ଦେଶ- ବିଦେଶ

ବନ୍ୟା ଜଳରେ ଓହ୍ଲାଇଲେ ମତ୍ସ୍ୟକନ୍ୟା, ଫୋଟୋ ହେଲା ସୋସିଆଲ ମିଡିୟା ରେ ଭାଇରାଲ

ବିହାରର ରାଜଧାନୀ ପଟନା ରେ ଅତ୍ୟଧିକ ବର୍ଷା କାରଣରୁ ଦୁଃଖ ର ଛାୟା ଖେଳି ରହିଛି । ଲୋକ ଏତେ ଦୁଃଖ ରେ ଅଛନ୍ତି କିନ୍ତୁ ସେଠି ଏକ ମଡେଲ ବନ୍ୟା ମଝିରେ ନିଜ ଫୋଟୋଶୂଟ କରେଇଛନ୍ତି । ଏହି ମଡେଲ ର କିଛି ଫୋଟୋ ସୋସଅଲ ମିଡିୟା ରେ ଭାୟରାଲ ହୋଇଛି, ଯେଉଁଥିରେ ସେହି ମଡେଲ ଏକ ରେଡ ଡ୍ରେସ ପିନ୍ଧି ବର୍ଷାପାଣି ରେ ଫୋଟୋଶୂଟ କରିବାର ଦେଖାଯାଉଛନ୍ତି । ତେବେ କଣ ସମ୍ପୁର୍ଣ୍ଣ ଘଟଣା ଆସନ୍ତୁ ଜାଣିବା ।

ସେଥିପାଇଁ କରେଇଲେ ଫୋଟୋଶୂଟ :

 

ଫୋଟୋଶୂଟ କରେଇବା ବାଲା ଫୋଟୋଗ୍ରାଫର କହୁଛନ୍ତି କି ଆମେ ଏହି ହସୁଥିବା ଫୋଟୋଶୂଟ ଏଥିପାଇଁ କଲୁ କାହିଁକିନା ଆମେ ସବୁ ଲୋକଙ୍କୁ ଏହି ସନ୍ଦେଶ ଦବାକୁ ଚାହୁଁଥିଲୁ କି ବିହାର ରେ କିଛି ବି ହେଇଗଲେ ବାହାର ଲୋକଙ୍କୁ କିଛି ଫରକ ପଡିବ ନାହିଁ ।

 

ଲୋକେ ପ୍ରଶ୍ନ କରୁଛନ୍ତି :

ସୋସିଅଲ ମିଡିୟା ରେ ଏହି ଫୋଟୋ ଭାୟରଲ ହେଲା ପରେ କିଛି ଲୋକ କାମ ର ପ୍ରସଂଶା କରୁଅଛନ୍ତି ତ କିଛି ଲୋକ ଫୋଟୋଶୂଟ ଉପରେ ପ୍ରଶ୍ନ କରୁଛନ୍ତି । ଲୋକଙ୍କ ପ୍ରଶ୍ନ ଅଛି କି ପଟନା ଲୋକ ଦୁଃଖରେ ବୁଡିଛନ୍ତି ଏବଂ ଏହି ମଡେଲ କୁ ଫୋଟୋଶୂଟ କରିବା ଦେଖାଯାଉଛି, କିଛି ଲୋକଙ୍କ ଅନୁଯାଇ ଏହା କେବଳ ଫେମସ ହବାର ଏକ ବାଟ ।

 

ଫୋଟୋଗ୍ରାଫର ବୁଝାଇଲେ :

ଫୋଟୋ ରେ ଏମିତିକା କମେଣ୍ଟ ଦେଖି ଫୋଟୋଗ୍ରାଫର ସୌରଭ କହିଲେ ଆମକୁ ବି ଏହିଭଳି ଜାଗାରେ ଯାଇ ଫୋଟୋଶୂଟ କରିବା ପସନ୍ଦ ନୁହେଁ । ଆପଣମାନେ କେବଳ ଫୋଟୋ ରେ ପାଣି ସହ ଖେଳୁଥିବା ଝିଅ ଦେଖିଛନ୍ତି କିନ୍ତୁ ତା ପଛର କଷ୍ଟ କାହାକୁ ଦେଖାଗଲା ନାହିଁ ।

 

ଏହି ପରି ଫୋଟୋଶୂଟ କରିବା ସହଜ ନୁହେଁ । ଜିନିଷ କୁ ଦେଖିବା ଓ ଦେଖେଇବାର ସମସ୍ତଙ୍କ ଅଲଗା ଅଲଗା ବାଟ ଥାଏ ଯାହାର ଯେମିତି ଇଛା ତାକୁ ଗ୍ରହଣ

Related Articles

Leave a Reply

Your email address will not be published. Required fields are marked *

Back to top button