ରାଜ୍ୟ

ଗାଧୋଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ

ବୌଦ୍ଧ: ଗାଧୋଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ। ମୃତକ ହେଲେ ପୁରୁଣାକଟକ ଥାନା ଚାରିଛକ କାରଗିଲସାହିର ବାପି ବେହେରା । ନିଜ ଘର ବାରିପଟେ ପାଣି ମୋଟର ଲଗାଇ ଗାଧୋଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଅଚେତ ହୋଇଥିଲେ। ପରିବାର ଲୋକେ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button