ମନୋରଞ୍ଜନ

ସ୍ଵାମୀ ସ୍ତ୍ରୀ କୁ ଦିଏ କିନ୍ତୁ ସ୍ତ୍ରୀ ସ୍ଵାମୀକୁ ଦିଏ ନାହିଁ ତାହା କ’ଣ ?

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ମଜାଳିଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

 

1- ଦିଲ୍ଲୀର ପ୍ରଥମ ମହିଳା ଶାସିକ ରେଜିଆ ସୁଲତାନା କାହାର ଝିଅ ଥିଲେ ?

ଉତ୍ତର;- ଦିଲ୍ଲୀର ପ୍ରଥମ ମହିଳା ଶାସିକା ଇଲତୁତମିଶଙ୍କର ଝିଅ ଥିଲେ ।

2- ଉଦ୍ଭିଦର ରଙ୍ଗ ସବୁଜ କାହା ପାଇଁ ହୋଇଥାଏ ?

ଉତ୍ତର;- ଉଦ୍ଭିଦର ରଙ୍ଗ ସବୁଜ ହିମୋଗ୍ଲୋବିନ ପାଇଁ ହୋଇଥାଏ ।

3- କେଉଁ ଅଞ୍ଚଳ ସହିତ ମଧ୍ୟପ୍ରଦେଶର ସୀମା ଲାଗି ରହିଛି ?

ଉତ୍ତର;- ବିଦର୍ଭ ଅଞ୍ଚଳ ସହ ମଧ୍ୟପ୍ରଦେଶର ସୀମା ଲାଗି ରହିଛି ।

4- ଭାରତୀୟ ମୁଦ୍ରା ନୋଟର ଭାଷା ପ୍ୟାନେଲରେ ଉପରୁ ତଳକୁ ଦେଖିଲେ କେଉଁ ଭାଷା ପ୍ରଥମେ ଦେଖିବାକୁ ପାଇବେ ?

ଉତ୍ତର;- ଭାରତୀୟ ମୁଦ୍ରା ନୋଟର ଭାଷା ପ୍ୟାନେଲରେ ଉପରୁ ତଳକୁ ଦେଖିଲେ ପ୍ରଥମେ ଆସାମୀ ଭାଷା ଦେଖିବାକୁ ମିଳେ ।

5- ସଂସ୍କୃତ ବାକ୍ୟ ଅତିଥି ଦେବୋ ଭବୋ ଯାହାର ଅର୍ଥ ଅତିଥି ଭଗବାନ ଅଟନ୍ତି କେଉଁ ଉପନିଷଦରୁ ନିଆଯାଇଛି ?

ଉତ୍ତର;- ତୈତ୍ତିରିୟୋପନିଷଦ ।

 

6- କେଉଁଟି ଏକ ପ୍ରକାର ରେଶମ ଯାହାର ଉତ୍ପାଦନ ପାରମ୍ପରିକ ରୂପେ ଆସାମରେ ହୋଇଥାଏ ?

ଉତ୍ତର;- ମୁଗା ।

7- ଲଙ୍କା ଯିବା ପାଇଁ ସେତୁ ବନ୍ଧ ବାନ୍ଧିବା ସମୟରେ ଭଗବାନ ରାମ ଚନ୍ଦ୍ର ଯେଉଁ ଶିବଲିଙ୍ଗ ସ୍ଥାପନା କରିଥିଲେ ତାହାର ନାମ କଣ ଅଟେ ?

ଉତ୍ତର;- ରାମେଶ୍ଵରମ ।

8- ବିଶ୍ଵର ସର୍ବ ପ୍ରଥମ ପରମାଣୁ ସଞ୍ଚାଳିତ ବୁଡାଜହାଜ କେଉଁଟି ?

ଉତ୍ତର;- nautilus ।

9- କେଉଁ ଦେଶ ପଶୁ ମାନଙ୍କ ପାଇଁ ବିଶ୍ଵର ପ୍ରଥମ କୋଭିଡ-19 ଭେକ୍ଷିନ ଉଦ୍ଭାବନ କରିଥିବାର ଦାବୀ କରିଅଛି ?

ଉତ୍ତର;- ବ୍ରାଜିଲ ।

10- ସ୍ଵାମୀ ସ୍ତ୍ରୀ କୁ ଦିଏ କିନ୍ତୁ ସ୍ତ୍ରୀ ସ୍ଵାମୀକୁ ଦିଏ ନାହିଁ ତାହା କଣ ?

ଉତ୍ତର;- କୂଳନାମ ।

Related Articles

Leave a Reply

Your email address will not be published. Required fields are marked *

Back to top button