ଖେଳ ଖବର

ପ୍ୟାରିସ ଅଲିମ୍ପିକ୍ସ : ମନୁ-ସରବଜୋତଙ୍କ ଉପରେ ନଜର

ପ୍ୟାରିସ ଅଲିମ୍ପିକ୍ସରେ ଆଜି ଚତୁର୍ଥ ଦିନ । ଦ୍ୱିତୀୟ ପଦକ ଦିଗରେ ଅଗ୍ରସର ମନୁ ଭାକର। ୧୦ ମିଟର ଏୟାର ପିସ୍ତଲ ଯୋଡି ଇଭେଣ୍ଟର କାଂସ୍ୟ ପଦକ ମ୍ୟାଚ୍ ପାଇଁ ମନୁ ଓ ସରବଜୋତ ସିଂହ ଯୋଗ୍ୟତା ଅର୍ଜନ କରିଛନ୍ତି। ମନୁ ଓ ସରବଜୋତ ୫୮୦ ପଏଣ୍ଟ କରିଥିଲେ। ଏହି ଯୋଡ଼ି ଏବେ ପଦକ ପାଇଁ ମଙ୍ଗଳବାର ଦକ୍ଷିଣ କୋରିଆର ଓୟି ଜିନ୍ ଓ-ଲି ଏବଂ ଲି ଓନୁଙ୍କୁ ଭେଟିବେ।

Related Articles

Leave a Reply

Your email address will not be published. Required fields are marked *

Back to top button