ଖେଳ ଖବର

ପ୍ୟାରିସ୍ ପାରାଲିମ୍ପିକ୍ସ: ଦ୍ଵିତୀୟ ଦିନରେ ଭାରତକୁ ୨ଟି ପଦକ, ସ୍ଵର୍ଣ୍ଣ ଜିତିଲେ ଅବନୀ

ପ୍ୟାରିସ୍‌: ପ୍ୟାରିସ୍ ପାରାଲିମ୍ପିକ୍ସରେ ଚମକିଲା ଭାରତ। ଦ୍ଵିତୀୟ ଦିନରେ ଦୁଇ ଦୁଇଟି ପଦକ ନିଜ ନାଁରେ କରିଛି ଭାରତ। ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଗୋଟିଏ ସ୍ଵର୍ଣ୍ଣ ପଦକ ସହ ଦୁଇଟି ପଦକ ଦେଇଥିବା ପାରା ଶୁଟର ଅବନୀ ଲେଖରା ପ୍ୟାରିସ୍‌ ପାରାଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୧ ଇଭେଣ୍ଟରେ ଦେଶକୁ ସ୍ଵର୍ଣ୍ଣ ପଦକ ଦେଇଛନ୍ତି ଶୁଟର ଅବନୀ ଲେଖରା।

ଏଥିସହ ସମାନ ଇଭେଣ୍ଟରେ କାଂସ୍ୟ ପଦକ ହାତେଇଛନ୍ତି ମୋନା ଅଗ୍ରଓ୍ବାଲ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button