ଦେଶ- ବିଦେଶ

ରାତିରେ କାନରେ ଏହିପରି ରଖନ୍ତୁ ରସୁଣ ପାଖୁଡା ଓ ଦେଖନ୍ତୁ ଚମତ୍କାର !

ସୂଚନା ଅନୁସାରେ ରଶୁଣର ଉପକାରୀ ଆମ ଶରୀରର ପାଇଁ ବହୁ ଅଧିକ ମାତ୍ରାରେ ରହିଥାଏ । ଏହା ସହିତ ରଶୁଣକୁ ଆମେ ଖାଦ୍ୟର ସ୍ଵାଦ ବୃଦ୍ଧି କରିବା ପାଇଁ ମଧ୍ୟ ବ୍ୟବହାର କରିଥାଉ । ରଶୁଣକୁ କାନରେ ରଖି ଶୋଇବା ଦ୍ଵାରା ଶରୀରରେ ହେଉଥିବା ଫାଇଦା ବିଷୟରେ ଆଜି ଜାଣିବାକୁ ପାଇବେ । ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ହିଁ ସତ୍ୟ କଥା ଅଟେ । ରାତିରେ ଶୋଇବା ସମୟରେ ରଶୁଣକୁ କାନରେ ଦେଇ ଶୋଇବା ଦ୍ଵାରା ଶରୀରରେ ଅନେକ ଉପକାରୀତା ଦେଖିବାକୁ ମିଳିଥାଏ ।

 

ଯଦି ଆପଣଙ୍କ କାନରେ ଦରଜ ଯନ୍ତ୍ରଣା ଅନୁଭୂତ ହେଉଥାଏ । ତେବେ ଆପଣ ଶୋଇବା ସମୟରେ କାନରେ ରଶୁଣର ଏକ କୋଲା ରଖି ଶୋଇ ପଡନ୍ତୁ । ଧ୍ୟାନ ଦେବାକୁ ହେବ ଯେ ରଶୁଣର କୋଲା କାନର ଅଧିକ ଭିତରକୁ ଯେପରି ଯାଇପାନପାରେ । ଯଦି ଆପଣଙ୍କୁ ବହୁତ ଅଧିକ ଜ୍ଵର ଓ ଥଣ୍ଡା ହୋଇଯାଇଥାଏ । ମେଡ଼ିସିନର ସେବନ ଫଳରେ ମଧ୍ୟ ଜ୍ଵର ବେମାରୀ ଦୂର ହୋଇନଥାଏ ।

ତେବେ ମଧ୍ୟ ରାତିରେ ଶୋଇବା ପୂର୍ବରୁ କାନରେ ଏକ କୋଲା ରଶୁଣକୁ ରଖିଦିଅନ୍ତୁ । ଯଦି କାନରେ ବାରମ୍ବାର କୁଣ୍ଡାଇ ହେଉଥାଏ । ତେବେ ମଧ୍ୟ ରଶୁଣକୁ କାନରେ ଦେଇ ଶୋଇବା ଉଚିତ । ରଶୁଣର କାନରେ ରଖି ଶୋଇବା ଦ୍ଵାରା ଆମର ଉପକାର ହେବା ସହିତ ଏହାର ସେବନ ଫଳରେ ମଧ୍ୟ ଶରୀରରେ ଅନେକ ଫାଇଦା ଦେଖିବାକୁ ମିଳିଥାଏ ।

 

ଯଦି ଆପଣଙ୍କୁ ରାତିରେ ଠିକ ଭାବରେ ନିଦ ହେଉନାହିଁ । ତେବେ ଶୋଇବା ପୂର୍ବରୁ ନିଜର ପାଦକୁ ଭଲ ଭାବରେ ମକଚି ଧୋଇ ସଫା କରି ବେଡ୍ କୁ ଜାଆନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ନିଦ ବହୁତ ଭଲ ହୋଇଥାଏ । କାରଣ ଯେତେବେଳେ ଆପଣ ପାଦକୁ ଧୋଇ ସଫା କରିବେ । ତେବେ ଆପଣଙ୍କ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ ।

ଗୋଡ ଧୋଇ ଶୋଇବା ଦ୍ଵାରା ପାଦ ପରିଷ୍କାର ହେବା ସହିତ ଆପଣ ଆରାମରେ ଶୋଇପାରିବେ । ପାଦରେ ଆକ୍ୟୁପ୍ରେସର ପଏଣ୍ଟ ମଧ୍ୟ ରହିଥାଏ । ଯେତେବେଳେ ପାଦକୁ ଧୋଇଥାଉ । ପାଦର ଆକ୍ୟୁପ୍ରେସର ପଏଣ୍ଟ ଉପରେ ପ୍ରେସର ପଡିଥାଏ । ଯାହା ଫଳରେ ମାନସିକ ଅବସ୍ତା ସନ୍ତୁଳିତ ହୋଇଯାଏ ।

 

ତେବେ ଆପଣ ମାଇଣ୍ଡକୁ ସ୍ତିର କରି ଶାନ୍ତିରେ ଶୋଇପାରିବେ । ଯଦି ପାଦରେ ଦରଜ ରହୁଥାଏ । ତେବେ ଏକ ପାତ୍ରରେ ନଖ ଉଷୁମ ଗରମ ପାଣିରେ ଅଳ୍ପ ଲୁଣ ମିଶାଇ ତାହା ଭିତରେ ପାଦକୁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ରଖିବା ଦ୍ଵାରା ପାଦର ଯନ୍ତ୍ରଣା ଦୂର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button