ଦେଶ- ବିଦେଶ

ସକାଳୁ ଉଠି ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି ଜିନିଷ, ନଚେତ ହେବ ଏହି ଭୟାନକ ଅସୁବିଧା

ଆପଣ ଦିନେ ଦିନେ ସକାଳୁ ଉଠି କିଛି ଏପରି ଜିନିଷ ଦେଖନ୍ତି ଯାହା ଦ୍ୱାରା କି ଆପଣଙ୍କ ସେହି ଦିନଟି ଖୁବ ଆନନ୍ଦ ଖୁସି ମଧ୍ୟରେ ବିତିଥାଏ । କିଛି ଏଭଳି ଲକ୍ଷ୍ମୀବନ୍ତ ବ୍ୟକ୍ତି ବିଶେଷ ଙ୍କ ମୁହଁ ଦେଖିବା ଦ୍ୱାରା ଅଚାନକ କେଉଁ ଠାରୁ ଧନ ପ୍ରାପ୍ତି ହୁଏ କିମ୍ବା ଭଲ ଖାଦ୍ୟ ଖାଇବାକୁ ମିଳେ । ଆଉ କିଛି ଲୋକ ଏପରି ମଧ୍ୟ ଅଛନ୍ତି ଏବଂ ଜିନିଷ ମଧ୍ୟ ରହିଛି ଯାହା ଙ୍କୁ ଦେଖିବା ମାତ୍ରେ ଆମ ଦିନ ଟି ଅଶୁଭ ହୁଏ । କିମ୍ବା କେଉଁ ଠାରୁ ନିନ୍ଦା ଅପନିନ୍ଦା ଶୁଣିବାକୁ ପଡ଼ିଥାଏ ।

ଯେଉଁଦିନ ଆମ ସହ କିଛି ଖରାପ ହୁଏ । ଆମେ ମନେ ଚିନ୍ତା କରୁ ଯେ ସକାଳୁ ଉଠି କେଜାଣି କାହା ମୁହଁ ଚାହିଁଥିଲି ଆଜି ଦିନ ଟା ଏମିତି ଖରାପ ହେଲା । ତେବେ ସକାଳୁ ସକାଳୁ ଆରମ୍ଭ ହେଉଥିବା ଘଟଣା ଆପଣଙ୍କ ଦିନ ସ୍ଥିର କରିଥାଏ । ଯେପରି ଏମିତି କିଛି ଲୋକ ଅଛନ୍ତି କିମ୍ବା ଜିନିଷ ଅଛି ଯାହାକୁ ସକାଳୁ ଦେଖିବା ଦ୍ୱାରା ଆମ ଦିନ ଟି ବହୁତ ଶୁଭ ହୁଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ଜିନିଷ ସବୁ ବିଷୟରେ । ଆର୍ଟିକିଲ ଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ ।

ଲାଲ କପଡ଼ା ପିନ୍ଧା ସ୍ତ୍ରୀ

ଯଦି ଆପଣ ସକାଳୁ ସକାଳୁ ଘରୁ ବାହାରୁ ବାହାରୁ ଆପଣଙ୍କୁ ମନ୍ଦିର ଯାଉଥିବା କିମ୍ବା ଫେରୁଥିବା ସ୍ତ୍ରୀ ଦୃଶ୍ୟ ମାନ ହେଉଛି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଯାଉଥିବା କାର୍ଯ୍ୟ ନିଶ୍ଚୟ ପୂରଣ ହୋଇଥାଏ ।

ବୁଢିଆଣି ଜାଲ ଏବଂ ବୁଢିଆଣି

ସକାଳୁ ସକାଳୁ ଯଦି ଆପଣ ଆଖି ଖୋଲିବା ମାତ୍ରେ କାନ୍ଥରେ ବୁଢିଆଣି ଚଳୁଥିବାର ଦେଖନ୍ତି କିମ୍ବା ବୁଢିଆଣି ଜାଲ ବୁଣିବା ଚାଲିବା ଦେଖନ୍ତି ତେବେ ଜାଣି ନିଅନ୍ତୁ ଆପଣଙ୍କ ଭଲ ସମୟ ଆସିଯାଇଛି । ଖାସ କରି ଆଜି ଦିନଟି ଆପଣଙ୍କ ବହୁତ ଶୁଭ ହେବାକୁ ଯାଉଛି । ବୁଢିଆଣି ଜଳରେ ଚଢୁଥିବାର ଯଦି ଆପଣଙ୍କ ନଜର ଆସୁଛି ତେବେ ଜାଣି ନିଅନ୍ତୁ ବ୍ୟବସାୟରେ ଆପଣଙ୍କ ଉନ୍ନତି ହେବାକୁ ଯାଉଛି ।

ସୁନା କିମ୍ବା ତମ୍ବା

ସକାଳୁ ଆଖି ଖୋଲିବା ମାତ୍ରେ ଯଦି ଆପଣଙ୍କୁ କୌଣସି ସୁନା ର ଗହଣା ଅଭୂଷଣ କିମ୍ବା ସୁନା ର କୌଣସି ଜିନିଷ ଦେଖିବାକୁ ମିଳୁଛି ତାହାଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଆଗମନ ଘର କୁ ହୋଇଥାଏ ।

ଗାଈ ଗୋବର ଘାସ ଉପରେ ପଡିଥିବା

ଏହି ଦୃଶ୍ୟ କୁ ଦେଖିବା ମଧ୍ୟ ବହୁତ ଶୁଭ ହୋଇଥାଏ । ଏହା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଦେହ ଅବସ୍ଥା ସୁସ୍ଥ ରୁହେ ।

କବାଟ ପାଖରେ ଗାଈକୁ ଦେଖିବା କିମ୍ବା ଗାଈ ର ହମା ଶବ୍ଦ ଶୁଣିବା

ଏହା ମଧ୍ୟ ବହୁତ ଶୁଭ ହୋଇଥାଏ । ଏହି ସମୟରେ ତୁରନ୍ତ ଗାଈକୁ ଯାଇ କଦଳୀ ପତ୍ର କିମ୍ବା କିଛି ଖାଦ୍ୟ ଦିଅନ୍ତୁ । କୌଣସି ଗ୍ରହ ର ଖରାପ ପ୍ରଭାବ ପଡ଼ିବ ନାହିଁ । ଧନ ମଧ୍ୟ ପ୍ରାପ୍ତି ହେବ । ସଫଳତା ପ୍ରାପ୍ତି ହୁଏ ।

ଘଣ୍ଟି ଶବ୍ଦ ଶୁଣାଯିବା

ଯଦି ସକାଳୁ ସକାଳୁ ଆପଣଙ୍କୁ ଘଣ୍ଟ କିମ୍ବା ଘଣ୍ଟି ର ଶବ୍ଦ କେଉଁ ମନ୍ଦିର କିମ୍ବା ଠାକୁର ଘରୁ ଶୁଣାଯାଉଛି ତେବେ ତୁରନ୍ତ ଉଠି କିଛି ସମୟ ପାଇଁ ଭଗବାନ ଙ୍କୁ ସ୍ମରଣ କରନ୍ତୁ ଏହା ଶୁଭଫଳ ନିଶ୍ଚୟ ଦେବ ।

ଚଢେଇ ର ଶବ୍ଦ

ଯଦି ଆପଣ ସକାଳୁ ଉଠୁ ଉଠୁ ଆପଣଙ୍କୁ କୌଣସି ଚଢେଇ ର କିଚିରି ମିଚିର ଶବ୍ଦ ଶୁଣାଯାଉଛି ତେବେ ଏହା ମଧ୍ୟ ଶୁଭ ଖବର ଅଟେ । ଜଲଦି ଆପଣଙ୍କୁ କୌଣସି ଶୁଭ ଖବର ମିଳିବାକୁ ଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button