ସବୁବେଳେ ଦୁଃଖିତ ରହୁଥିବା ଲୋକ, ଚିନ୍ତା କରୁଥିବା ଲୋକ ଓ ସବୁବେଳେ ଭାବୁଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ–

ସବୁବେଳେ ଦୁଃଖିତ ରହୁଥିବା ଲୋକ, ଚିନ୍ତା କରୁଥିବା ଲୋକ ଓ ସବୁବେଳେ ଭାବୁଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ– Krishna Vani
ନମସ୍କାର ବନ୍ଧୁଗଣ । ବଦଲେଇ ଦିଅନ୍ତୁ ନିଜକୁ, କାରଣ ଏବେ ସମୟ ଆସି ଯାଇଛି ନିଜକୁ ବଦଲାଇବା ପାଇଁ । ନିଜକୁ ଏତେ ବଦଲାଇଆ ଦୋଇଆନ୍ତୁ କଲି ଲୋକ ଆପଣଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ, ଏବଂ ଭାବିବେ ଆରେ ଇଏ କ’ଣ ସେଇ ମଣିଷ, ଯାହାକୁ ଆମେ ଜାଣିଛୁ ବା ଜାଣିଥିଲୁ ?? ଆପଣ ନିଜ ଅନୁସାରେ କୌଣସି ଏକ ତାରିଖ ନିର୍ଧାରିତ କରନ୍ତୁ, ଯେତିକି ବି ଆପଣ ଙ୍କର କ୍ଷମତା ଅଛି, ତେବେ ଯାଇ ତାହା ଗୋଟେ ମାସ ହେଉ ବା 5 ମାସ ବା 5 ବର୍ଷ ।
ଏବଂ ନିଜେ ହିଁ ନିଜକୁ କଥା ଦିଅନ୍ତୁ, କି ଏହି ତାରିଖ ବେଳକୁ, ମୁଁ ନିଜେ ନିଜକୁ ଏତେ ବଦଳେଇ ଦେଇଥିବି, ଯିଏ ବି ମୋ ସହ ଦେଖା ହେବ, ସେ ଏହାହିଁ କହିବ କି ଆରେ ତୁ ତ ବହୁତ ବଦଳି ଯାଇଛୁ.. । ଆପଣ ଙ୍କୁ ନିଆଜକୁ ବଦଳାଇବା ପାଇଁ କେତେ ସମୟ ଦରକାର ତାହା ଆପଣଙ୍କୁ ଜଣା ଥିବା ଦରକାର ।
ଏବଂ ପ୍ରତ୍ଯେକ ଛୋଟ ରୁ ଛୋଟ ଜିନିଷ ରେ ଯେତେବେଳେ ଆପଣ improve କରିବେ, ଆପଣଙ୍କ ସଂପୂର୍ଣ୍ଣ ଶାରୀରିକ ଏବଂ ମାନସିକତା ରେ ଅନେକ ପରିବର୍ତ୍ତନ ଆସିବ, ଆପଣ ନିଜେ ନିଜକୁ ବି ଚିହ୍ନି ପାରିବେନି । ଆପଣ ନିଜେ ଭାବିବେ, ଆରେ ମୁଁ କଣ ଥିଲି ଆଉ ଏବେ କଣ ହୋଇ ଯାଇଛି ।
ଚେହେରା କେମିତି ମଧ୍ୟ ଥାଉ ନା କାହିଁକି ଏବେ ସେ ସମୟ ଆସି ଯାଇଛି କି ସେ ଚେହେରା ବଦଳାଇବା ପାଇଁ । ଲୋକ ଙ୍କୁ ସବୁବେଳେ ଲଗାଏ ଆରେ ଏ ତ ସବୁ କଥା ରେ “ହଁ” କହିଦିଏ, ଆମେ ଯୁଆଡେ କହିବା ଯେତେବେଳେ କହିବା ଇଏ ଆମ ସହିତ ପଳାଇ ଆସିବ,
କାରଣ ଆପଣ ନିଜ ଚେହେରା କୁ ଲୋକ ଙ୍କ ଆଗରେ ସେମିତି ହିଁ ରଖିଛନ୍ତି । ଏହା ଆପଣ ଙ୍କ କର୍ମ ଅଟେ । କିନ୍ତୁୟ ଏବେ ସମୟ ଆସିଯାଇଛି, ସେ କର୍ମ କୁ ସୁଧାରିବା ପାଇଁ, ଏବଂ ନି ପରିଚୟ କୁ ନିଜ ଚେହେରା କୁ ବଦଳାଇବା ପାଇଁ ବହୁତ ହୋଇଗଲା ଲୋକଙ୍କ ବିଷୟରେ ଭାବିବା, ଏବେ ନିଜ ବିଷୟ ରେ ଭାବିବା ଆରମ୍ଭ କରି ଦିଅନ୍ତୁ । ନିଜ Career ବିଷୟରେ ଭାବିବା ଆରମ୍ଭ କରି ଦିଅନ୍ତୁ ।
ତାରିଖ ଲେଖନ୍ତୁ, ସେ ତାରିଖ କିଛି ବି ହୋଇ ପାରେ । ନିଜ ସକ୍ଷମ ହିସାବରେ ତାରିଖ ଲେଖନ୍ତୁ, କେଉଁ ତାରିଖ ପର୍ଯ୍ୟନ୍ତ ଆପଣ ନିଜକୁ ବଦଳାଇ ପାରିବେ, ତାହା ଆପଣଙ୍କୁ ବହୁତ ବହଳ ଭାବରେ ଜଣା, ଆଉ ସେଇ ତାରିଖ ପର୍ଯ୍ୟନ୍ତ ଏତେ ପରିଶ୍ରମ କରନ୍ତୁ, ଏତେ ପରିଶ୍ରମ କରନ୍ତୁ, ଆଉ ଏତେ ଅଧିକ ପରିଶ୍ରମ କରନ୍ତୁ, ପ୍ରତି ଛୋଟ ଜିନିଷ ରେ ନିଜକୁ ଏତେ ଅଧିକ improve କରନ୍ତୁ ଯାହାର କିଛି ସୀମା ହିଁ ନାହିଁ.. ।
ବଦଳେଇ ଦିଅନ୍ତୁ ନିଜକୁ ସଂପୂର୍ଣ୍ଣ ଭାବେ, ଦୁନିଆ ତ’ ବହୁତ ଶୀଘ୍ର ଆଶ୍ଚର୍ଯ୍ୟ ହୋଇଯିବ, କିନ୍ତୁ ଆପଣ ସେ ପର୍ଯ୍ୟନ୍ତ ନିଜକୁ improve କରନ୍ତୁ । ଯୋଉ ପର୍ଯ୍ୟନ୍ତ ଆପଣ ନିଜେ ଆଶ୍ଚର୍ଯ୍ୟ ନ ହୋଇଛନ୍ତି, ଆରେ ମୁଁ କଣ ଥିଲି ଆଉ ଏବେ କୋଉଠି ଅଛି….। ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ