ଦେଶ- ବିଦେଶ

ବର୍ଷା ଜଳ ଆପଣଙ୍କୁ କରିଦେବ କୋଟିପତି, କରନ୍ତୁ ଏହି ଉପାୟ…

ବନ୍ଧୁଗଣ ମଣିଷର ଅନେକ ସମସ୍ୟାମାନ ଦୂର କରିଥାଏ ବର୍ଷା ଜଳ । ଏହା ସହ ମଣିଷକୁ ସୁଖ ସମୃଦ୍ଧି ଆଣି ଦେଇଥାଏ । ବର୍ଷା ଜଳକୁ ନେଇ କିଛି ଉପାୟ କରିଲେ ଅନେକ ଚମତ୍କାରୀ ଫଳ ଦେଇଥାଏ । ଏହା ସହ ଗରିବୀ ଦୂର କରିଥାଏ । ଏହି ଉପାୟ କରିଲେ ଆପଣ କେବେବି ନିରାଶ ହେବେ ନାହି । କାରଣ ବର୍ଷା ଜଳର ଏହି ଉପାୟ ଦୁର୍ଭାଗ୍ୟରୁ ସୌଭାଗ୍ୟରେ ପରିଣତ କରିଥାଏ ।

 

ପ୍ରାଚୀନ ଧର୍ମ ଗ୍ରନ୍ଥରେ ବର୍ଷା ଜଳର କିଛି ଉପାୟ ବର୍ଣ୍ଣନା କରାଯାଇଛି । ଯାହା କି ଯେତିକି ସହଜ ସେତିକି ଚମତ୍କାରୀ ହୋଇଥାଏ । ଏବେ ଆସନ୍ତୁ ଜାଣିବା ବର୍ଷା ଜଳର ସେହି ଚମତ୍କାରୀ ଉପାୟ ବିଷୟରେ ଯାହା ସୁଖ ସମୃଦ୍ଧି ଆଣିଥାଏ । ୧- ଧନ ପ୍ରାପ୍ତିର ଇଚ୍ଛା ରଖୁଥିବା ବ୍ୟକ୍ତି ସ୍ଵାତି ନକ୍ଷତ୍ରରେ ଯଦି ବର୍ଷା ହେଉଥାଏ ତେବେ ସେହି ଦିନ ଏକ ପାତ୍ର ନେଇ ଘରର ଐଶାନ୍ୟ କୋଣରେ ରଖନ୍ତୁ ।

ଯଦି ସୁବିଧା ନ ଥାଏ ତେବେ ଛାତ ଉପରେ ବା ତଳେ ପାତ୍ରକୁ ରଖି ଦିଅନ୍ତୁ । ପାତ୍ରଟି ବର୍ଷା ଜଳରେ ପୂର୍ଣ୍ଣ ହେଲେ ଘରର ଐଶାନ୍ୟ କୋଣରେ ରଖନ୍ତୁ । ସ୍ଵାତି ନକ୍ଷତ୍ରରେ ଜଳ ଶାମୁକା ଭିତରେ ଯାଇ ମୁକ୍ତାରେ ପରିଣତ ହୋଇଥାଏ ।ଏହି ଜଳକୁ ଏକ ପାତ୍ରରେ ପୁରାଇ ଲକର ବା ବ୍ୟବସାୟ କରୁଥିବା ଟଙ୍କା ଜାଗାରେ ରଖି ଦିଅନ୍ତୁ । ଏହା ଦ୍ଵାରା ଦାରିଦ୍ରତା ଦୂର ହୋଇଥାଏ ।

୨- ଯଦି କୌଣସି ବ୍ୟକ୍ତିଙ୍କର ବ୍ୟବସାୟରେ କ୍ଷତି ଘଟୁଥାଏ, ବହତୁ ଚିନ୍ତାର କଟୁଥାଏ ତେବେ ନୂଆ ପିତଳ ପାତ୍ରରେ ବର୍ଷା ଜଳ ଭରି କରି ମା ଲକ୍ଷ୍ମୀଙ୍କ ଅଭିଷେକ କରନ୍ତୁ । ତାହା ସହ ମା ଲକ୍ଷ୍ମୀଙ୍କ ମନ୍ତ୍ର ପାଠ କରନ୍ତୁ । ଏହା ଦ୍ଵାରା ସୁଫଳ ମିଳିଥାଏ ।

୩- ଯଦି ପରିବାରରେ କଳହ, ଅସାନ୍ତି ଲାଗି ରହୁଥାଏ, ପାରିବାରିକ ସୁଖ ଶାନ୍ତି ମିଳୁ ନାହି ଏବେ ବର୍ଷା ଜଳରେ ଭଗବାନ ବିଶୁଣୁଙ୍କର ସ୍ନାନ କରାନ୍ତୁ । ତା ସହ ଓମ ନମହ ଭଗବତେ ବାସୁଦେବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ତେବେ ଯାଇ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି ପାଇଥାଏ ।

 

୪- ଯଦି କୌଣସି ବ୍ୟକ୍ତିଙ୍କର ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେଉଥାଏ, ଆଶ୍ଚର୍ଜ୍ଯଜନକ ଘଟଣା ଘଟୁଥାଏ, ନେଗେଟିଭ ଶକ୍ତିର ବାସ ଅଛି ତେବେ ବର୍ଷା ଜଳକୁ ପାତ୍ରରେ ଭରି ଘରର କୌଣସି ପରିଷ୍କାର ଜାଗାରେ ରଖନ୍ତୁ ଓ ହନୁମାନଙ୍କ ଚାଳିଶା ୫୧ ଥର ପାଠ କରି ଘରର ସବୁ ସ୍ଥାନରେ ସିଂଚନ କରନ୍ତୁ । ଏହା ଦ୍ଵାରା ଆଶ୍ଚର୍ଜ୍ଯଜନକ ଭାବେ ଲାଭ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button