ଜମି କିଣିବା ଓ ଘର ବନେଇବା ପୂର୍ବରୁ ଏହି କଥା ଗୁଡିକ ଜାଣି ରଖନ୍ତୁ- ନିଶ୍ଚୟ ଜାଣି ନିଅନ୍ତୁ କାମରେ ଆସିବେ

ପ୍ରାୟତଃ ଘର କିଣିଲା ପରେ ଲୋକ ସେଥିରେ ପୂଜା ବା ଯଜ୍ଞ କରନ୍ତି, କିନ୍ତୁ ଏହା ଆପଣ କରନ୍ତୁ ନାହିଁ ନହେଲେ ଆପଣ ସେହି ଘରେ କେବେ ବି ଖୁସି ରେ ରହି ପାରିବେ ନାହିଁ କାହିଁକିନା ଘର ତିଆରି ପୂର୍ବରୁ ସେହି ପାଖ ର ନକାରାତ୍ମକ ଊର୍ଜା କୁ ପୂଜା କରି ଶାନ୍ତ କରା ଯାଇ ନଥାଏ । ବାସ୍ତୁ ଶାସ୍ତ୍ର ଅନୁଯାଇ କୌଣସି ଭୂମି କିଣିଲା ବା ବନେଇବା ପୂର୍ବରୁ ଭୂମି ପୂଜନ ନିଶ୍ଚିତ କରନ୍ତୁ ।
ଏହି କଥା ଗୁଡିକ ଧ୍ୟାନ ରେ ରଖନ୍ତୁ :
– ଫ୍ଲାଟ କିଣିବା ଆଗରୁ ଦେଖି ଦିଅନ୍ତୁ କି ମାଟି କେଉଁ ପ୍ରକାର ଅଛି, ଜମି କେମିତିକା ଜାଗା ରେ ଅଛି ଏବଂ କଣ୍ଟାଗଛ ଜାଗା ରେ ଘର କେବେ କିଣନ୍ତୁ ନାହିଁ ଏବଂ ବନାନ୍ତୁ ନାହିଁ ।
– ସବୁ ବେଳେ ଏହି କଥା ର ଧ୍ୟାନ ରଖନ୍ତୁ କି ଜାଗା କୌଣସି ଗାଳି ବା ଛକ ରେ ନ ଥାଉ କାହିଁକିନା ଏମିତିଆ ଜାଗା ରେ ଘର ରହିଲେ ସବୁବେଳେ ଲୋକଙ୍କ ଶବ୍ଦ ଶୁଭୁ ଥିବ ଏବଂ ଘରେ ଶାନ୍ତି ରହିବ ନାହିଁ ।
– କୁହାଯାଏ କି ମନ୍ଦିର ଅବା ମସଜିଦ ପାଖ ଘର ହେଲେ ଶୁଭ ବୋଲି କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାଇ ଏହା ଭୁଲ ଅଟେ ।
– ଫ୍ଲାଟ ର ଦକ୍ଷିଣ ଭାଗରେ ପାଣି ର ସ୍ରୋତ ରହିବା ଉଚିତ ନୁହେଁ ।
– ଜ୍ଯୋତିଷ ଏବଂ ପଣ୍ଡିତ ମାନଙ୍କ ଦିଶା ଉପରେ ଭଲ ଜ୍ଞାନ ହୋଇଥାଏ ସେଥିପାଇଁ ଘର ବନେଇବା ବା କିଣିବା ପୂର୍ବରୁ ଜଣେ ଭଲ ପଣ୍ଡିତ କୁ ଦେଖାଇ ଦିଶା ବିଷୟ ରେ ପଚାରିବା ଉଚିତ ଅଟେ ।