ଦେଶ- ବିଦେଶ

ଶିକ୍ଷକ ଶବ୍ଦରେ ଲାଗିଲା କଳଙ୍କ ଏହି ଶିକ୍ଷକ କୁ ସମସ୍ତେ କହୁଛନ୍ତି ଛି ଛି ଶେଷରେ ଛାତ୍ରୀ କୁ ନିଶା ଔଷଧ ଦେଇ ରଖିଲେ ସ-ମ୍ବନ୍ଧ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମାଜ କଳୁଷିତ ହେବାରେ ଲାଗିଲାଣି । ଜଣେ ଚାହିଁଲେ ମଧ୍ଯ ଅନ୍ୟ କାହା ଉପରେ ଭରଷା କରିବା ପୂର୍ବରୁ ତାଙ୍କୁ ସହେ ଥର ଭାବିବା ପାଇଁ ପଡ଼ୁଛି।

ଆପଣ ମାନେ ଜାଣିଥିବେ କି ପିଲା ମାନଙ୍କୁ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷିତ ହେବା ପାଇଁ ପଠାଯାଇ ଥାଏ। ବିଦ୍ୟାଳୟ ହେଉଛି ବିଦ୍ୟାର ମନ୍ଦିର ଯେଉଁ ଠାରେ କି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପିଲା ମାନଙ୍କୁ ପାଠ ପଢ଼ାଇ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିଥାଆନ୍ତି।

ହେଲେ ସେହି ବିଦ୍ୟାଳୟ ରେ ଶିକ୍ଷକ ମାନେ ଏଭଳି କାର୍ଯ୍ୟ କରିବାକୁ ଲାଗିଲେନି କି ଆପଣ ମାନେ ପିଲା ଙ୍କୁ ବିଦ୍ୟାଳୟ ଛାଡ଼ିବା ପୂର୍ବରୁ ଆପଣଙ୍କୁ ସହେ ଥର ଭାବିବାକୁ ପଡ଼ିବ।
ଏଭଳି ଏକ ଘଟଣା କହିବାକୁ ଯାଉଛୁ ଯାହାକି ଘଟିଛି ଉତ୍ତର ପ୍ରଦେଶର ସିକାକାଇ ଅଞ୍ଚଳର ସରକାରୀ ବିଦ୍ୟାଳୟ ରେ। ସେଠାରେ ଛାତ୍ରୀ ମାନଙ୍କୁ ନିଶା ଦିଆ ଯାଇ ଯୌ-ନ ସୋଷଣ କରାଯାଏ ବୋଲି ମଧ୍ୟ ଅଭିଯୋଗ ଆସିଛି।
ଏହି ଅଭିଯୋଗ ମଧ୍ଯ ଆଉ କେହି ନୁହେଁ ଆଜ୍ଞା ସେହି ବିଦ୍ୟାଳୟ ରେ ପଢୁଥିବା ଏକ ଛାତ୍ରୀ ଙ୍କ ପିତା କହିଛନ୍ତି। ସେ କହିଛନ୍ତି କି ସେହି ବିଦ୍ୟାଳୟରେ ଶିକ୍ଷକ ମାନେ ଛାତ୍ରୀ ମାନଙ୍କୁ ଶିକ୍ଷୟିତ୍ରୀ ମାନଙ୍କ ସାହାଯ୍ୟରେ ଯୌ-ନ ଶୋଷଣ କରିଥାଆନ୍ତି।
ଏହାପରେ ତାହାର ଭିଡିଓ ମଧ୍ଯ ବନାଇ ଥାଆନ୍ତି। ଯେଉଁ ଛାତ୍ରୀ ଏହି କଥାକୁ ବିରୋଧ କରି ଘରେ କହିଦେବେ ବୋଲି କହିଥାନ୍ତି ସେମାନଙ୍କ ଭିଡିଓ କୁ ସୋସିଆଲ ମିଡିଆରେ ଭାଇ ରାଲ କରିଦେବେ ବୋଲି ଧମକ ଦେଇ ଥାଆନ୍ତି।
ମାତ୍ର ଏବେ ଏହି ସମସ୍ତ କଥାକୁ ଅଭିଭାବକ ଜଣକ ସାମ୍ନା କୁ ନେଇ ଆସିଛନ୍ତି। ଅନେକ ଦିନ ଧରି ଏଭଳି ହୋଇ ଆସୁଥିଲା ଛାତ୍ରୀ ମାନଙ୍କୁ ମଧ୍ୟ ଏକ ଘରେ ବନ୍ଦ କରି ରଖା ଯାଉଥିଲା। ଏବେ ଏହି ଘଟଣା ସଂପର୍କେ ରେ ପୋଲିସ୍ ଜାଣିବା ପରେ ଏହି ଘଟଣା ର ମଧ୍ୟ ତଦନ୍ତ କରିବା ଆରମ୍ଭ କରି ଦେଇଛି। ତଦନ୍ତ ପରେ ହିଁ ମୂଖ୍ୟ ଅଭିଯୁକ୍ତ ଧରା ପଡ଼ିବେ ବୋଲି ଜଣା ପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button