ଦେଶ- ବିଦେଶ

କେଉଁ ଜୀବ ଥରେ ଶୋଇଗଲା ପରେ ଦିତୀୟ ଥର ଆଉ ଉଠେ ନାହିଁ ?

ଜ୍ଞାନର ଆବଶ୍ୟକତା ସବୁ କ୍ଷେତ୍ରରେ ଦରକାର ପଡିଥାଏ । ତେଣୁ ଯେଉଁ ବ୍ୟକ୍ତିର ସବୁଥିରୁ କିଛି କିଛି ଜ୍ଞାନ ରହିଥାଏ । ସେହି ବ୍ୟକ୍ତିକୁ ବିଶେଷତଃ କୌଣସି ସ୍ଥାନରେ ଅଧିକ କିଛି ସମସ୍ଯାର ସାମ୍ନା କରିବାକୁ ପଡିନଥାଏ । ସେହିପରି କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇକି ଆସିଛୁ ।

 

1- କେଉଁ ପଶୁକୁ ଆଇନା ଦେଖିବାକୁ ଭୟ ଲାଗିଥାଏ ?

ଦେଖିବାକୁ ଭୟ ଲାଗିଥାଏ ?

2- ଭାରତର ସବୁଠାରୁ ଚଉଡା ନଦୀ କଣ ଅଟେ ?

ଉତ୍ତର;- ଭାରତର ସବୁଠାରୁ ଚଉଡା ନଦୀ ହେଉଛି ବ୍ରହ୍ମପୁତ୍ର ନଦୀ ।

3- କେଉଁ ଖାଦ୍ୟ କୁକୁରର ମୃତ୍ୟୁର କାରଣ ବନିପାରେ ?

ଉତ୍ତର;- ପିଆଜ ଖାଇଲେ ତାହା କୁକୁରର ମୃତ୍ୟୁର କାରଣ ବନିପାରେ ।

4- ମଶା ମୁହଁରେ କେତୋଟି ଦାନ୍ତ ରହିଛି ?

ଉତ୍ତର;- ମଶା ମୁହଁରେ 47 ଟି ଦାନ୍ତ ରହିଛି ।

5- କେଉଁ ଦେଶରେ ହାତୀକୁ ମାରିବାର ଦଣ୍ଡ ହେଉଛି ମୃତ୍ୟୁ ?

ଉତ୍ତର;- ଶ୍ରୀଲଙ୍କାରେ ହାତୀ ମାରିବା ଦ୍ଵାରା ମୃତ୍ୟୁ ଦଣ୍ଡ ମିଳିଥାଏ ।

6- କେଉଁ ଦେଶର ଲୋକ କୁକୁରର କ୍ଷୀର ପିଇଥାନ୍ତି ?

ଉତ୍ତର;- ମୋନୋ ଦେଶର ଲୋକ କୁକୁରର କ୍ଷୀର ପିଇଥାନ୍ତି ।

7- କେଉଁ ପଶୁର କ୍ଷୀର ପିଇବା ଦ୍ଵାରା ନିଶା ହୋଇଥାଏ ?

ଉତ୍ତର;- ହାତୀର କ୍ଷୀର ପିଇବା ଦ୍ଵାରା ନିଶା ହୋଇଥାଏ ।

8- ସବୁଠାରୁ ଶୀଘ୍ର ବଢୁଥିବା ବୃକ୍ଷର ନାମ କଣ ଅଟେ ?

ଉତ୍ତର;- ସବୁଠାରୁ ଶୀଘ୍ର ବଢୁଥିବା ବୃକ୍ଷର ନାମ ହେଉଛି ବାଉଁଶ ।

 

9- ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଫଳର ନାମ କଣ ଅଟେ ?

ଉତ୍ତର;- ବିଶ୍ଵର ସବୁଠାରୁ ଶକ୍ତି ଶାଳୀ ଫଳର ନାମ ହେଉଛି କିୱି ।

10- କେଉଁ ଜୀବ ଥରେ ଶୋଇଗଲା ପରେ ଦିତୀୟ ଥର ଉଠେ ନାହିଁ ?

ଉତ୍ତର;- ପିମ୍ପୁଡି ଥରେ ଶୋଇଗଲା ପରେ ଦିତୀୟ ଥର ଉଠେ ନାହିଁ ।

11- କେଉଁ ଫଳର ମଞ୍ଜି ବିଛାର ଯାହାରକୁ ବାହାର କରିଦେଇଥାଏ ?

ଉତ୍ତର;- ତେନ୍ତୁଳୀ ଫଳର ମଞ୍ଜି ବିଛାର ଜହରକୁ ବାହାର କରିଦେଇଥାଏ ।

12- ଚା’ ର ସନ୍ଧାନ ସର୍ବ ପ୍ରଥମେ କେଉଁ ଦେଶରେ ହୋଇଥିଲା ?

ଉତ୍ତର;- ଚା’ ର ସନ୍ଧାନ ସର୍ବ ପ୍ରଥମେ ଚୀନ ଦେଶରେ ହୋଇଥିଲା ।

13- ଭାରତରେ ସମୁଦାୟ କେତୋଟି ଜିଲ୍ଲା ରହିଛି ?

ଉତ୍ତର;- ଭାରତରେ ସମୁଦାୟ 735 ଜିଲ୍ଲା ରହିଛି ।

14- କେଉଁ ଦେଶ ଯେଉଁଠାରେ ଗୋଟିଏ ବି ମନ୍ଦିର ନାହିଁ ?

ଉତ୍ତର;- ସାଉଦୀ ଆରବ ଯେଉଁଠାରେ ଗୋଟିଏ ବି ଦେଶ ନାହିଁ ।

15- କେଉଁ ଦେଶର ଲୋକ ସାପର ଜହରକୁ ପିଇଥାନ୍ତି ?

ଉତ୍ତର;- ଭିଏତନାମ ଦେଶର ଲୋକ ସାପର ଜହରକୁ ପିଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button