ଦେଶ- ବିଦେଶ

ସ୍ଵପ୍ନରେ ଭଗବାନଙ୍କୁ ଦେଖିଲେ କଣ ମିଳିଥାଏ ସଂକେତ । ଆଜି ହିଁ ଜାଣି ନିଅନ୍ତୁ

ପ୍ରତେକ ବ୍ୟକ୍ତି ନିଜ ସ୍ଵପ୍ନ ରେ ଅନେକ କିଛି ଦେଖିଥାଏ । କିଛି ସ୍ଵପ୍ନ ଭଲ ହୋଇଥାଏ ତ ଆଉ କିଛି ଖରାପ ହୋଇଥାଏ ଯାହାକୁ ଦେଖିବା ପରେ ବ୍ୟକ୍ତି ଭୟଭୀତ ହୋଇଯାଏ । ବ୍ୟକ୍ତି ନିଜର ନୀତିଦିନ ଜୀବନରେ ଯାହା ସବୁ କାମ କରିଥାଏ ତାହା ରାତିରେ ଶୋଇବା ପରେ ସ୍ଵପ୍ନ ଭାବେ ଆସିଥାଏ । ସ୍ଵପ୍ନକୁ ବୁଝିବା ବହୁତ ବେନିଫେଷିୟାଲ ହୋଇଥାଏ ।

କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହାକୁ ଶେୟାର କରିବା ସହଜ ହୋଇ ନ ଥାଏ । କିଛି ସ୍ଵପ୍ନ ୟୁନିଭର୍ସିୟାଲ ହୋଇଥାଏ ଯାହା ବହୁତ ମଜବୁତ ହୋଇଥାଏ ଯାହା ଦ୍ଵାରା ଆମେ ଅନେକ ଆଇଡିଆ ନେଇଥାଉ କି ଆମେ ଆମର ସ୍ଵପ୍ନକୁ କିପରି ଭାବେ ଫେସ କରିବା ।

ଆଜି ଆମେ ଆପଣ ମାନଙ୍କୁ ଯଦି ଏହି ୫ଟି ସ୍ଵପ୍ନ ଦେଖନ୍ତି ତେବେ ଏହାର ଅର୍ଥ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧-  ସାପ ସ୍ଵପ୍ନ ଦେଖିବା : ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ସାପକୁ ଭୟଭୀତ ଥିବାର ଦେଖିବ ତେବେ ଏହାର ଅର୍ଥ ହେଉଛି ସେହି ବ୍ୟକତି ନିଜ ଜୀବନରେ ଅନେକ ସମସ୍ୟାର ସମୁଖିନ୍ନ ହେବ । ଯଦି କୌଣସି ବୟକତି ସାପକୁ ମାରିବାର ଦୃଶ୍ୟ ସ୍ଵପ୍ନରେ ଦେଖେ ତେବେ ବ୍ୟକ୍ତିଗତ ଜୀବନରେ ଆପଣ ଯେଉଁ ସମସ୍ୟାର ସମୁଖିନ୍ନ ହେଉଛନ୍ତି ସେଥିରୁ ମୁକ୍ତ ପାଇଁ ପ୍ରୟାସ କରିବା ଉଚିତ ।

୨- ପାଣିର ସ୍ଵପ୍ନ ଦେଖିବା : କିଛି କ୍ଷେତ୍ର ରେ ବ୍ୟକ୍ତି ପାଣିରେ ବୁଡିବା ବା ଓଭର ଫ୍ଲୋ ହେଉଥିବା ସ୍ଵପ୍ନ ଦେଖିଥାନ୍ତି । ଯଦି ଆପଣ ପାଣିରେ ବୁଡିବାର ସ୍ଵପ୍ନ ଦେଖିଥାନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ନିଜେ ନିଜର ସମସ୍ୟାର କାରଣ ହୋଇଥାନ୍ତି । ଯଦି ଆପଣ ପାଣିରେ ରହି ଏଞ୍ଜଏ କରିବାର ଦୃଶ୍ୟ ସ୍ଵପ୍ନରେ ଡେକହନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ନିଜ ଜୀବନରେ ସଫଳତା ହାସଲ କରିବେ । ଏହା ସହ ଆପଣଙ୍କ ଜୀବନରେ ସାକାରାତ୍ମକ ଚିନ୍ତାଧାରାର ଆରମ୍ଭ ହେବ ।

୩- ହଜିବାର ସ୍ଵପ୍ନ ବା ଭଗବାନ ଙ୍କୁ ସ୍ଵପ୍ନରେ ଦେଖିବା : ଯଦି ବ୍ୟକ୍ତି ସ୍ଵପ୍ନରେ ନିଜେ ହଜିବାର ସ୍ଵପ୍ନ ଦେଖେ ତେବେ ଆପଣ ନିଜ ଜୀବନରେ କୌଣସି ଡିଲ ଯାହା କେବେ ସଫଳ ହେବ ନାହି ତାର ସାମନା କରୁଥିବେ । ଯଦି ଆପଣ ସ୍ଵପ୍ନରେ ଭଗବାନ ଙ୍କୁ ଦେଖୁଛନ୍ତି ତେବେ ଜାଣିରଖନ୍ତୁ ଯେ ଭଗବାନ ଆପଣଙ୍କୁ କିଛି ସନ୍ଦେଶ ଦେବାକୁ ଚାହୁଛନ୍ତି ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ନିହାତି ଭାବନ୍ତୁ ।

୪- ଗୋଟେ ସ୍ଵପ୍ନ ବାରମ୍ବାର ଆସିବା : ଯଦି ବ୍ୟକ୍ତି ସ୍ଵପ୍ନରେ ଗୋଟେ କଥା ବାରମ୍ବାର ଦେଖୁଥାଏ ତେବେ ଏହାର ଅର୍ଥ ହେଉଛି ବ୍ୟକ୍ତି ନିଜର ବ୍ୟକ୍ତିଗତ ଜୀବନରେ ଏମିତି କିଛି କାମ ଅଧା ରଖିଛି ଯାହା ତାକୁ ପୁରା କରିବା ଉଚିତ । ଯେ ଯାଏଁ ବ୍ୟକ୍ତି ନିଜର ଅଧୁରା କାମ ନ କରିଛି ସେତେ ଯାଏଁ ସ୍ଵପ୍ନ ବାରମ୍ବାର ଆସୁଥିବ ।

୫- ଅନ୍ୟକୁ ଧୋକା ଦେବା : ଯଦି ବ୍ୟକ୍ତି ନିଜ ବ୍ୟକ୍ତିଗତ ଜୀବନରେ ଅନ୍ୟ ସହ ଖରାପ ସମ୍ପର୍କ ରଖିଥାଏ ଓ ନିଜ ପାର୍ଟନରକୁ ଧୋକା ଦେଉଥାଏ ତେବେ ତାକୁ ଏହି ଭଳି ସ୍ଵପ୍ନ ଆସିବ । ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button