ଦେଶ- ବିଦେଶ

8 ମାର୍ଚ୍ଚ ହୋଲି ଦିନ ଚୁପଚାପ 3 ଟି ଜାଗାରେ ରଖନ୍ତୁ 1 ମୁଠି ଧଣିଆ, ପୁଣି ଦେଖନ୍ତୁ ଚମତ୍କାର

ଆସନ୍ତି କାଲି ହେବାକୁ ଥିବା ହୋଲି ପର୍ବ ଆପଣ ମାନଙ୍କ ଜୀବନରେ ରଙ୍ଗ ଭରିଦେଉ ଢେର ସାରା ହସ ଖୁସି ଆଣିଦେଉ । ଏହି ରଙ୍ଗର ପର୍ବ ହୋଲି ଦିନଟି ବହୁତ ପବିତ୍ର ହୋଇଥାଏ । ରାଧା କୃଷ୍ଣଙ୍କ ପ୍ରେମର ପ୍ରତୀକ ହୋଲି ପର୍ବକୁ ମନାଯାଏ । ତେଣୁ ଏହି ଦିନ ଆପଣ ଏକ ଉପାୟ ନିହାତି କରନ୍ତୁ ଯାହାଦ୍ବାରା ସେମାନଙ୍କ ଆଶୀର୍ବାଦ ଫଳରେ ଆପଣଙ୍କ ଜୀବନରେ ଧନ ସମ୍ପତ୍ତି ତଥା କୌଣସି ଜିନିଷରେ ଅଭାବ ରହିବ ନାହିଁ । ତେବେ ଆଉ ଡେରି ନକରି ଆସନ୍ତୁ ସେହି ଉପାୟ ସମ୍ପର୍କରେ ।

 

କୁହାଯାଏ ଧଣିଆ ଦ୍ଵାରା କରାଯାଇଥିବା ଉପାୟ କେବେ ମଧ୍ୟ ବିଫଳ ହୋଇନଥାଏ ବରଂ ଶୁଭ ଫଳ ପ୍ରଦାନ କରିଥାଏ । ଏହି ଉପାୟକୁ କରିବାଆ ଆପଣଙ୍କୁ ସକାଳୁ ଉଠି ସ୍ନାନ କରିବାକୁ ପଡିବ । ସ୍ନାନ କରିସାରିବା ପରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବାକୁ ପଡିବ । ଆପଣ ଏକ ହଳଦିଆ କପଡା ନିଅନ୍ତୁ ଏବଂ ଗଣିକି ସେହି ହଳଦିଆ କପଡାରେ ୨୧ ଧଣିଆ ରଖନ୍ତୁ । ଏବଂ ଏଥିରେ ହଳଦୀ ଲଗାନ୍ତୁ ।

ଏହାପରେ ଆପଣ ସେହି ହଳଦିଆ କପଡାକୁ ନାଲି ସୂତା ଦ୍ଵାରା ବାନ୍ଧିଦିଅନ୍ତୁ । ଏହି କପଡାକୁ ଆପଣ ନିଜ ପାଖରେ ରଖନ୍ତୁ ଏବଂ ଏକ ଓସ୍ତ ଗଛ ପାଖକୁ ଯାଆନ୍ତୁ । ଆପଣ ଓସ୍ତ ଗଛ ପାଖରେ ପହଞ୍ଚିବା ପରେ ସର୍ବ ପ୍ରଥମେ ଏକ ଲୋଟା ଜଳ ଅର୍ପଣ କରନ୍ତୁ । ଏହପରେ ଆପଣ ଓସ୍ତ ଗଛ ଚାରିପାଖରେ ସାତ ଥର ପରିକ୍ରମା କରନ୍ତୁ ।

 

ଆପଣ ସାଥିରେ ନେଇ ଯାଇଥିବା ଧଣିଆର ପୁଟୁଳି ଏହା କରିସାରିବା ପରେ ପୁଣି ଘରକୁ ନେଇ ଆସିବେ ନିଜ ସହ । ଘରକୁ ଆସିବା ପରେ ଆପଣ ସେହି ଧଣିଆ ପୁଟୁଳିକୁ ଘରର ଠାକୁର ଘରେ ରଖିଦେବେ । ୮ ମାର୍ଚ୍ଚ ହୋଲି ଦିନ ସନ୍ଧ୍ୟା ହୋଇଯିବା ପରେ ଆପଣ ଠାକୁର ରଖିଥିବା ସେହି ଧଣିଆକୁ ନେଇ ଆପଣ ଅଧିକ ସମୟ କଟାଉଥିବା ରୁମରେ ରଖିଦିଅନ୍ତୁ ।

ଯଦି ଆପଣ ହୋଲି ଦିନ ଏହି ଉପାୟଟି କରନ୍ତି ତେବେ ପୁରା ବର୍ଷ ରହୁ କେତୁ ଆପଣଙ୍କ ସାଥ ଦେବେ । ଆପଣଙ୍କ ଗ୍ରହ ନକ୍ଷତ୍ର ଆପଣଙ୍କ ପାଇଁ ଶୁଭ ପରିସ୍ଥିତି ମାନ ସୃଷ୍ଟି କରିବେ । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟା ଗୁଡିକର ସମାଧାନ ହେବ ଏବଂ ସେହିସବୁ ସମସ୍ୟା ଦୂରେଇ ଯିବ ।

 

ଅନ୍ୟ ଏକ ଉପାୟଟି ହେଉଛି ଆପଣ ହୋଲି ଦିନ ସନ୍ଧ୍ୟାରେ ହାତରେ ଏକ ଘିଅ ଦୀପ ଧରି ଏବଂ ୫ଟି ଧଣିଆ ହାତରେ ଧରି ଓସ୍ତ ଗଛ ମୂଳକୁ ଯାଆନ୍ତୁ ସେଠାରେ ଦୀପଟିକୁ ରଖିଦିଅନ୍ତୁ ଏବଂ ହାତରେ ଧରିଥିବା ଧଣିଆକୁ ପୂର୍ବ ଦିଗରେ ଥିବା ଜଳ ଭଣ୍ଡାରରେ ଭସାଇ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button