ଦେଶ- ବିଦେଶ

ପ୍ରେମରେ ସବୁଠୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ଏହି 6 ଟି ରାଶିର ଯୋଡି, ସ୍ବର୍ଗରେ ବନିଥାଏ ଏମାନଙ୍କ ଯୋଡି

ପ୍ରେମ ରେ ସବୁଠାରୁ ଭାଗ୍ୟଶାଳୀ ହୋଇଥାନ୍ତି ଏହି ରାଶିର ଯୋଡି ବ୍ୟକ୍ତି । ବନ୍ଧୁଗଣ ସମ୍ପର୍କ ଯାହା ହେଉ ନା କାହିଁକି ଏକ ସଫଳ ଓ ମଜବୁତ ସମ୍ପର୍କ କୁ ସ୍ଥାପନା କରିବାକୁ ହେଲେ ପ୍ରଥମେ ସେହିଠାରେ ପରସ୍ପର ପାଇଁ ବିଶ୍ବାସ ଥିବା ଆବଶ୍ୟକ । ବିଶ୍ବାସ ହିଁ ଏକ ସମ୍ପର୍କର ମୂଳ ନିଅଁ ରୂପେ କାରଜୀ କରିଥାଏ । ଯଦି ଏହାକୁ ଏକ ବିବାହିତ ସମ୍ପର୍କ ଅନୁସାରେ ଦେଖିବା ତେବେ ଏହା ଆହୁରି ଜରୁରୀ ହୋଇ ଯାଇଥାଏ ।

 

ଯଦି ଦୁହିଁ ଙ୍କର ଦୁହିଁ ଙ୍କ ମଧ୍ୟ ରେ ବୁଝାମଣା ଭଲ ନ ରହିଥାଏ, ତେବେ ସେହି ସମ୍ପର୍କ ରେ ସବୁବେଳେ କଳହ ଓ ଅଶାନ୍ତି ଲାଗି ରହିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିର ବ୍ୟକ୍ତି ମାନଙ୍କର ଯୋଡି ସ୍ଵର୍ଗ ରୁ ହୋଇ ଆସିଥାଏ । ଯାହା ଫଳରେ ସେହି ମାନଙ୍କ ମଧ୍ୟରେ ଅଧିକ ମନ ମୁଟାବକ ଦେଖା ଦେଇ ନଥାଏ । ଓ ଦୁହେଁ ଦୁହିଁ ଙ୍କୁ ଖୁବ ଭଲ ଭାବରେ ବୁଝିଥାନ୍ତି । ଏପରି ମଧ୍ୟ କୁହାଯାଏ କି ଯଦି ଏମାନଙ୍କର ବିବାହ ହୋଇଯାଏ ତେବେ ଏମାନେ ବୋଧ ହୁଏ ସବୁଠାରୁ ଭାଗ୍ୟଶାଳୀ ଯୋଡି ମାନଙ୍କ ମଧ୍ୟରୁ ଏକ ହେବେ ।

ଟି ହେଉଛି ତୁଳା ଓ ବିଛା । ଏହି ଦୁଇଟି ରାଶିର ଲୋକ ବହୁତ ହିଁ ଉର୍ଜାବାନ ହୋଇଥାନ୍ତି । ଏହି ରାଶିର ଲୋକ ମାନଙ୍କର ସମ୍ପର୍କ କିଛି ଏପରି ଥାଏ କି କେହି ମଧ୍ୟ ଏମାନଙ୍କୁ ଅଲଗା କରି ପାରି ନଥାନ୍ତି । ଦୁହିଁ ଙ୍କର ପରସ୍ପର ପ୍ରତି ଅଗାଢ ପ୍ରେମ ରହିଥାଏ ।

 

ଦ୍ଵିତୀୟ ଟି ହେଉଛି ମୀନ ଓ କର୍କଟ । ବନ୍ଧୁଗଣ ସବୁ ରାଶି ଙ୍କ ମଧ୍ୟ ରୁ ଏହି ଦୁଇ ଟି ରାଶିର ଲୋକ ମାନେ ସବୁବେଳେ ଖୁବ ଅଧିକ ଭାବୁକ ହୋଇଥାନ୍ତି । ଏମାନେ ନିଜ ନିଜ ସାଥୀଙ୍କୁ ଏପରି ଭଲ ପାଇଥାନ୍ତି କି ଅନ୍ୟ କେଉଁ ଯୋଡି ରେ ଏପରି ଭାବର ପ୍ରେମ ଦେଖିବାକୁ ମିଳି ନଥାଏ । ଏମାନଙ୍କୁ ଯେତେ ଦୁହିଁ ଙ୍କ ଠାରୁ ଅଲଗା ରଖିଲେ ମଧ୍ୟ ଏମାନଙ୍କର ପ୍ରେମ କେବେ ମଧ୍ୟ ପରସ୍ପର ପାଇଁ କମ ହୋଇ ନଥାଏ । ଏହା ପର ରାଶି ଟି ହେଉଛି ଧନୁ ଓ ମେଷ ।

 

ଏହି ଦୁହିଁଙ୍କ ମଧ୍ୟରେ ଆକର୍ଷଣ ଶକ୍ତି ଏତେ ଥାଏ କି ଯଦି ଥରେ ଏମାନଙ୍କ ମଧ୍ୟ ରେ ପ୍ରେମ ହୋଇଯାଏ ତେବେ ଏମାନଙ୍କୁ କେହି ମଧ୍ୟ ଅଲଗା କରି ପାରି ନଥାନ୍ତି । କିଛି ନ କହି ମଧ୍ୟ ଏମାନେ ଦୁହିଁ ଙ୍କ ମନ କଥା ବୁଝି ଦେଇଥାନ୍ତି । ଚତୁର୍ଥ ରେ ହେଉଛି ମିଥୁନ ଓ କୁମ୍ଭ । ଏହି ମାନଙ୍କ ମଧ୍ୟରେ ପ୍ରେମ ଏତେ ଗଭୀର ହୋଇଥାଏ କି ଏମାନେ ଦୁହେଁ ଦୁହିଁ ଙ୍କୁ ଏତେ ଭଲ ଭାବରେ ବୁଝିଥାନ୍ତି କି ଅନେକ ଥର ଏମାନଙ୍କୁ ନିଜର ଭାବ ପ୍ରକାଶ କରିବା ପାଇଁ କୌଣସି ଶବ୍ଦ ର ଆବଶ୍ୟକ ରହି ନଥାଏ ।

ପରବର୍ତ୍ତୀ ରାଶି ଟି ହେଉଛି ବୃଷ ଓ କନ୍ୟା ରାଶି । ଏହି ରାଶି ର ଲୋକ ମାନେ ଦୁହେଁ ଦୁହିଁ ଙ୍କ ପାଇଁ ହିଁ ହୋଇଥାନ୍ତି । ଏମାନଙ୍କର ଯୋଡି କିଛି ଏପରି ହୋଇଥାଏ କି ସତେ ଯେପରି ସ୍ଵର୍ଗ ରୁ ହୋଇ ଆସିଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button