ଦେଶ- ବିଦେଶ

ସକାଳୁ ଉଠିବ ଅମାତ୍ରେ ନାଭିରେ ଲଗାନ୍ତୁ ଏହି ଜିନିଷ, ଧନକୁ ଟାଣିଥାଏ ଚୁମ୍ବକ ପରି

। ସୂଚନା ଅନୁସାରେ ସବୁ ମଣିଷଙ୍କ ଜୀବନରେ ଟଙ୍କାର ମୂଲ୍ୟ ବହୁତ ଅଧିକ ରହିଥାଏ । ଧନ କମାଇବାକୁ ବହୁତ ଲୋକ ବହୁତ ପ୍ରକାର ଚେଷ୍ଟା କରିଥାନ୍ତି । କିଛି ଲୋକ ଖରାପ ବାଟରେ ଯାଇ ଟଙ୍କା କମାଇବାକୁ ଚେଷ୍ଟା କରିଥିବା ବେଳେ ଅନ୍ୟ କେତେ ଲୋକ ପରିଶ୍ରମ କରି ଟଙ୍କା କମାଇବାକୁ ଇଛା ପ୍ରକାଶ କରିଥାନ୍ତି । ଆପଣ ମାନେ ଆଜି ନିଜ ନାଭୀ ବିଷୟରେ ଏପରି ଏକ ତଥ୍ୟ ଜାଣିବାକୁ ପାଇବେ । ଯାହା ଦ୍ଵାରା ଆପଣଙ୍କର ବହୁତ ଶୀଘ୍ର ଧନ ବୃଦ୍ଧି ହେବା ସହିତ ଘର ସୁଖ ସମୃଦ୍ଧିରେ ପୂର୍ଣ୍ଣ ହୋଇଥାଏ ।

 

ନାଭୀ ଆମ ଶରୀରରେ ଏକ ବହୁତ ବଡ ଭୂମିକା ନେଇଥାଏ । ଯେତେ ବେଳେ ଜଣେ ମା ଗର୍ଭବତୀ ହୋଇଥାଏ । ସେତେବେଳେ ତା’ ପିଲାକୁ ନାଭୀ ଦ୍ଵାରା ହିଁ ପୋଷଣ ମିଳିଥାଏ । ଯଦି ଆପଣ ନାଭୀରେ ଏକ ଜିନିଷର ପ୍ରୟୋଗ କରିବେ । ତେବେ ଆପଣଙ୍କର ଭାଗ୍ୟର ତାଲା ହିଁ ଖୋଲିଯିବ । ନିଜ ନାଭୀରେ ଏକ ଟୋପା ହଳଦୀ ଲଗାଇବା ଦ୍ଵାରା ଆପଣଙ୍କ ସମସ୍ତ ସୁଖର ବାଟ ଖୋଲିଯାଇଥାଏ ।

ଯେଉଁ କାର୍ଯ୍ୟ କରିବା ପୂର୍ବରୁ ଆପଣଙ୍କୁ ବାଧା ବିଘ୍ନର ସାମ୍ନା କରିବାକୁ ପଡୁଥିଲା । ତାହା ଆପଣ ନାଭୀରେ ଏହି ଉପଚାର କରିବା ଫଳରେ ଦୂର ହେବା ସହ ଧନ ପ୍ରାପ୍ତିର ନୂଆ ନୂଆ ଅବସର ପ୍ରାପ୍ତ ହୋଇବ । ଯେଉଁ ଲୋକ ମାନଙ୍କ ବିବାହ ହେବାରେ ବିଳମ୍ବ ହେଉଥାଏ । ଏହା ସହିତ ବିବାହ ପରେ ମଧ୍ୟ ଦାମ୍ପତ୍ୟ ଜୀବନ ସୁଖମୟ ହୋଇନଥାଏ ।

 

ବ୍ୟକ୍ତିର ଶୁକ୍ର ଗ୍ରହ ଖରାପ ଥିଲେ ହିଁ ଏପରି ବିବାହ ସମ୍ବଦ୍ଧୀୟ ସମସ୍ଯାର ସାମ୍ନା କରିବା ପାଇଁ ପଡିଥାଏ । ଯେଉଁ ପୁରୁଷ କିମ୍ବା ମହିଳା ଏହି ସମସ୍ଯାର ସାମ୍ନା କରୁଥିବେ । ସେମାନଙ୍କୁ ନାଭୀରେ ଚନ୍ଦନର ଅତର ଅତର ଲଗାଇବା ଉଚିତ । ଧ୍ୟାନ ଦେବାକୁ ହେବ ଯେପରି ଚନ୍ଦନ ଅତରରେ ଆଲକୋହଳ ମିଶିନଥିବ । ଯଦି ଆପଣ ଗାଧୋଇ ସାରି ଚନ୍ଦନ ଅତରର ନିଜ ନାଭୀରେ ଲଗାନ୍ତି ।

ତେବେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରେମ ବୃଦ୍ଧି ହୋଇଥାଏ । ବିବାହକୁ ନେଇ ସବୁ ସମସ୍ଯା ଦୂର ହୋଇଥାଏ । ଯେଉଁ ବ୍ୟକ୍ତି ନାଭୀରେ ଅତର ଲଗାଇଥାନ୍ତି । ସେହି ବ୍ୟକ୍ତି ଯାହାକୁ ଦେଖି ଯେପରି ଭାବନା ମନରେ ନେଇଆସିଥାନ୍ତି । ସେହି ବ୍ୟକ୍ତି ଜଣଙ୍କ ମଧ୍ୟ ଆପଣଙ୍କୁ ସେହି ପରି ଭାବିବା ଆରମ୍ଭ କରିଦିଅନ୍ତି । ନାଭିରେ ଶୁଖିଲା ହଳଦୀ ଗୁଣ୍ଡ ଲଗାଇବା ଦ୍ଵାରା ଘରେ ଅଚାନକ ଭାବେ ଟଙ୍କା ବୃଦ୍ଧି ହୋଇଥାଏ ।

 

ଚନ୍ଦନ ଅତରରେ ଆକର୍ଷଣୀୟ ଶକ୍ତି ବହୁତ ଅଧିକ ମାତ୍ରାରେ ରହିଥାଏ । ଚନ୍ଦନ ଅତର ନିଜ ନାଭୀରେ ଲଗାଇବାର ଅନ୍ୟ ଏକ ପ୍ରମୁଖ କଥା ହେଉଛି ଏହା ଆଖ ପାଖ ପରିବେଶର ଊର୍ଜା ମଧ୍ୟ ବଦଳାଇ ସକାରାତ୍ମକ କରିଦେଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button