ଦେଶ- ବିଦେଶ

3 ଦିନ ଏହାକୁ ବନେଇ ପିଇ ନିଅନ୍ତୁ, ଆଣ୍ଠୁ ଗଣ୍ଠି ବିନ୍ଧା (Joint Pain), ମୋଟାପଣ, ଡାଇବେଟିସ, Cholestrole, ପଥରୀ କେବେବି ହେବ ନାହିଁ

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ଯଦି ଏଭଳି ବଦଳୁ ଥିବା ଋତୁ ରେ ଦେହ ହାତ ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ଭୋଗୁଛନ୍ତି ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଉପଚାର ବିଷୟରେ କହିବୁ ତାହାକୁ ଆପଣ ଦିନକୁ କେବଳ ତିନି ଦିନ ସେବନ କରନ୍ତୁ । ଏହାଦ୍ବାରା ଆପଣ ନିଜର ସବୁ ସମସ୍ୟା ରୁ ମୁକ୍ତି ପାଇ ପାରିବେ । ଏହା ଏକ ରାମବାଣ ଘରୋଇ ଉପଚାର ଅଟେ । ତେବେ ଆସନ୍ତୁ ଜାଣିବା ଆଜିର ଏହି ଘରୋଇ ଉପଚାର କୁ ଆପଣ ମାନେ କିପରି ବନାଇବେ ଏବଂ ଏଥିପାଇଁ କଣ ସବୁ ସାମଗ୍ରୀ ଆବଶ୍ୟକ ।

ତେବେ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ସର୍ବ ପ୍ରଥମେ ଗୋଲମରିଚ ର ଆବଶ୍ୟକତା ରହିଛି । ଆପଣ ୪ଟି ଗୋଲମରିଚ କୁ ନେଇ ଭଲ ଭାବରେ ଛେଚି ଦିଅନ୍ତୁ । ଏହାପରେ ଆପଣଙ୍କୁ ଯେଉଁ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଅଦା । ଆପଣ ଗୋଟିଏ ଅଧ ଇଞ୍ଚ ଲମ୍ବ ର ଅଦା ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ଲ ରେ ଗ୍ରେଡ କରି ଦିଅନ୍ତୁ କିମ୍ବା ଛେଚି ଦିଅନ୍ତୁ । ଏହାପରେ ଆପଣଙ୍କୁ ଯେଉଁ ତୃତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଏକ ଗ୍ଲାସ କ୍ଷୀର । ଆପଣ କ୍ଷୀର କୁ ଅଦା ଓ ଗୋଲମରିଚ ଗୁଣ୍ଡ ରେ ପକାଇ ଦିଅନ୍ତୁ ଏବଂ ଏହାକୁ ଗ୍ୟାସ ଉପରେ ବସାଇ ଦିଅନ୍ତୁ ।

ଏହାକୁ ଆପଣ ଅତିବେଶୀ ରେ ୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହା ଭଲ ଭାବରେ ଫୁଟି ଗଲା ପରେ ଏହାକୁ ଉଷୁମ ହେବା ପାଇଁ ରଖି ଦିଅନ୍ତୁ । ଏହାପରେ ଆପଣ ଏହାକୁ ଭଲ ଭାବରେ ଛାଣି ଗୋଟିଏ ଗ୍ଲାସ ରେ ରଖନ୍ତୁ । ଏହାପରେ ଆପଣଙ୍କୁ ଚତୁର୍ଥ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ମିଶ୍ରି ।

ଆପଣ ଏହି କ୍ଷୀର ରେ ଏକ ଚାମଚ ମିଶ୍ରି ଗୁଣ୍ଡ କୁ ମିଶାଇ ଦିଅନ୍ତୁ ଏବଂ ଭଲ ଭାବରେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହି ମିଶ୍ରଣ କୁ ରାତିରେ ଖାଇବା ପରେ ଓ ଶୋଇବା ପୂର୍ବରୁ ସେବନ କରନ୍ତୁ । ଏହାକୁ ୩ ଦିନ ସେବନ କରିବା ପରେ ଆପଣ ମାନଙ୍କୁ ଏହି ଉପଚାର ର ଫାଇଦା ସମ୍ବନ୍ଧରେ ଜଣା ପଡ଼ିବ । ତେଣୁ ଯଦି ଆପଣ ମାନେ ଆଣ୍ଠୁଗଣ୍ଠି ବିନ୍ଧା ରୁ ମୁକ୍ତି ପାଇବାକୁ ଚାହାନ୍ତି ତେବେ ନିଶ୍ଚିତ ଭାବରେ ଏହି ଉପଚାର କୁ ଘରେ ପ୍ରସ୍ତୁତ କରନ୍ତୁ ଏବଂ ଏହାର ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button