ଦେଶ- ବିଦେଶ

ଘରକୁ ଫେରିବା ସମୟରେ ସାଙ୍ଗରେ ନେଇ ଆସନ୍ତୁ ଏହି ପତ୍ର। ଟଙ୍କା ସୁନା ରୁପାର ରହିବନି ଅଭାବ।

ଦୁନିଆରେ ପ୍ରତ୍ୟକ ବ୍ୟକ୍ତି ଧନୀ ହେବାକୁ ଚାହିଁଥାଏ। ଧନୀ ହେବାପାଇଁ ବ୍ୟକ୍ତି ରୋଜଗାର କରିଥାଏ। କିନ୍ତୁ ପ୍ରତ୍ୟକ ବ୍ୟକ୍ତିକୁ ରୋଜଗାର କରିବାର ପନ୍ଥା ମିଳିନଥାଏ। କିଛି ବ୍ୟକ୍ତି ରୋଜଗାର କଲେ ମଧ୍ୟ ତାହା ତାଙ୍କୁ ଅଣ୍ଟି ନଥାଏ। ତେବେ ବନ୍ଧୁଗଣ ଆଜି ଆମେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆପଣଙ୍କ ଜୀବନରେ ଧନର ବର୍ଷା ହେବ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରେ ସଦା ସର୍ବଦା ବାସ କରିବେ। ତେବେ ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ।

1. ଦୁନିଆରେ ସମସ୍ତ ବ୍ୟକ୍ତି କିଛି ନା କିଛି କାମରେ ଘରୁ ବାହାରକୁ ଯାଇଥାନ୍ତି। ପ୍ରାୟ କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କାମ ସାରି ଘରକୁ ଫେରିବା ସମୟରେ ଶୂନ୍ୟ ହାତରେ ଫେରିଥାନ୍ତି । ଏହା ଆଦୌ ଉଚିତ ନୁହେଁ। ଏପରି କଲେ ସେହି ଲୋକଙ୍କ ଉପରେ ମଙ୍ଗଳ ଦୃଷ୍ଟି ପଡିନଥାଏ। ଫଳରେ ଘରେ ସବୁବେଳେ ଅଭାବ ଦେଖାଦେଇଥାଏ ଏବଂ ସବୁବେଳେ ଖାଦ୍ୟର ଅଭାବ ହୋଇଥାଏ। ସେଥିପାଇଁ ଘରକୁ ଯେତେବେଳେ ଆସିବେ କିଛି ନା କିଛି ହାତରେ ଆଣିକି ଆସିବେ । ସେ ଛୋଟ ଜିନିଷଟେ ହେଲେ ମଧ୍ୟ ଆଣିବେ।
ଯଦି କିଛି କିଣିପାରୁନାହାନ୍ତି ତେବେ ଗୋଟିଏ ବେଲ ଗଛରୁ ବେଲ ପତ୍ରଟେ ଛିଣ୍ଡାଇ ନିଜ ସାଥିରେ ନେଇଆସନ୍ରୁ ଏବଂ ତାକୁ ଘରେ ପହଁଚିଲା ପରେ ଘରର ଠାକୁର ଘରେ ରଖିଦିଅନ୍ତୁ। ଏହାର ଶୁଭ ପରିଣାମ ଆପଣ ନିଶ୍ଚିତ ଭାବେ ଅନୁଭବ କରିପାରିବେ।

Google

2. ଆପଣ ଏକ ଧଳା ରଙ୍ଗର ଠିଆ ହୋଇଥିବା ଗଣେଶଙ୍କ ମୂର୍ତ୍ତିକୁ ଘରକୁ ଆଣନ୍ତୁ। ଏହି ମୂର୍ତ୍ତିକୁ ଘରର ପୂର୍ବ ଦିଗରେ ସ୍ଥାପନ କରନ୍ତୁ। ଏହି ମୂର୍ତି ସମ୍ମୁଖରେ ଅରୁଆ ଚାଉଳ ରଖିଦିଅନ୍ତୁ। କିଛି ଦିନ ପରେ ଏହି ଅରୁଆ ଚାଉଳ ଖରାପ ହୋଇଗଲେ ତାହାକୁ କାଢି ପୁଣି ଥରେ ଅରୁଆ ଚାଉଳ ରଖିଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଏବଂ ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ।

3. କିଛି ବ୍ୟକ୍ତି ରୋଜଗାର କରିଥାନ୍ତି କିନ୍ତୁ ତାଙ୍କୁ ପଇସା ଅଭାବ ଦେଖାଯାଏ ଏବଂ କିଛି ବ୍ୟକ୍ତିଙ୍କୁ ରୋଜଗାର କରିବାର ପନ୍ଥା ମଧ୍ୟ ମିଳିନଥାଏ । ସେମାନଙ୍କ ଜୀବନରେ ସର୍ବଦା ଅଭାବ ଏବଂ ଦୁଃଖ ଲାଗିରହିଥାଏ। ତେଣୁ ଯେଉଁମାନେ ଏହି ସମସ୍ୟାରେ ଅଛନ୍ତି ସେମାନେ ଏକ ପିତ୍ତଳର ଢାଳ ନିଅନ୍ତୁ ଏବଂ ସେଥିରେ କିଛି ଅଚଳନିୟ ପଇସା କିମ୍ବା ଚଳନିୟ ପଇସା ରଖି ଢାଳକୁ ଭର୍ତି କରିଦିଅନ୍ତୁ। ପ୍ରତିଦିନ ଏହି ପୁର୍ଣ୍ଣ ଢାଳକୁ ଭୂମିଷ୍ଠ ପ୍ରଣାମ କରନ୍ତୁ। ଆପଣମାନେ ଦେଖିବେ ଆପଣଙ୍କ ଜୀବନରେ ସବୁ ପ୍ରକାରର ଅଭାବ ଏବଂ ଦୁଃଖ ବହୁତ ଶୀଘ୍ର ଦୂରହୋଇଯିବ ଏବଂ ଘରେ ଧନରେ ବର୍ଷା ହେବାରେ ଲାଗିବ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button