ଯେଉଁ ସ୍ତ୍ରୀ-ପୁରୁଷ ଙ୍କ ଶରୀରର ଏହି ସ୍ଥାନରେ କଳାଜାଇ ଥାଏ- ତେବେ ସେ ଅତ୍ୟନ୍ତ ରୋମାଣ୍ଟିକ ହୋଇଥାନ୍ତି, ଆପଣଙ୍କର ନାହିଁ ତ?
ସ୍ତ୍ରୀ ହେଉ କିମ୍ବା ପୁରୁଷ ହେଉ କାହାର ନା କାହାର ଶରୀରର ବିଭିନ୍ନ ଅଙ୍ଗରେ ଛୋଟ କଳା ବିନ୍ଦୁର ଚିହ୍ନ ଥାଏ ତାକୁ କଳାଜାଇ କହନ୍ତି । ଏହି କଳାଜାଇ ଆମ ଜୀବନରେ ଆସୁଥିବା ସ୍ୱଭାବ ବିଷୟରେ କହିଥାଏ । ଆଜି ଆମେ ଆପଣଙ୍କୁ କଳାଜାଇ ସହିତ ଜଡିତ ଏମିତି କିଛି ଖାସ କଥା କହିବୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଶରୀର ରେ ଥିବା ଏହି କଳାଜାଇ ଅନେକ କଥା ଦର୍ଶାଇ ଥାଏ । ତେବେ ଏହା କଣ ସନବୁ କୁହେ ଆସନ୍ତୁ ଜାଣିବା ।
ଯଦି ଶରୀରର ଏହି ସ୍ତାନରେ କଳାଜାଇ ଥାଏ ତେବେ ଆପଣଙ୍କୁ ମିଳିପାରେ ଧନ
ଯଦି କୌଣସି ବ୍ଯକ୍ତିର ଆଖିର ପତା ଉପରେ କଳାଜାଇ ଥାଏ ତେବେ ସେହି ବ୍ୟକ୍ତି ସବୁ କାମକୁ ବୁଦ୍ଧିମାନର ସହିତ କରେ ଓ ତାଙ୍କୁ ଏହି ସବୁ କାମରେ ବହୁତ ଆନନ୍ଦ ମିଳିଥାଏ । ଯଦି ଆପଣଙ୍କ ପାର୍ଟନର ଶରୀରର ଏହି ସ୍ଥାନରେ କଳାଜାଇ ଥାଏ ତେବେ ସେ ବହୁତ ରୋମାଣ୍ଟିକ ହୋଇଥିବେ ଜୋତିଷ୍କଶାସ୍ତ୍ର ଅନୁସାରେ ଏହା ମାନନ୍ତି କି କୌଣସି ପୁରୁଷ-ସ୍ତ୍ରୀ ର ଗାଲରେ କଳାଜାଇ ହୋଇଥାଏ ସେହି ବ୍ୟକ୍ତି ବହୁତ ରୋମାଣ୍ଟିକ ହୋଇଥାଏ ।
ଏହି ବ୍ୟକ୍ତି ପ୍ରେମ ମାମଲାରେ ବହୁତ ଇମୋଶନାଲ ହୋଇଥାନ୍ତି । ସେମାନେ କାହା ଉପରେ ବି ବହୁତ ଜଲ୍ଦି ବିଶ୍ବାସ କରି ଦିଅନ୍ତି । ଏହି ପ୍ରକାରର ଲୋକ ବହୁତ ଭାବୁକ ହେଇଥାନ୍ତି ଓ ଅନ୍ୟକୁ ସବୁବେଳେ ସାହାଯ୍ୟ କରିଥାନ୍ତି । ଯେଉଁ ମାନଙ୍କ ଆଖି ତଳେ କିମ୍ବା ନାକ ପାଖରେ କଳାଜାଇ ଅଛି ସେମାନେ ବହୁତ ରହସ୍ୟମଇ ହୋଇଥାନ୍ତି ଓ ତାଙ୍କୁ ବୁଝିପାରିବା ବହୁତ ମୁସକିଲ ହୋଇଥାଏ ।