ଦେଶ- ବିଦେଶ

ସକାଳୁ ଖାଲି ପେଟରେ ପିଇ ନିଅନ୍ତୁ ଜୀରା ପାଣି ! ମୂଳରୁ ଶେଷ ହୋଇଯିବ ଏହି 10 ଟି ରୋଗ !

ବନ୍ଧୁଗଣ ଆମେ ସମସ୍ତେ ଖାଦ୍ୟରେ ସ୍ଵାଦ କୁ ବଢାଇବା ପାଇଁ ଜୀରାର ବ୍ୟବହାର କରିଥାଉ । କିନ୍ତୁ ଜୀରା ରେ କିଛି ଏପରି ଔଷଧୀୟ ଗୁଣ ମାନ ନିହିତ ହୋଇ ରହିଥାଏ, ଯାହା ସାହାର୍ଯ୍ୟ ରେ ବହୁ ରୋଗ ସମସ୍ଯା ରୁ ମୁକ୍ତି ମିଳି ପାରିବ । ଜୀରା ର ଏହି ଉପକାରିତା ଗୁଣ ବିଷୟ ରେ ବୋଧ ହୁଏ କିଛି ଲୋକ ହିଁ ଅବଗତ ହୋଇଥିବେ । ବନ୍ଧୁଗଣ ଜୀରା ଶରୀରରେ ହଜମ କ୍ରିୟା କୁ ଭଲ କରେ ।

ଜୀରା ରେ ଫାଇବର ନାମକ ଏକ ଏଭଳି ପୋଷାକ ତତ୍ଵ ରହିଥାଏ ଯାହାକି ଶରୀରରେ ଲାଳ ରସ ଓ ଅନ୍ୟାନ୍ୟ ପୋଷକତତ୍ଵ କୁ ତ୍ଵରାନିତ କରିଥାଏ । ତେଣୁ ଶରୀରରେ ପାଚନ କ୍ରିୟା ଭଲ ହୋଇ ଯାଇଥାଏ । ଜୀରା ପାଣି ର ସେବନ କଲେ ଓଜନ ମଧ୍ୟ ହ୍ରାସ ହୋଇ ଯାଇଥାଏ । ଏହା ସେବନ ଦ୍ଵାରା ଶରୀରରେ ମେଟାବୋଲିଜିମ ମଧ୍ୟ ଭଲ ହୋଇ ଯାଇଥାଏ ।

ଏହା ବ୍ୟତୀତ ଜୀରା ଶରୀରରୁ ବିଷାକ୍ତ ପଦାର୍ଥ ଗୁଡିକୁ ବାହାର କରି ଦେଇଥାଏ । ଏହା ଲିଭର ଓ ତ୍ଵଚା କୁ ମଧ୍ୟ ସୁସ୍ଥ ରଖିବାରେ ଖୁବ ଅଧିକ ସାହାର୍ଯ୍ୟ କରିଥାଏ । ତାହାସହ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରିଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଯିବା କାରଣ ରୁ ଏହା ଆପଣଙ୍କୁ ଅନେକ ଗୁଡିଏ ରୋଗ ରୁ ମଧ୍ୟ ରକ୍ଷା କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button