ଦେଶ- ବିଦେଶ

ରାତା ରାତି ଚମକି ଉଠିବ ଭାଗ୍ୟ, ବାସ ତକିଆ ତଳେ ରଖନ୍ତୁ ଏହି 1 ଜିନିଷ ଆଉ ଦେଖନ୍ତୁ ଚମତ୍କାର-

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଦିନରେ କଷ୍ଟ କରି ଆସିବା ପରେ ରାତିରେ ଶୋଇ ନିଜ ଶରୀରକୁ ଆରମ ଦେଇଥାନ୍ତି । ରାତିରେ ଶୋଇବା ସମୟରେ ସମସ୍ତ ଲୋକଙ୍କୁ ତକିଆର ବହୁତ ଆବଶ୍ୟକତା ରହିଥାଏ ।

ବନ୍ଧୁଗଣ ଏହି ଦେଖାଯାଉଥିବା ମାମୁଲି ତକିଆ ମଣିଷ ମୁଣ୍ଡକୁ ସାହାରା ଦେଇଥାଏ । ହେଲେ ଆଜିଆମେ ଆପଣ ମାନଙ୍କୁ ଏହି ତକିଆ ସହ ଜଡିତ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ମାନେ ଧନବାନ ହୋଇପାରିବେ ।

ପଣ ମାନଙ୍କୁ ଏପରି କିଛି ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ମଣିଷ ଶୋଇବା ପୂର୍ବରୁ ନିଜ ତକିଆ ତଳେ ରଖି ଶୋଇଲେ ମଣିଷର ଭାଗ୍ୟ ବଦଳିଯିବ ।

ଏହି ସବୁ ଜିନିଷ ଗୁଡିକ ମଧ୍ୟରେ ବହୁତ ସକାରାତ୍ମକ ପ୍ରଭାବ ରହିଥାଏ ଯାହା ମଣିଷ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ଗୁଡିକ ବିଷୟରେ ।

୧. ମୟୂର ପଙ୍ଖ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ମୟୂର ପଙ୍ଖ । ମୟୂର ପଙ୍ଖରେ ବହୁତ ସକାରାତ୍ମକ ପ୍ରଭାବ ରହିଥାଏ ଯାହାକୁ ଶୋଇବା ସମୟରେ ତକିଆ ତଳେ ରଖି ଶୋଇଲେ ମଣିଷକୁ ବହୁତ ଲାଭ ମିଳିପାରେ । ତକିଆ ତଳେ ମୟୂର ପଙ୍ଖ ରଖି ଶୋଇଲେ ବ୍ୟକ୍ତିର କୁଣ୍ଡଳୀରେ ଥିବା ଦୋଷ ଧୀରେ ଧୀରେ ସମାପ୍ତ ହୋଇଯାଇଥାଏ । ଯେତେବେଳେ ଏଆପଣ ସଖାଳ ସମୟରେ ଉଠିବେ ସେତେବେଳେ ପ୍ରଥମେ ତକିଆ ତଳେ ଥିବା ମୟୂର ପଙ୍ଖର ଦର୍ଶନ କରିବେ ଦେଖିବେ ବନ୍ଧୁଗଣ ଆପଣ ମାନଙ୍କୁ ଏହାର ଶୁଭ ପରିଣାମ ବିଷଚୟ ମିଳିବ ।

୨. ଯଦି ବନ୍ଧୁଗଣ ଆପଣ ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ୪ ରୁ ୫ ଟି ତୁଳସୀ ପତ୍ରକୁ ରଖି ସୋଇବେ ତା ହେଲେ ଆପଣଙ୍କ ଶରୀରରେ ସକାରାତ୍ମକ ପ୍ରଭାବର ବୃଦ୍ଧି ହେବ । ଯାହାଫଳରେ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ଓ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ସଖାଳେ ଉଠିବା ପରେ ଆପଣ ସେହି ତୁଳସୀ ପତ୍ର ଗୁଡିକୁ ସେବନ କରନ୍ତୁ ଦେଖିବେ ଆପଣଙ୍କୁ ଏହାର ଶୁଭ ପରିଣାମ ନିଶ୍ଚୟ ମିଳିବ । ହେଲେ ବନ୍ଧୁଗଣ ସନ୍ଧ୍ୟା ସମୟରେ ଭୁଲ ସେ ମଧ୍ୟ ତୁଳସୀ ପତ୍ରକୁ ଭାଙ୍ଗିବେ ନାହିଁ ଏହା ବହୁତ ଅଶୁଭ ହୋଇଥାଏ ।

୩. ଯଦି ବନ୍ଧୁଗଣ ଆପଣ ମାନଙ୍କର କୁଣ୍ଡଳୀରେ କୌଣସି ଦୋଷ ରହିଛି ତା ହେଲେ ଆପଣ ଶୋଇବା ପୂର୍ବରୁ ନିଜ ତକିଆ ତଳେ ଏକ ଚାନ୍ଦିର ମୁଦ୍ରା ନିଶ୍ଚୟ ରଖନ୍ତୁ । ଚାନ୍ଦିର ମୁଦ୍ରା ରଖିବା ଦ୍ଵାରା ଆପଣଙ୍କର କୁଣ୍ଡଳୀରେ ଥିବା ସମସ୍ତ ଦୋଷ ଦୂର ହୋଇଯିବ । ଏହା ସହିତ ଆପଣଙ୍କୁ ନିଜ ଜୀବନରେ କୌଣସି ସମସ୍ଯାର ସମ୍ମୁଖୀନ ହେବାକାଉ ପଡିବ ନାହିଁ । ତେଣୁ ବନ୍ଧୁଗଣ ଶୋଇବା ପୂର୍ବରୁ ଆପଣ ଏହି ଜିନିଷ ଗୁଡିକ ମଧ୍ୟରୁ ଗୋଟିଏ ଜିନିଷ ରଖି ନିଶ୍ଚୟ ଶୋଇପଡନ୍ତୁ ଦେଖିବେ ଆପଣଙ୍କର ଭାଗ୍ୟ ବଦଳିଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button