ଦେଶ- ବିଦେଶ

ସାଉଦୀ ଆରବର ରାଜକୁମାରୀ ଟ୍ୱୀଟ କରି କହିଲେ, ଇଏ ହେଉଛି ସେହି ଭାରତ ଯାହା ବିଷୟରେ ମୁଁ ସବୁବେଳେ ପଢିଛି, ଜାଣନ୍ତୁ କାହିଁକି

କାନପୁରରେ ଉପ୍ର ପ୍ରାନ୍ତିୟ ବ୍ୟପାର ମଣ୍ଡଲ ପ୍ରଦେଶର ଅଧ୍ୟକ୍ଷ ଅଭିମନ୍ୟୁ ଗୁପ୍ତା କିଛି ସମୟ ପୂର୍ବେ ଡାୟଲିସିସ ପାଇଁ ଫର୍ରୁଖାବାଦ ନିବାସୀ ଜଣେ ମହିଲାକୁ ରକ୍ତ ଦେଇଥିଲେ । ଏହା ପରେ ଏହି ମାମଲାରେ ସାଉଦୀ ଆରବର ରାଜକୁମାରୀ ଓ ସମାଜ ସେବିକା ହିଣ୍ଡ ଅଲକସୀମୀ ଟ୍ୱୀଟ କରି ଏହି କଥାର ପ୍ରଶଂସା କରିଛନ୍ତି ଓ ଟ୍ୱୀଟରେ ସେ କହିଲେ କି କଣ ଏହା ଅଟେ ସେହି ଭାରତ ଯାହା ବିଷୟରେ ମୁଁ ପଢିଛି ।

ଏହି ମାମଲା ବିଷୟରେ ବିସ୍ତାର ରୂପରେ କହିବାକୁ ଗଲେ ଫର୍ରୁଖାବାଦରର ସୈନିକ ପରିବାରର ୫୫ ବର୍ଷୀୟ ଶହାନା ବେଗମର ଦୁଇଟି କିଡନୀ ଖରାପ ଅଛି । ଏଥିପାଇଁ ତାଙ୍କୁ ଡାୟଲିସିସ ପାଇଁ କାନପୁରର ଏୟାର ଫୋର୍ସ ହସ୍ପିଟାଲକୁ କୈଂଟ ଆସିବାକୁ ପଡିଲା । କିନ୍ତୁ ଡାୟଲିସିସ ପୂର୍ବରୁ ରକ୍ତ ଆବଶ୍ୟକତା ଥିଲା । ଏମିତିରେ ସେହି ୫୫ ବର୍ଷୀୟ ଶହାନା ବେଗମଙ୍କ ସ୍ଵାମୀ ନିସାର ଖାନ ଓ ତାଙ୍କ ପୁଅ ଶୈଜୀ ଖାନ ବହୁତ ଲୋକମାନଙ୍କୁ ରକ୍ତଦାନ କରିବା ପାଇଁ କହିଲେ ।

କିନ୍ତୁ ସବୁ ସ୍ଥାନରୁ ତାଙ୍କୁ ନିରାଶ ହିଁ ହାତରେ ଲାଗିଲା । ଏମିତିରେ ସେ ନିଜ ଦୁଖର କାହାଣୀ କାନପୁର କୈଂଟ କ୍ଷେତ୍ରରେ ରହୁଥିବା ଉତ୍ତର ପ୍ରଦେଶ ପ୍ରାନ୍ତିୟ ବ୍ୟାପାର ମଂଡଲ ପ୍ରଦେଶ ଅଧ୍ୟକ୍ଷ ନେତା ଅଭିମନ୍ୟୁ ଗୁପ୍ତାକୁ ନିଜର ଦୁଖର କାହାଣୀ ବିଷୟରେ କହିଲେ ଓ ନିଜର କଷ୍ଟକୁ ଦୂର କରିବା ପାଇଁ ସାହାର୍ଯ୍ୟ ମାଗିଲେ । ସ୍ଵାମୀ ନିସାର ଖାନ ପ୍ରଦେଶ ଅଧ୍ୟକ୍ଷ ନେତା ଅଭିମନ୍ୟୁ ଗୁପ୍ତାଙ୍କୁ କହିଲେ କି କାନପୁରରେ ଥିବା ତାଙ୍କର ସମସ୍ତ ସମ୍ପର୍କୀୟ ଓ ପରିଚିତ ବ୍ୟକ୍ତିମାନଙ୍କ ମଧ୍ୟରେ କେହି ବି ରକ୍ତ ଦେବା ପାଇଁ ରାଜି ହେଉ ନାହାନ୍ତି ।

 

ଏହା ପରେ ପ୍ରଦେଶ ଅଧ୍ୟକ୍ଷ ନେତା ଅଭିମନ୍ୟୁ ଗୁପ୍ତା ନିସାର ଖାନଙ୍କ କଥା ଶୁଣି ଦୁଖିତ ହୋଇଗଲେ ଓ ଏହା ପରେ ସେ ନିଜେ ରକ୍ତଦାନ ଦେବା ପାଇଁ ପ୍ରସ୍ତୁତ ହୋଇଗଲେ ଓ ୨୭ ଏପ୍ରିଲକୁ ସେ ରକ୍ତ ଦେଇ ସେହି ୫୫ ବର୍ଷୀୟ ମହିଳାର ଜୀବନ ବଞ୍ଚାଇ ନେଲେ । ଏହି ଭଳି ଘଟଣା ବିଷୟରେ ଜାଣିଲେ କିମ୍ବା ଶୁଣିବାକୁ ମିଳିଲେ ଆଜି ବି ଲାଗେ କି ଆମ ଭାରତରେ ମଣିଷତ୍ଵ ଜୀବିତ ଅଛି ।

କହିବାକୁ ଗଲେ ଆଜି ବି ଆମ ଭାରତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଜାତି, ଧର୍ମକୁ ନ ଦେଖି ଲୋକମାନଙ୍କ ସାହାର୍ଯ୍ୟ ପାଇଁ ସ୍ଵଇଚ୍ଛା ଆଗକୁ ଆସନ୍ତି ଓ ତାଙ୍କର ସାହାର୍ଯ୍ୟ କରିଥାନ୍ତି । ଏଥିପାଇଁ ତାଙ୍କୁ ତାଙ୍କର ସମାଜ ନିନ୍ଦା କରୁ ପଛେ ତାଙ୍କୁ କୌଣସି ଫରକ ପଡେ ନାହିଁ । ଆପଣ ସମସ୍ତଙ୍କୁ କହିଦେଉଛୁ କି ଏହି ସଂସାରରେ ରକ୍ତ ଦାନ ସବୁଠୁ ମହାନ ଦାନ ଅଟେ । କାରଣ ଆପଣ କାହାର ବି ଜୀବନ ଅତି ସହଜରେ ନେଇ ପାରିବେ କିନ୍ତୁ କାହାକୁ ଜୀବନ ଦେବା ଏହା ସବୁଠୁ ବଡ କଷ୍ଟ କମ ଅଟେ ଓ ଏହାକୁ ସମସ୍ତେ କରି ପାରନ୍ତି ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button