ପୁରୁଷ ମାନେ ଏହି ସବୁ କାର୍ଯ୍ୟ କରୁଥିଲେ, ବିଲକୁଲ ବି ଲାଜ କରନ୍ତୁ ନାହିଁ, ନଚେତ ଆପଣ ହିଁ ପସ୍ତେଇବେ…

ଚାଣକ୍ୟନୀତିରେ ମାନବ ଜୀବନକୁ ସଫଳ ଓ ସୁଖମୟ କରିବା ପାଇଁ ବହୁ ଗୁଡିଏ ଉପଯୁକ୍ତ ଉପଦେଶମନ ରହିଛି । ଏହି ଚାଣକ୍ୟନୀତିର ମୂଳଲକ୍ଷ୍ୟ ହେଉଛି । ପ୍ରତ୍ଯେକଟି ମନୁଷ୍ୟକୁ ସମସ୍ତ କ୍ଷେତ୍ରରେ ବ୍ୟବହାରିକ ଶିକ୍ଷା ଦେବା ପାଇଁ ହୋଇଅଛି । ତେବେ ଏହି ଗ୍ରନ୍ଥରେ ଏଭଳି କିଛି କଥାବସ୍ତୁ ରହିଛି । ଯେ ପୁରୁଷ ମାନେ ଏହି 4 ଟି କାମ କରିବା ସମୟରେ ଲାଜ କରିବା ଉଚିତ ହୋଇନଥାଏ ।
ଯଦି ପୁରୁଷ ମାନେ ଏହି ସବୁ କାର୍ଯ୍ୟ କରିବା ସମୟରେ କୁଣ୍ଠାବୋଧ କରିଥାନ୍ତି । ତେବେ ତାଙ୍କ ଜୀବନରେ ଅନେକ ପ୍ରକ୍ଷାର କ୍ଷତି ଘଟିଥାଏ । ଯାହା ଦ୍ଵାରା ସେ ଜୀବନରେ କେବେବି ଉନ୍ନତି କରିପାରିନଥାଏ । ତେବେ ଚାଲନ୍ତୁ ଜାଣିବା ପୁରୁଷ ମାନଙ୍କୁ କେଉଁ ସବୁ କାର୍ଯ୍ୟ କରିବା ସମୟରେ ଲଜ୍ଜା ଆଦ୍ୱ କରିବା ଉଚିତ ନୁହେଁ ।
1- ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ ଆରିବାରେ ଏବେବି ଲଜ୍ଜା କରିବା ଉଚିତ ହୋଇନଥାଏ । ମହିଳା ମାନେ ସାଧାରଣତଃ ଲଜ୍ଜାଶୀଳ ହୋଇଥାନ୍ତି । ହେଲେ ପୁରୁଷ ମାନଙ୍କୁ ଏହି କ୍ଷେତ୍ରରେ ଜମାରୁ ମଧ୍ୟ ଲାଜ କରିବା ଉଚିତ ନୁହେଁ । ନଚେତ ସେହି ପୁରୁଷ ଜୀବନରେ ବହୁତ ଦୁଃଖ ଓ ନୈରାଶଭାବ ଚାଲି ଆସିଥାଏ । ସେମାନଙ୍କର ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ପୁରୁଷ ମାନେ ନିଜ ସ୍ତ୍ରୀଙ୍କ ପାଖରେ ପ୍ରେମ କରିବା ବା ସ୍ଵାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ବନାଇବା ସମୟରେ ପୁରୁଷ ଲାଜ କରିବା ଉଚିତ ହୋଇନଥାଏ ।
2- ଭୋଜନ କରିବା ସମୟରେ ମଧ୍ୟ କେବେ ଲଜ୍ଜା କରିବା ଉଚିତ ନୁହେଁ । ସେ ପୁରୁଷ ହେଉ ଅବା ନାରୀ ହେଲେ ଭୋଜନ କରିବା ସମୟରେ କୌଣସି ମଧ୍ୟ ବ୍ୟକ୍ତିଙ୍କୁ ଲଜ୍ଜା କରିବା ଉଚିତ ହୋଇନଥାଏ । କାରଣ ଯେଉଁ ବ୍ୟକ୍ତି ଲଜ୍ଜା କରି ଖଇନଥାଏ, ସେ ହିଁ ଭୋକିଲା ରାହିଜାଇଥାଏ ।
3- ଗୁରୁଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ କେବେବି ଲଜ୍ଜା କରିବା ଉଚିତ ନୁହେଁ । ଗୁରୁଙ୍କୁ କୌଣସି ପ୍ରଶ୍ନ ପଚାରିବା ସମୟରେ ମଧ୍ୟ ସଙ୍କୋଚଭାବ ମନରେ ରଖିବା ଉଚିତ ନୁହେଁ । କାରଣ ଜ୍ଞାନ ନେବା ସମୟରେ ଯଦି ଲଜ୍ଜା କରିବେ । ତେବେ ସେହି ବ୍ୟକ୍ତିର ଜ୍ଞାନ ସବୁବେଳେ ଅଧା ହିଁ ରହିବ ।
4- କାହାକୁ ଉଦ୍ଧାର ବା ବାକି ଦେଇଥିବା ଟଙ୍କାକୁ ବ୍ୟକ୍ତି ଠାରୁ ମାଗିବା ସମୟରେ ଲାଜ କରିବା ଅନୁଚିତ । ଯେଉଁ ବ୍ୟକ୍ତି ନିଜର ପଇସା ମାଗିବାକୁ ଲାଜ କରିଥାଏ । ସେ କେବେବି ଧନୀ ହୋଇପାରିନଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତି ନିଜ ଜୀବନରେ ବର୍ବାଦ ହେବାର ମଧ୍ୟ ସମ୍ଭାବନା ରହିଥାଏ।