ଦେଶ- ବିଦେଶ

କୋଟିଏ ରେ ଗୋଟିଏ ହେଇଥାନ୍ତି ଏହି 4 ଟି ନାମର ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ସ୍ଵଭାଵ ଅନ୍ୟ ଠାରୁ ଭିନ୍ନ ହୋଇଥାଏ ଏବଂ ସମସ୍ତ ବ୍ୟକ୍ତିଙ୍କ ନାମ ର ପ୍ରଥମ ଅକ୍ଷର ରୁ ହିଁ ସେହି ବ୍ୟକ୍ତି ର ସ୍ଵଭାଵ ସମ୍ବନ୍ଧରେ ଜଣା ପଡ଼ିଥାଏ ।

ବନ୍ଧୁଗଣ କିଛି ଝିଅ ଏଭଳି ଅଛନ୍ତି ଯେଉଁମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏହି ଝିଅ ମାନଙ୍କ ନାମ ପ୍ରଥମ ଅକ୍ଷର ରୁ ହିଁ ଜଣା ପଡ଼ିଥାଏ ଯେ, ଏହି ଝିଅ ମାନଙ୍କ ସ୍ୱଭାବ ଓ ଗୁଣ ସମ୍ବନ୍ଧରେ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି କିଛି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନେ ଲକ୍ଷାଧିକ ରେ ଗୋଟିଏ ହୋଇଥାନ୍ତି । ଏମାନେ ସାକ୍ଷାତ ମାତଲକ୍ଷ୍ମୀ ଙ୍କ ସ୍ୱରୂପ ଅଟନ୍ତି ଏବଂ ନିଜ ବାପଘର ଓ ଶାଶୁ ଘର ଉଭୟ ଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

, ‘A’ । ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ କଥା କୁ ନେଇ ବହୁତ ସଜାଗ ରୁହନ୍ତି ଏବଂ ଯେଉଁ କାର୍ଯ୍ୟ କରିବା କୁ ସ୍ଥିର କରିଥାନ୍ତି ତାକୁ ନିଶ୍ଚିତ ଭାବରେ ପୂରଣ କରିଥାନ୍ତି । ଏହି ନାମର ଝିଅ ମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ସମ୍ମାନ ପ୍ରଦାନ କରନ୍ତି । ଏହି ଝିଅ ମାନେ କେବେବି ନିଜ ଜୀବନ ସାଥୀଙ୍କୁ ଧୋକା ଦିଅନ୍ତି ନାହିଁ । ଏହା ସହିତ ଏମାନେ ନିଜ ପରିବାର ସଦସ୍ୟଙ୍କ ର ମଧ୍ୟ ବହୁତ ଯତ୍ନ ନେଇଥାନ୍ତି । ଏହି ଝିଅ ମାନେ ଯାହାକୁ ବିବାହ କରିଥାନ୍ତି ତା’ର ଭାଗ୍ୟ ଚମକାଇ ଦେଇଥାନ୍ତି । ବନ୍ଧୁଗଣ ଏହି ନାମ ର ଝିଅ ମାନଙ୍କୁ ବିବାହ କରିବା ସୌଭାଗ୍ୟ ର କଥା ହୋଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘J’ । ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ସେମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି ଏବଂ ତାଙ୍କ ହୃଦୟ ବହୁତ ସଫା ଓ କୋମଳ ହୋଇଥାଏ । ଏହି ଝିଅ ମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ସର୍ବଦା ନିଜ ଜୀବନ ସାଥି ଙ୍କ ପ୍ରତି ଇମାନଦାର ରୁହନ୍ତି । ଏହି ଝିଅ ମାନେ ନିଜର ଜୀବନ ସାଥୀଙ୍କ ସମସ୍ତ ଛୋଟ ବଡ଼ ଆବଶ୍ୟକତା କୁ ପୂରଣ କରିଥାନ୍ତି ଏବଂ ବହୁତ ଯତ୍ନ ନେଇଥାନ୍ତି । ତେବେ ବନ୍ଧୁଗଣ ଆପଣଙ୍କ ଜୀବନ ରେ ଯଦି ଏହି ନାମର ଝିଅ ଅଛନ୍ତି ତେବେ ଆପଣ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘N’ । ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ସ୍ୱଭାବ ବହୁତ ମଜାଦାର ହୋଇଥାଏ । ଏହି ଝିଅ ମାନେ ନିଜେ ସର୍ବଦା ଖୁସି ରେ ରୁହନ୍ତି ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସର୍ବଦା ଖୁସି ପ୍ରଦାନ କରନ୍ତି । ଏହି ନାମର ଝିଅ ମାନେ ନିଜର ଏହି ସ୍ଵଭାବ ଯୋଗୁଁ ସମସ୍ତଙ୍କ ହୃଦୟକୁ କିଣି ନେଇଥାନ୍ତି । ଏହି ଝିଅ ମାନେ ବିବାହ ପରେ ନିଜ ଶାଶୁ ଘରେ ସମସ୍ତଙ୍କ ସହ ହସଖୁସିରେ ରୁହନ୍ତି ଏବଂ ତାଙ୍କର ଏହି ଗୁଣ ଯୋଗୁଁ ତାଙ୍କ ଜୀବନ ସାଥି ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ତାଙ୍କୁ ବହୁତ ଭଲ ପାଇଥାନ୍ତି ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, ‘S’ । ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଯେଉଁ ସ୍ଥାନକୁ ଯାଇଥାନ୍ତି କେବଳ ଖୁସିର ହିଁ ବିସ୍ତାର କରିଥାନ୍ତି ଏବଂ ଏମାନଙ୍କ ସ୍ଵଭାବ ଯୋଗୁଁ ମାତାଲକ୍ଷ୍ମୀ ଏମାନଙ୍କ ଉପରେ ନିଜ କୃପାଦୃଷ୍ଟି ସଦା ସର୍ବଦା ରଖିଥାନ୍ତି ଏବଂ ଏମାନେ ନିଜ ଶାଶୁ ଘରେ ସୁଖ ସମୃଦ୍ଧି ସ୍ଥାପନ କରିଥାନ୍ତି । ସଂକ୍ଷେପରେ କହିବାକୁ ଗଲେ ଏହି ନାମ ର ଝିଅ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button