ଦେଶ- ବିଦେଶ

ଦୁନିଆର ସବୁଠୁ ବଡ଼ ହିନ୍ଦୁ ମନ୍ଦିର କେଉଁଠି ନାହାନ୍ତି ଗୋଟିଏ ହି-ନ୍ଦୁ ଦେଖନ୍ତୁ କାହିଁକି ଏବଂ କେଉଁ ସ୍ଥାନରେ ଅଛି ଏହି ଭବ୍ୟ ପବିତ୍ର ମନ୍ଦିର

ଯଦି ହିନ୍ଦୁ ମନ୍ଦିର ଗୁଡିକ ବିଷୟରେ କଥାବାର୍ତ୍ତା କରାଯାଏ,ତାହେଲେ ଭାରତ ହିନ୍ଦୁ ମନ୍ଦିରରେ ପରିପୂର୍ଣ୍ଣ।ଆହୁରି ଅନେକ ଦେଶରେ ମଧ୍ୟ ହିନ୍ଦୁ ମନ୍ଦିର ଅଛି। କିନ୍ତୁ ଗୋଟିଏ ଏପରି ଏକ ଦେଶ ରହିଛି ଯେଉଁଠାରେ ସବୁଠାରୁ ବଡ଼ ଏକ ହିନ୍ଦୁ ମନ୍ଦିର ଏବଂ ସବୁଠୁ ବଡ଼ ଧାର୍ମିକ ଇଶ୍ମାରକ ରହିଛି।
Special Report
ଏହି ଦେଶରେ କୌଣସି ହିନ୍ଦୁ ଲୋକ ନାହାଁନ୍ତି। ଏହି ଦେଶର ପତାକାର ଚିହ୍ନ ମଧ୍ୟ ହିନ୍ଦୁ ଲୋକଙ୍କର ଏକ ମନ୍ଦିର ଅଟେ। ହିନ୍ଦୁ ଧର୍ମ ଦୁନିଆର ଏମିତି ଏକମାତ୍ର ଧର୍ମ ଯାହାକି ସବୁଠାରୁ ପୁରାତନ ଧର୍ମ ଅଟେ।
Special Report
ଏହା ବିଶ୍ୱାସ କରାଯାଏ କି ହିନ୍ଦୁ ଧର୍ମ ୧୨ ହଜାର ବର୍ଷ ରୁ ଅଧିକ ପୁରୁଣା ଧର୍ମ ଅଟେ। ହିନ୍ଦୁ ଧର୍ମ ରେ ମୂର୍ତ୍ତି ପୂଜା ଏବଂ ଧ୍ୟାନ କରିବାର ବିଶେଷ ମହତ୍ତ୍ଵ ରହିଛି। ଏହି କଥା ର ବୋହୁତ ପ୍ରମାଣ ରହିଛି କି
Special Report
 ଦୁନିଆର କିଛି ଦେଶରେ ସର୍ବ ପ୍ରଥମେ ସନାତନ ଧର୍ମ ଥିଲା। ଅଙ୍କରବାଟ୍ ମନ୍ଦିର ଦୁନୀୟାର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ଅଟେ। ଏହାଛଡ଼ା ଏହା ବିଶ୍ଵର ସବୁଠାରୁ ବଡ଼ ଧାର୍ମିକ ଇସମାରକ୍ ମଧ୍ୟ ଅଟେ।
Special Report
ଏହା କମ୍ବୋଡିଆ ଦେଶ ଅଙ୍କୁର ରେ ଅବସ୍ଥିତ। ଅଙ୍କୁର ସିମ୍ରିତ ସହରରେ ମିକୋଙ୍ଗ ନଦୀ କୂଳରେ ରହିଛି। ଏହି ମନ୍ଦିର ଭଗବାନ ବିଷ୍ଣଙ୍କର ସମର୍ପଣ ଅଟେ।
ସେଠାରେ ପୂର୍ବରୁ ରହିଥିବା ଶାସକ ମାନେ ଭଗବାନ ଶିବଙ୍କ ବଡ଼ ବଡ଼ ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିରର ପୁରୁଣା ନାମ ୟାସୋଧପୁର ଥିଲା। ରାଜା ସୂର୍ଯ୍ୟଭର୍ମନ୍ ଙ୍କ ଶାସନ କାଳରେ ୧୧୧୨ ରୁ ୧୧୫୩ ପର୍ଯ୍ୟନ୍ତ ଏହି ମନ୍ଦିରର ନିର୍ମାଣ କରାଯାଇଥିଲା।
ଏହି ମନ୍ଦିର ର ଚିତ୍ର କୁ କମ୍ବୋଡିଆ ର ରାଷ୍ଟ୍ରୀୟ ଧ୍ୱଜାରେ ମଧ୍ୟ ସାମିଲ କରାଯାଇଥିଲା।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button