ଏବେ ଏବେ କିଷାନ ଭାଇ ମାନଙ୍କ ପାଇଁ ବଡ଼ ଖୁସି ଖବର ,ଆଜି ମିଳିବ 16 ତମ କିସ୍ତିର 2,000 ଟଙ୍କା ,ଚାଷୀ ଭାଇ ମାନେ ଶୀଘ୍ର ଦେଖନ୍ତୁ
ନମସ୍କାର ଦର୍ଶକବନ୍ଧୁ ଆଜି ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର 16 ତମ କିସ୍ତି ଟଙ୍କା ଆପଣଙ୍କ ଆକାଉଣ୍ଟରେ ସିଧା ଡିବିଟି ଆକାରରେ ଆସି ପହଁଚିବାକୁ ଯାଉଛି କିଷାନ ଯୋଜନାର 2,000 ଟଙ୍କା କଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଖବର ଜଣାଇବାକୁ ଯାଉଛୁ |ଯଦି ଆପଣ ପିଏମ କିଷାନ ସ୍କିମର ଫାଇଦା ପାଉଛନ୍ତି ତେବେ ଆପଣଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର |
ଚାଷୀ ମାନେ ଦୀର୍ଘ ସମୟ ଧରି 16 ତମ କିସ୍ତି ପାଇଁ ଅପେକ୍ଷା କରିଥିଲେ କିନ୍ତୁ ଏବେ ଖୁବ ଶୀଘ୍ର ସେମାନଙ୍କ ଆକାଉଣ୍ଟକୁ 2,000 ଟଙ୍କା ଆସିବାକୁ ଯାଉଛି ଅର୍ଥାତ ଆଜି ଫେବୃଆରୀ 28 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 16 ତମ କିସ୍ତିର ପରିମାଣକୁ ଦେଶର କୃଷକ ମାନଙ୍କ ପାଖକୁ ଡ଼ିବିଟି ମାଧ୍ୟମରେ ସ୍ଥାନାନ୍ତରିତ କରିବେ ଏହି ସୂଚନା ପିଏମ କିଷାନ ଯୋଜନା ୱେବସାଇଟରେ ଆସିଗଲାଣି |
ଆପଣ ଚାହିଁଲେ ପିଏମ କିଷାନ ଯୋଜନାର ଅଫିସିଆଲ ୱେବସାଇଟରେ ଯାଇ ଚେକ କରିପାରିବେ |ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାଇ କେନ୍ଦ୍ର ସରକାର ପ୍ରତିବର୍ଷ 6,000 ଟଙ୍କା ଗରିବ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଛନ୍ତି ଏହି ଟଙ୍କା ପ୍ରତିବର୍ଷ ତିନୋଟି କିସ୍ତିରେ ସ୍ଥାନାନ୍ତରିତ ହୁଏ |
ପିଏମ ,ମୋଦି 2019 ରେ ଏହି ଯୋଜନା ଆରମ୍ଭ କରିଥିଲେ ଏହି ଯୋଜନା ଅଧୀନରେ ଚାଷୀ ମାନଙ୍କୁ ସମୁଦାୟ 15 ଟି କିସ୍ତି ଆକାଉଣ୍ଟରେ ମିଳି ସାରିଲାଣି କିନ୍ତୁ ଆଜି ଫେବୃଆରୀ 28 ରେ 16 ତମ କିସ୍ତିର 2,000 ଟଙ୍କା ମିଳିବାକୁ ଯାଉଛି |
ଏହି ଯୋଜନାରେ ସରକାର ମୋଟ ଏକଉଷି ହଜାର କୋଟି ଟଙ୍କା ନଅ କୋଟିର ଅଧିକ କୃଷକ ପରିବାର ଲୋକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରିବେ |ଯେଉଁ ଚାଷୀ ମାନେ ସେମାନଙ୍କ ଆକାଉଣ୍ଟରେ E -KYC କମ୍ପ୍ଲିଟି ନକରିଛନ୍ତି ସେମାନଙ୍କୁ ଏଥର ପିଏମ କିଷାନ ର 16 ତମ କିସ୍ତି ଟଙ୍କା ମିଳିବ ନାହିଁ |