ଦେଶ- ବିଦେଶ

ସକାଳ ଜଳଖିଆରେ ନିଶ୍ଚୟ ସାମିଲ କରନ୍ତୁ ଏହି 8 ଟି ଜିନିଷ, ଆଜୀବନ ରହିବେ ନିରୋଗୀ, 80 ବର୍ଷରେ ବି ରହିବେ 22 ବର୍ଷ ପରି ଯବାନ

ସୂଚନା ଅନୁସାରେ ଶରୀର ପାଇଁ ଖାଦ୍ୟ ନିହାତି ଭାବରେ ଆବଶ୍ୟକ ହୋଇଥାଏ । ଆପଣ ସକାଳର ବ୍ରେକଫାଷ୍ଟରେ ଯେଉଁ ସବୁ ଖାଦ୍ୟ ସେବନ କରୁଛନ୍ତି । ତାହା ପ୍ରତି ଯତ୍ନଶୀଳ ହେବା ନିହାତି ଆବଶ୍ୟକ ହୋଇଥାଏ । ଯାହା ଦ୍ଵାରା ସକାଳ ଖାଇବା ଆମର ସ୍ଵାଦ ଓ ସ୍ଵାସ୍ଥ ୨ ଟି ପାଇଁ ଉପଯୋଗୀ ହୋଇପାରିବ । ସବୁବେଳେ ଚେଷ୍ଟା କରନ୍ତୁ।   ସକାଳର ବ୍ରେକଫାଷ୍ଟ ତେଲ ଓ ମସଲା ଯୁକ୍ତ  ନହୋଇଥିବା ଦରକାର । ଆପଣ ସକାଳ ବ୍ରେକଫାଷ୍ଟରେ ଅଣ୍ଡା ନିହାତି ଭାବେ ଖାଇପାରିବେ ।

 

ଅଣ୍ଡାରେ ଥିବା ସମସ୍ତ ପୋଷକ ତତ୍ଵ ଶରୀରର ପାଇଁ ଆବଶ୍ୟକ ହୋଇଥାଏ । ଏଥିରେ ପ୍ରୋଟିନ ଓ ଆଣ୍ଟି ଅକ୍ଷସିଡେଣ୍ଟ ମଧ୍ୟ ରହିଥାଏ । ଏହା ଖାଇବା ଦ୍ଵାରା ପେଟ ବହୁତ ସମୟ ପାଇଁ ଭର୍ତ୍ତି ହୋଇ ରହିଥାଏ , ଯାହା ଦ୍ଵାରା ଆପଣ ଅନ୍ୟାନ୍ୟ ଖାଦ୍ୟ ଖାଇବା ପାଇଁ ବାରମ୍ବାର ଇଛା କରିନଥାନ୍ତି । ଆପଣ ସକାଳ ବ୍ରେକଫାଷ୍ଟରେ ଦହି ମଧ୍ୟ ଖାଇପାରିବେ ।

ମ, ଫାଇବର, ମିନାରାଲ, ଭିଟାମିନ-B12, ଜିଙ୍କ ଓ ପୋଟାସିୟମ ଭଳି ଅନେକ ପୋଷକ ତତ୍ଵ ରହିଅଛି । ଏହାକୁ ବ୍ରେକଫାଷ୍ଟରେ ସେବନ କରିବା ଦ୍ଵାରା ଏହା ସ୍ଵାସ୍ଥ ପାଇଁ ଉପକାରୀ ରହିଥାଏ । ସକାଳେ ଆପଣ କଫି ମଧ୍ୟ ସେବନ କରିପାରିବେ । ଏହାକୁ ସେବନ କରିବା ଦ୍ଵାରା ଆପଣ ଭିତରୁ ସତେଜ ଅନୁଭବ କରିଥାନ୍ତି । ଯାହା ଦ୍ଵାରା ସପୂର୍ଣ୍ଣ ଦିନଟି ଭଲ ଭାବରେ କଟିଥାଏ ।

 

ମାନସିକ ଓ ଶାରୀରିକ କାର୍ଯ୍ୟ  କାରୀ ଦକ୍ଷତା କୁ ବୃଦ୍ଧି କରିଥାଏ । କଫିରେ କ୍ଳୋରୋଜେନିକ ଏସିଡ, କଫିଆସିଡ ଓ ଡିଟପେନସ ଏହି ସବୁ ଆଣ୍ଟିଆକ୍ସିଡେଣ୍ଟ କଫିରେ ରହିଥାଏ । ଦିନକୁ ୧ ରୁ ୩ କପ୍ ପର୍ଯ୍ୟନ୍ତ କଫିର ସେବନ କରିପାରିବେ । ବ୍ରେକଫାଷ୍ଟରେ ସବୁଠାରୁ ଉତ୍କୃଷ୍ଟ ଖାଦ୍ୟ ହେଉଛି ଓଟ୍ସ । ଏଥିରେ ଫାଇବର ବହୁ ମାତ୍ରାରେ ରହିଥାଏ ।

ଓଟ୍ସ ଖାଇବା ଦ୍ଵାରା କୋଲେଷ୍ଟ୍ରଲ୍ ର ମାତ୍ରାରେ ଶରୀରରେ ବଢିବା ପାଇଁ ଦେଇନଥାଏ । ବହୁତ ସମୟ ପର୍ଯ୍ୟନ୍ତ ଭୋକର ଆଭାସ ମଧ୍ୟ କରାଇ ନଥାଏ । ଚିଆ ସିଡ୍ ମଧ୍ୟ ବ୍ରେକଫାଷ୍ଟରେ ଖାଇପାରିବେ । ଏହାର ସେବନ ଦ୍ଵାରା ଶରୀରରେ ସୁଗାରର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ । ଏହା ଶରୀରକୁ ଅନେକ ପ୍ରକାର ଭିଟାମିନ, ମିନେରାଲ୍ସ, ଦେଇଥାଏ ।

 

ଫଳର ସେବନ ସ୍ଵାସ୍ଥ ପାଇଁ ବହୁତ ଉପକାରୀ ହୋଇଥାଏ । ସେଥିମଧ୍ୟରୁ ବେରି ବହୁତ ପୁଷ୍ଟିକର ହୋଇଥାଏ । ବ୍ଲୁ ବେରି, ଷ୍ଟ୍ରବେରି ଏଥିରେ ଆଣ୍ଟିଆକ୍ସିଡେଣ୍ଟ ରହିଥାଏ । ଏଥିରେ ଫାଇବର ଅଧିକ ମାତ୍ରାରେ ରହିବା ସହିତ କ୍ୟାଲୋରିଜ କମ୍ ପରିବମ୍ନରେ ରହିଥାଏ । ଏହା ଛଡା ବ୍ରାଉନ ବ୍ରେଡ, ପନିର ଏହି ସବୁ ସ୍ଵାସ୍ଥ ଉପଯୋଗୀ ବ୍ରେକଫାଷ୍ଟରେ ଖାଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button