ମହିଳାଙ୍କ ଗର୍ଭ ରେ ବଢୁଥିବା ଛୁଆ ଏତେ ଜୋର ଗୋଇଠା ମାଇଲା ଯେ ମହିଳାଙ୍କ ଗର୍ଭ ଫାଟି ଗଲା, ଆଗୁକୁ ଯାହା ହେଲା ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ
ଗୋଟେ ଗର୍ଭବତୀ ମହିଳା ପାଇଁ ତାଙ୍କ ପେଟ ରେ ବଢୁଥିବା ଛୁଆ ଅନୁଭବ କରିବା ବହୁତ ଅଲଗା ଏବଂ ସୁଖଦ ଅନୁଭବ ହୋଇ ଥାଏ, ଗୋଟେ ନୂଆ ଜୀବନକୁ ନିଜ ଭିତରେ ଅନୁଭବ କରିବାର ବର ଠାକୁର କେବଳ ଗୋଟେ ମହିଳାକୁ ଦେଇ ଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମଧ୍ୟ ଶୁଣି ଆଶ୍ଚର୍ଯ୍ୟ କରିବେ । ତେବେ ଆସନ୍ତୁ ଜାଣିବା ।
ଗୋଟେ ମହିଳାଙ୍କ ଗର୍ଭରେ ବଡୁଥିବା ସନ୍ତାନ ତାଙ୍କୁ ଏତେ ଜୋର କିକ ମାଇଲା ଯେ ସେହି ମହିଳାଙ୍କ ଗର୍ଭ ଫାଟି ଗଲା ।
ଆଜି ଠାରୁ ଆଗରୁ ବୋଧେ ଆପଣ ଏହି କଥା ଶୁଣି ଥିବେ ଯେ ଛୁଆ କିକ୍ ମାରି ମାଁ ଗର୍ଭ ଫଟେଇ ଦେଲା କିନ୍ତୁ ଏହା ସତ ହୋଇଛି ଚୀନ ର ବେଜିଙ୍ଗ ରେ ଗୋଟେ ଜେଙ୍ଗ ନାମକ ମହିଳାକୁ ସେହି ସମୟରେ ବହୁତ ଜୋର ଦରଜ ହେଲା ଯେତେବେଳେ ୯ ମାସ ଚାଲୁ ଥିବା ସମୟରେ ତାଙ୍କ ପେଟ ରେ ଥିବା ଛୁଆ କିକ ମାଇଲା ଓ ଏହା ଦ୍ଵାରା ତାଙ୍କ ଗର୍ଭାସୟ ଫାଟି ଗଲା । ପ୍ରଥମେ ଜେଙ୍ଗ କୁ ଲାଗିଲା ଏହା ସାମାନ୍ୟ ଦରଜ କିନ୍ତୁ କିଛି ସମୟ ଦରଜ ପରେ ସେ ବେହୋଶ ହୋଇ ପଡି ଗଲେ । ବେହୋଶ ହୋଇ ପଡିଲା ପରେ ଜେଙ୍ଗ କୁ ବହୁତ ଜୋର ଦରଜ ହେଲା ଓ ଏହା ସହ ବ୍ଲିଡିଙ୍ଗ ହବା ଆରମ୍ଭ ହୋଇ ଗଲା ।
ଏହା ପରେ ଜେଙ୍ଗଙ୍କ ବିପି ଲଗାତାର କମିବା ଆରମ୍ଭ ହେଲା ଓ ଜେଙ୍ଗକୁ ନିଶ୍ଵାସ ନବା ପାଇଁ ଅସୁବିଧା ହେଲା । ହସ୍ପିଟଲ ଗଲା ପରେ ଜେଙ୍ଗ ଘର ଲୋକଙ୍କୁ ଡକ୍ଟର କହିଲେ ଯେ ଛୁଆ ଜେଙ୍ଗ କ ଏବ୍ଡୋମିନଲ କୈୱିଟୀ ଉପରେ ଜୋର ସେ କିକ ମାରି ଦେଇଛି, ଏହା ପରେ ଡକ୍ଟର ଜେଙ୍ଗକୁ ଭିତରେ ନେଇ ଗଲେ ଓ ଫିବ୍ରୋଇଦଶ କାଢିବା ପାଇଁ ସିଜରିନ କଲେ କିନ୍ତୁ ଏହା ଦ୍ଵାରା ମଧ୍ୟ ଜେଙ୍ଗ କୁ ଇନଫେକସନ ହୋଇ ଗଲା । ଏହା ପରେ ବହୁତ ହସ୍ପିଟଲ କ୍ରାଇଟେରିୟା ପରେ ଏବେ ଜେଙ୍ଗ ଓ ତାଙ୍କ ଛୁଆ ଭଲ ଅଛନ୍ତି ।