ଦେଶ- ବିଦେଶ

ଖାଲ ରାସ୍ତାରେ ଏମିତି ଯାଉଛି ଲାମ୍ବୋରଗିନି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ କାର୍ ଭିଡିଓ ଭାଇରାଲ ହୋଇଥାଏ । ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଲାମ୍ବୋରଗିନି ନଜର ଆସୁଛି । ଏକ୍ସରେ ସେୟାର କରାଯାଇଥିବା ଭିଡିଓରେ ତେଲଙ୍ଗାନାର ଖରାପ ରାସ୍ତା ନଜର ଆସୁଛି । ରାସ୍ତାରେ ଏକ ଲାମ୍ବୋରଗିନି ଖାଲ ଖମା ରାସ୍ତା ଦେଇ ଗତିକରୁଛି । କାରର ଗ୍ରାଉଣ୍ଡ କ୍ଲିୟରାନ୍ସ କମ୍ ହୋଇଥିବାରୁ ଗାଡିକୁ ଯାତ୍ରା କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡୁଛି ।ସାମାଜିକ ଗଣମାଧ୍ୟମରେ ଏହି ଦୃଶ୍ୟର ଭିଡିଓ ଭାଇରାଲ ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button