1ବ୍ରତ ସମୟରେ ପିରି-ୟଡ୍ସ ( ମାସିକ ଋ-ତୁ-ସ୍ରା-ବ) ହେଲେ ଏହି ଭୁଲ କରନ୍ତୁ ନାହିଁ, ଏହି ଜିନିଷ ପ୍ରତି ଧ୍ୟାନ ରଖନ୍ତୁ
ହିନ୍ଦୁଧର୍ମରେ ବ୍ରତ ରଖିବାର ଅନେକ ମହତ୍ଵ ଅଛି ଓ ଅନେକ ମହିଳା ପ୍ରତ୍ଯେକ ମାସ କୌଣସି ନା କୌଣସି ବ୍ରତ ନିଶ୍ଚୟ ରଖିଥାନ୍ତି। ଶାସ୍ତ୍ର ଅନୁସାରେ ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ) ସମୟରେ ପୂଜା ଓ ବ୍ରତ ରଖିବା କଥା ନୁହେଁ। ମାନାଯାଏକି ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ କୌଣସି ବ୍ରତ ରଖିଲେ ସେ ପୂଜାରେ କୌଣସି ଫଳ ମିଳିନଥାଏ। ଏହା ବ୍ଯତୀତ ସ୍ୱାସ୍ଥ୍ୟ ଦୃଷ୍ଟିରୁ ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ବ୍ରତ କରିବା ଉଚିତ ନୁହେଁ। ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ଖାଲିପେଟରେ ରହିବା ଦ୍ଵାରା ଅନେକ ପ୍ରକାର ସମ-ସ୍ଯାର ସାମ୍ନା କରିବାକୁ ପଡିଥାଏ ଓ ପେଟ ବଥା ମଧ୍ୟ ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଧ୍ୟାନରେ ରଖି ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ) ସମୟରେ ପୂଜା କିମ୍ବା ବ୍ରତ କରିପାରିବେ ଓ ନିଜର ସ୍ଵାସ୍ଥ୍ୟପ୍ରତି ଧ୍ୟାନ ଦେଇପାରିବେ।
ଏହିପରି କରନ୍ତୁ ବ୍ରତ:-
ଯଦି ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ଆରମ୍ଭ ହେବା ପୂର୍ବରୁ ଆପଣ ବ୍ରତ କରିବେ ବୋଲି ସଂକଳ୍ପ ଧାରଣ କରିଛନ୍ତି ତେବେ ଆପଣ ବ୍ରତ ରଖିପାରିବେ। କେବଳ ଧ୍ୟାନରେ ରଖନ୍ତୁକି ନିଜକୁ ଭୋକିଲା ରଖନ୍ତୁ ନାହିଁ। ସମୟସମୟରେ ଫଳ ଓ କ୍ଷୀର ପାନ କରନ୍ତୁ। ଏମିତି କରିବା ଦ୍ଵାରା ପେଟ ବଥା ହୋଇନଥାଏ। ବ୍ରତର ସଂକଳ୍ପ ନେବା ପୂର୍ବରୁ ଆପଣଙ୍କୁ ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ) ହେଲେ ଆପଣଙ୍କ ବଦଳରେ ଘରର ଅନ୍ୟ କୌଣସି ସଦସ୍ୟ ମଧ୍ୟ ବ୍ରତ ରଖିପାରିବେ।
ମନରେ ନିଅନ୍ତୁ ଭଗବାନଙ୍କ ନାମ:-
ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) କାରଣରୁ ଯଦି ଆପଣ ବ୍ରତ କରିପାରୁ ନାହାନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ। ଏମିତି ସ୍ଥିତିରେ ଆପଣ ମନରେ ଭଗବାନଙ୍କ ନାମ ଜପ କରନ୍ତୁ। ଏମିତି କରିବା ଦ୍ଵାରା ଆପଣଙ୍କର ଆସ୍ଥା ରହିବ ଓ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ। ଆପଣ କେବଳ ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ) ଆରମ୍ଭ ପୂର୍ବରୁ ପୂଜା କରନ୍ତୁ ନାହିଁ।
ଖାଇବା ଉପରେ ଧ୍ୟାନ ରଖନ୍ତୁ:-
ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ଅନେକ ମହିଳା ପୂଜା କରନ୍ତି ଓ ବ୍ରତ ମଧ୍ୟ ରଖନ୍ତି। ଏମିତି ସ୍ଥିତିରେ ମହିଳାଙ୍କୁ ନିଜର ଧ୍ୟାନ ରଖିବାକୁ ହେବ। ବ୍ରତ ରଖିବା ସମୟରେ ଫଳ ଖାଇବା ଉଚିତ। ଥଣ୍ଡା ଜିନିଷ ବଦଳରେ ଗରମ ଜିନିଷ ଖାଇବା ଉଚିତ। କ୍ଷୀର ଓ କଫି ଅଧିକ ପିଇବା ଉଚିତ। ଏହାକୁ ପିଇବା ଦ୍ଵାରା ପେଟ ଭିତରୁ ଗରମ ରହିଥାଏ ଓ କୌଣସି ସମସ୍ଯା ହୋଇନଥାଏ। ଆପଣ ସମ୍ପୂର୍ଣ ଧ୍ୟାନ ରଖି ଡାଏଟ ନିଅନ୍ତୁ।
ସ୍ଵାମୀଙ୍କ ମାଧ୍ୟମରେ ବ୍ରତ ରଖନ୍ତୁ:-
ଅନେକ ମହିଳାଙ୍କର କରବା ଚୌଥ ସମୟରେ ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ହୋଇଯାଏ। ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ)ର ବ୍ରତ ବହୁତ କଠିନ ହୋଇଥାଏ ଓ ଏହି ସମୟରେ କୌଣସି ଜିନିଷ ସେବନ କରନ୍ତୁ ନାହିଁ। ଯଦି ଆପଣଙ୍କୁ କରବା ଚୌଥ ଦିନ ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ) ହୋଇଯାଏ ତେବେ ଆପଣ ବ୍ରତ ନିଜ ବଦଳରେ ସ୍ଵାମୀଙ୍କ ମାଧ୍ୟମରେ ରଖିପାରିବେ।
ଏହି କାରଣରୁ ବ୍ରତ ରଖିବାକୁ ମନା କରାଯାଏ:-
ଶାସ୍ତ୍ର ଅନୁସାରେ ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ମହିଳାଙ୍କୁ ଆରାମ କରିବାକୁ କୁହାଯାଏ। ଏହି କାରଣରୁ ପିରି-ୟଡ୍ସ ( ମାସିକ ଋ-ତୁସ୍ରା-ବ) ଆରମ୍ଭ ହେବା ପୂର୍ବରୁ ମହିଳାଙ୍କୁ ପୂଜା କରିବା ପାଇଁ ମନାକରାଯାଏ। କାରଣ ପୂଜା କରିବା ପାଇଁ ଅନେକ ପ୍ରକାର ପ୍ରସ୍ତୁତି କରିବା ପଡିଥାଏ, ଯାହାକି ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ଅସୁବିଧା ହୋଇଥାଏ। ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ଅଧିକ କାମ କରିବା ଦ୍ଵାରା ମହିଳାଙ୍କୁ ଅନେକ ପ୍ରକାର ସମସ୍ଯା ହୋଇଥାଏ। ସେଥିପାଇଁ ଶାସ୍ତ୍ରରେ ପିରି-ୟଡ୍ସ ( ମାସିକ ଋତୁ-ସ୍ରା-ବ) ସମୟରେ ବ୍ରତ ନରଖିବା ଓ ପୂଜା ପାଠରୁ ଦୂରେଇ ରହିବା ପାଇଁ କୁହାଯାଏ। ଯାହାଦ୍ୱାରା ମହିଳାଙ୍କୁ ଆରାମ ମିଳିପାରିବ।