ଦେଶ- ବିଦେଶ

ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ

। ନାରୀ ହେଉଛି ଶକ୍ତି ସ୍ଵରୁପା । କିନ୍ତୁ କିଛି ନାରୀ ଅତ୍ୟନ୍ତ ଶାନ୍ତ ସ୍ଵଭାବର ହୋଇଥିବା ସମୟରେ କିଛି ନାରୀ ଆତ୍ୟନ୍ତ ହିଁ ଚାଲାକ, ଚତୁର ଓ ଖଳ ପ୍ରବୃତି ର ହୋଇଥାନ୍ତି । ନାରୀ କୁ ବୁଝିବା ଅତ୍ୟନ୍ତ ହିଁ କଷ୍ଟକର । ନାରୀଙ୍କ ବିଷୟରେ କୁହାଯାଇଛି କି, “ସ୍ଵୟ॰ ଭଗବାନ ମଧ୍ୟ ନାରୀ କୁ ବୁଝି ପାରି ନାହାନ୍ତି” ତେବେ ମଣିଷ ଭଲା କିପରି ବୁଝିବ । ପ୍ରକୃତରେ ଝିଅ ମାନେ କେତେବେଳେ କେଉଁ କଥାରେ କିଭଳି ପ୍ରତିକ୍ରିୟା ଦେବେ? ତାହା କହିବା କଷ୍ଟକର ।

 

କିନ୍ତୁ ବନ୍ଧୁଗଣ ଦୁନିଆ ରେ କିଛି ଏଭଳି ଝିଅ ମାନେ ମଧ୍ୟ ଅଛନ୍ତି ଯେଉଁମାନେ ଗଙ୍ଗା ଜଳ ଭଳି ପବିତ୍ର ହେବା ସହ ଅତ୍ୟନ୍ତ ଶାନ୍ତ ସ୍ଵଭାବ ର ହୋଇଥାନ୍ତି । ତାହାଛଡା ସେହିଠାରେ ହିଁ କିଛି ଏପରି ଝିଅ ମାନେ ମଧ୍ୟ ଅଛନ୍ତି ଯେଉଁମାନେ କି ଅତ୍ୟନ୍ତ ଚାଲାକ, ଚତୁର ପ୍ରବୃତ୍ତି ର ହୋଇଥା’ନ୍ତି ।

ବନ୍ଧୁଗଣ ଆଜି ଆମେ ମାନେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଏଭଳି ନାମ ଯେଉଁ ମାନଙ୍କର ସ୍ଵଭାବ ଅତ୍ୟନ୍ତ ଶାନ୍ତ ହୋଇଥିବା ସହ ଏମାନେ ଗଙ୍ଗା ଜଳ ଭଳି ପବିତ୍ର ହୋଇଥାନ୍ତି ।   ବନ୍ଧୁଗଣ ଦେଖାଯାଏ କି B ନାମ ର ଝିଅ ମାନେ ଅତ୍ୟନ୍ତ ଶାନ୍ତ ସ୍ଵଭାବର ହେବା ସହ ଏମାନେ ସବୁବେଳେ ପ୍ରତ୍ଯେକ ସ୍ଥିତିରେ ନିଜ ସାଥି ମାନଙ୍କ ସୁଖ ଦୁଃଖ ରେ ସେମାନଙ୍କ ସାଙ୍ଗରେ ଛିଡା ହୋଇଥା’ନ୍ତି ।

 

ଏହି କାରଣ ରୁ ଏମାନଙ୍କୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଥାଏ । ଦ୍ଵିତୟରେ N ନାମର ଝିଅ । ଯେଉଁ ଝିଅ ମାନଙ୍କର ନାମ N ଅକ୍ଷରରୁ ହୋଇଥାଏ ସେମାନେ ଅତ୍ୟନ୍ତ ତେଜ ସ୍ଵଭାବ ର ହୋଇଥିବା ସହ ନିଜ ପରିବାର ର ମାନ ପ୍ରତିଷ୍ଠା କୁ ସବୁବେଳେ ଆଗରେ ରଖିଥାନ୍ତି । ତେଣୁ ଏମାନଙ୍କୁ ପବିତ୍ର ବୋଲି ମନେ କରାଯାଏ । ଯେଉଁ ଝିଅ ମାନଙ୍କର ନାମ P ଅକ୍ଷର ରେ ହୋଇଥାଏ, ସେମାନେ କେବେ କାହାରୀକୁ କଷ୍ଟ ଦେଇନଥା’ନ୍ତି ।

 

ତାହାସହ ଏମାନେ ସବୁ ବେଳ ସମସ୍ତଙ୍କ ମନ ର କଥା କୁ ବୁଝି ଯାଇଥା’ନ୍ତି । ତେଣୁ ଏମାନଙ୍କୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଥାଏ । ଚତୁର୍ଥ ରେ S, ଯେଉଁ ଝିଅ ମାନଙ୍କର ନାମ S ଅକ୍ଷର ରେ ହୋଇଥାଏ ସେମାନେ ସବୁ ପରିସ୍ଥିତିରେ ନିଜ ପରିବାର କୁ ଖୁସି ରେ ରଖିଥାନ୍ତି । ତାହାସହ ଏମାନଙ୍କର ବ୍ୟବହାର ମଧ୍ୟ ଅତ୍ୟନ୍ତ ଭଲ ହୋଇଥାଏ । ଶେଷ ଅକ୍ଷର ଟି ହେଉଛି M, ଯେଉଁ ଝିଅ ମାନଙ୍କର ନାମ M ଅକ୍ଷର ରୁ ହୋଇଥାଏ, ସେମାନେ ଅତ୍ୟନ୍ତ ଧୀର ଓ ଶାନ୍ତ ସ୍ଵଭାବ ର ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button