଗରେ ନକହିବା ଯାଏଁ ତାଙ୍କର ଭାତ ହଜମ ହୋଇନଥାଏ। ନାରୀ ମାନଙ୍କୁ କଳହ ସୃଷ୍ଟି କରିବା ପାଇଁ ଭଲ ଲାଗିଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ନାରୀମାନେ ଯେଉଁ ଯାଏଁ ଜଣଙ୍କ କଥା ଆଉ ଜଣଙ୍କ ଆଗରେ ନକହିଛନ୍ତି ତାଙ୍କର ମନକୁ ଶାନ୍ତ ମିଳିନଥାଏ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ନାରୀ ମାନଙ୍କର ପେଟରେ ଥିବା ବଡ଼ ରୁ ବଡ଼ କଥା ମଧ୍ୟ ନିଆଁ ପରି ମାତିଥାଏ। କାହିଁକିନାଁ ବନ୍ଧୁଗଣ ନାରୀ ମାନଙ୍କର ଏହି ଭୋକ ପ୍ରତିଦିନ ବଢିବାରେ ଲାଗିଥାଏ। ଏବଂ ନାରୀ ମାନଙ୍କର ଏହି ଗୁଣ କେବେ ହେଲେ ମଧ୍ୟ ବଦଳି ନଥାଏ। ନାରୀମାନେ କେବେହେଲେ ମଧ୍ୟ ତାଙ୍କର ଏହି ଭୋକକୁ ମେଣ୍ଟାଇ ପାରିବେ ନାହିଁ। ବରଂ ଏହାର ଭୋକ ଅଧିକରୁ ଅଧିକ ବଢିବାରେ ଲାଗି ରହିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button