ଦେଶ- ବିଦେଶ

Interesting Gk Questions- ଏମିତି କେଉଁ 2 ଟି ସଂଖ୍ୟା ଅଛି, ଯାହାକୁ ଗୁଣନ କରିଲେ ୩୦୦ ଓ ମିଶାଇ ଲେ ୩୫ ହେବ ? ବୁଦ୍ଧିମାନ ଯିଏ ଉତ୍ତର ଦିଅନ୍ତୁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧. ଏଭଳି କେଉଁ ପ୍ରାଣୀ ରହିଛି ଯାହା କେବେବି ମରି ନଥାଏ, ସର୍ବଦା ବଂଚିଥାଏ?
ଉତ୍ତର- ଜେଲି ଫିସ।

୨. ଏଭଳି କେଉଁ ପକ୍ଷୀ ଅଛି ଯିଏ କେବେବି ଗଛରେ ବସି ନଥାଏ?
ଉତ୍ତର- ଟିଟୋନ ନାମକ ପକ୍ଷୀ।

୩. ଉଡାଯାହାଜ ର ଟାୟାର ରେ କେଉଁ ଗ୍ୟାସ ଭର୍ତ୍ତି ହୋଇ ରହିଥାଏ?
ଉତ୍ତର- ନାଇଟ୍ରୋଜେନ।

୪. ବ୍ଲ୍ୟୁ ହ୍ୱଏଲ ମାଛର ହୃତପିଣ୍ଡ ର ଓଜନ କେତେ?
ଉତ୍ତର- ୬୦୦ କେ.ଜି।

୫. ଏଭଳି କେଉଁ ଦେଶ ରହିଛି ଯେଉଁଠାରେ ଗୋଟିଏ ମଧ୍ୟ ମାଛ ରହିନାହିଁ?
ଉତ୍ତର- ଫିନଲ୍ୟାଣ୍ଡ।

୬. ଏଭଳି କେଉଁ ପ୍ରାଣୀ ରହିଛି ଯିଏ ନିଜର ନିଶ୍ୱାସ କୁ ୬ ଦିନ ପର୍ଯ୍ୟନ୍ତ ଅଟକାଇ ରଖି ପାରିବ?
ଉତ୍ତର- ବିଚ୍ଛା।

୭. କେଉଁ ଦେଶର ଲୋକ ଘଣ୍ଟା ପିନ୍ଧନ୍ତି ନାହିଁ?
ଉତ୍ତର- କ୍ୟୁବା।

୮. ଗୋଟିଏ ହାତୀ ର ଆୟୁ କେତେ ପର୍ଯ୍ୟନ୍ତ ହୋଇଥାଏ?
ଉତ୍ତର- ୮୦ ରୁ ୧୦୦ ବର୍ଷ ପର୍ଯ୍ୟନ୍ତ।

୯. କେଉଁ ପ୍ରାଣୀ କ୍ଷତ ଅବସ୍ଥା ରେ ମନୁଷ୍ୟ ଙ୍କ ଭଳି ହୋଇଥାଏ?
ଉତ୍ତର- ଭାଲୁ।

୧୦. ଇଣ୍ଡିଆ ର କେଉଁ ୟୁଟ୍ୟୁବର ବର୍ତ୍ତମାନ ନମ୍ବର ୧ ରେ ରହିଛି?
ଉତ୍ତର- କ୍ୟାରି ମିନାଟି।

୧୧. ସବୁଠାରୁ ଅଧିକ ଦାନ୍ତ କେଉଁ ପ୍ରାଣୀ ଦେହରେ ରହିଛି?
ଉତ୍ତର- କୁମ୍ଭୀର।

୧୨. ଦୁନିଆ ର କେଉଁ ସ୍ଥାନରେ ପେଟ୍ରୋଲ ର ଦାମ ସବୁଠାରୁ ଅଧିକ ଅଟେ?
ଉତ୍ତର- ଆଇସଲ୍ୟାଣ୍ଡ।

୧୩. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜଙ୍ଗଲ ରହିଛି?
ଉତ୍ତର- ମଧ୍ୟପ୍ରଦେଶ।

୧୪. କେଉଁ ଦେଶରେ ଧଳା କାଉ ଦେଖିବାକୁ ମିଳିଥାଏ?
ଉତ୍ତର- ଇଜିପ୍ଟ।

୧୫. ମନୁଷ୍ୟ ର ସବୁଠାରୁ ଅଧିକ ଡି.ଏନ.ଏ କେଉଁ ପ୍ରାଣୀ ଦେହରେ ଦେଖିବାକୁ ମିଳିଥାଏ?
ଉତ୍ତର- ମାଙ୍କଡ଼।

୧୬. ଦୁନିଆ ର ସବୁଠାରୁ ବଡ଼ ସ୍କୁଲ କେଉଁଠାରେ ଅବସ୍ଥିତ?
ଉତ୍ତର- ଲକ୍ଷନୌ।

୧୭. ଭାରତରେ ସର୍ବମୋଟ କେତୋଟି ଚ୍ୟାନେଲ ରହିଛି?
ଉତ୍ତର- ୮୯୨ ଟି।

୧୮. କିଡ୍ନୀ କୁ ହିନ୍ଦୀ ରେ କଣ କୁହାଯାଏ?
ଉତ୍ତର- ବୃକକ୍।

୧୯. ଭାରତୀୟ ମୁଦ୍ରା ର ନାମ ରୂପୟା କିଏ ରଖିଥିଲେ?
ଉତ୍ତର- ସେରଶାହା ସୁରୀ।

୨୦. କେଉଁ ଫଳ କୁ ଅମୃତ ଫଳ କୁହାଯାଏ?
ଉତ୍ତର- ପିଜୁଳି(ଅମୃଦ)।

୨୧. କେଉଁ ଦେଶର ଲୋକମାନେ ଗଛ ରେ ଘର ତିଆରି କରି ରୁହନ୍ତି?
ଉତ୍ତର- କାଙ୍ଗୋ ବାସିନ।

୨୨. ଭାରତୀୟ ପ୍ରଥମ ରଙ୍ଗୀନ ଫିଲ୍ମ କଣ ଅଟେ?
ଉତ୍ତର- କିଶନ କହ୍ନେୟା।

୨୩. ପାକିସ୍ତାନ ରେ ସର୍ବମୋଟ କେତୋଟି ଜିଲ୍ଲା ରହିଛି?
ଉତ୍ତର- ୧୩୫ ଟି।

୨୪. ସଲମାନ ଖାଁ ଙ୍କ ପ୍ରଥମ ଫିଲ୍ମ କଣ ଅଟେ?
ଉତ୍ତର- ବିବି ହୋ ତୋ ଏସି।

୨୫. ଏଭଳି କେଉଁ ଦୁଇଟି ସଂଖ୍ୟା ରହିଛି, ଯାହାକୁ ଗୁଣନ କରିଲେ ୩୦୦ ଏବଂ ମିଶାଣ କରିଲେ ୩୫ ହେବ?
ଉତ୍ତର- ୧୫ ଓ ୨୦।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button