ଦେଶ- ବିଦେଶ

ପୁଅ କିପରି ହେବ ଓ ଝିଅ କିପରି ହେବ ?

ସୂଚନା ଅନୁସାରେ ପ୍ରତ୍ଯେକ ବିବାହିତ ଦମ୍ପତି ମାନେ ନିଜର ବିବାହିତ ସମ୍ପର୍କକୁ ମଧୁର କରି ରଖିବା ପାଇଁ ଚାହିଁଥାନ୍ତି । ସେଥିପାଇଁ ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ସୁସମ୍ପର୍କ ଗଢିଉଠିଥାଏ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ସନ୍ତାନ ଜନ୍ମ ହୋଇଥାଏ । ଏହା ସହିତ ସେହି ସନ୍ତାନ ପୁତ୍ର କିମ୍ବା ଝିଅ ହେବ । ତାହା କାହା ହାତର କଥା ହୋଇନଥାଏ । ଏହା ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ । ଆଜି ଆପଣମାନେ ଜାଣିବାକୁ ପାଇପାରିବେ ।

 

ଯେଉଁ ବ୍ୟକ୍ତି ମାନେ ପୁଅ କିମ୍ବା ଝିଅ ସନ୍ତାନ ପ୍ରାପ୍ତ କରିବା ପାଇଁ ଚାହୁଁଥାନ୍ତି । ସେମାନେ କ’ ଣ କରିବା ଦ୍ଵାରା ତାଙ୍କର ମନ ପସନ୍ଦର ସନ୍ତାନ ଜାତ ହୋଇଥାଏ । ପୁରୁଷ ଓ ମହିଳା ଯଦି ଶାସ୍ତ୍ର ଅନୁସାରେ ଏପରି କିଛି ବିଶେଷ ଦିନରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥାନ୍ତି । ତେବେ ତାଙ୍କର ମନସ୍ଥ ପୁତ୍ର ସନ୍ତାନ କିମ୍ବା କନ୍ୟା ସନ୍ତାନ ହୋଇବ । ତାହା ଆଗରୁ ସ୍ତିର କରି ସେହିଦିନ ମାନଙ୍କରେ ସମ୍ବଦ୍ଧ କରିବା ଉଚିତ ।

ପ୍ରତ୍ଯେକ ମହିଳା ମାନଙ୍କର ମାସିକ ଋତୁସ୍ରାବ ହୋଇଥାଏ । ଋତୁସ୍ରାବ ହେବାର ଯୁଗ୍ମ ଦିନ ମାନଙ୍କରେ ଯଦି ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୁଏ । ତେବେ ପୁତ୍ର ସନ୍ତାନ ଜାତ ହୋଇଥାଏ । ଯୁଗ୍ମ ଦିନ ଅର୍ଥାତ ୨, ୪, ୬ ଓ ୮ ଏହି ଦିନ ମାନଙ୍କୁ ଯୁଗ୍ମ ଦିନ କୁହାଯାଇଥାଏ । ଋତୁସ୍ରାବ ଯେତେବେଳେ ଆପଣଙ୍କର ହୋଇଥିବ ।

 

ଯେଉଁ ସମୟରେ ହୋଇଥିବ ସେହି ସମୟର ଠିକ ୨୪ ଘଣ୍ଟା ହୋଇଗଲେ । ଆପଣଙ୍କର ଏକ ଦିନ ସମ୍ପୂର୍ଣ୍ଣ ହୋଇଗଲା । ତେବେ ଋତୁସ୍ରାବର ଦିତୀୟ ଦିନ, ଚତୁର୍ଥ ଦିନ, ଷଷ୍ଠ ଦିନ ଓ ଅଷ୍ଟମ ଦିନ ଏହି ଦିନମାନଙ୍କରେ ଯଦି ସ୍ଵାମୀ ଓ ସ୍ତ୍ରୀ ପୁତ୍ର ସନ୍ତାନ ନିମନ୍ତେ କାମନା କରି ଶାରୀରିକ ସମ୍ପର୍କ ସ୍ଥାପନା କରିଥାନ୍ତି ।

ତେବେ ତାଙ୍କର ନିହାତି ଭାବେ ପୁତ୍ର ସନ୍ତାନ ହୋଇଥାଏ । ଏହା ଶାସ୍ତ୍ର ପ୍ରମାଣ ଅଟେ । ଋତୁସ୍ରାବର ଅଯୁଗ୍ମ ଦିନ ମାନଙ୍କରେ ଯଦି ଝିଅ ସନ୍ତାନ କାମନା କରି ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ଶାରୀରିକ ସମ୍ବଦ୍ଧ ଗଢି ଉଠିଥାଏ । ତେବେ ଆପଣଙ୍କର ନିହାତି ଭାବେ ଝିଅ ସନ୍ତାନ ହୋଇଥାଏ ।

 

ଅଯୁଗ୍ମ ଦିନ ଯେପରି ଋତୁସ୍ରାବର ପ୍ରଥମ ଦିନ, ତୃତୀୟ ଦିନ, ପଞ୍ଚମ ଓ ସପ୍ତମ ଦିନ ଏହି ଦିନ ହେଉଛି କନ୍ୟା ସନ୍ତାନ ଗର୍ଭସ୍ଥ କରିବାର ନିର୍ଦ୍ଧିଷ୍ଟ ଦିନ ହୋଇଥାଏ । ଭଗବାନଙ୍କୁ ମନରେ ସ୍ମରଣ କରି କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ ମନସ୍କାମନା ପୂରଣ ହୋଇବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button