ଦେଶ- ବିଦେଶ

ସେ-କ୍ସ୍ ପାଗଳ ସ୍ୱାମୀର କଳା କାରନାମା ଏକା ସାଙ୍ଗରେ ଦରକାର ୩ ଟି ସ୍ତ୍ରୀ ଙ୍କ ସୁଖ ଦେଖନ୍ତୁ ଏହି ମହାନ ବ୍ୟକ୍ତି ଙ୍କୁ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏମିତି କିଛି ଘଟଣା ଘଟୁଛି ଯାହା ବହୁତ ନିନ୍ଦନୀୟ ଆଉ ଲଜ୍ୟାଜନକ ଅଟେ ।

ଆଉ ଏମିତି ଅନେକ ଖବର ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ଏମିତି ସବୁ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏମିତି ଅନେକ ଘଟଣା ଆଜିକା ସମାଜରେ ଘଟୁଛି ।

ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବକ ତିନି ତିନି ଜଣ ସ୍ତ୍ରୀକୁ ଧରି ରାସଲୀଳା କରୁଛନ୍ତି । ଆଉ ସେହି ସ୍ବାମୀ ଜଣଙ୍କୁ ତିନି ଜଣଙ୍କୁ ବିବାହ କରିଥିଲେ । ଆଉ ଏମିତି ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଅଞ୍ଚଳରେ । ଆଉ ଏହି ଜିଲ୍ଲାର ଜଣେ ଯୁବକ ପ୍ରଥମେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଆଉ ସେ ତାଙ୍କ ସହ ରହିବା ପରେ ତାଙ୍କ ମନ ଭାଙ୍ଗି ଗଲା ।
ଆଉ ଏହି ଯୁବକ ଜଣକ ବିବାହ କରନ୍ତି ଆଉ ଛୁଆ ହୋଇଯିବା ଯୁବତୀମାନଙ୍କୁ ଛାଡ଼ି ଦିଅନ୍ତି । ଆଉ ଏବେ ସେହି ଯୁବକ ଜଣକ ତାଙ୍କ ତିନି ନମ୍ବର ସ୍ତ୍ରୀକୁ ମାରିବା ବା ଗଣ୍ଡଗୋଳ କରିବା ପରେ ଏହି କଥା ସମସ୍ତଙ୍କ ସାମ୍ନାକୁ ଆସିଛି ।
ଆଉ ଏହି ବାଜେ ଯୁବକ ଜଣକ କେବଳ ସେ-କ୍ସ ଚାହୁଁଛନ୍ତି । ଆଉ ଯୁବତୀମାନଙ୍କୁ ମିଛ ସତ କହି ଫସାଇ ଏଭଳି ସବୁ କାମ କରିଛନ୍ତି ।
ତାଙ୍କ ପ୍ରଥମ ସ୍ତ୍ରୀ କହିଛନ୍ତି ବାହାଘରର ୧୩ ବର୍ଷ ପରେ ଏଭଳି ସବୁ କଥା ଜଣାପଡିଛି । ଆଉ ମୁଁ ମାରିବି ନହେଲେ ମରିବି । ସୂଚନା ଅନୁସାରେ ସେହି ଯୁବକ ଜଣଙ୍କର ପ୍ରଥମ ଆଉ ତୃତୀୟ ସ୍ତ୍ରୀ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ଆଉ ଏହି ଘଟଣା ଉପରେ ଯାଞ୍ଚ କରାଯାଉଛି । ଏବେ ସୂଚନା ମିଳିଛି କି ସେହି ଯୁବକ ଜଣକ ଥାନାରେ ଅଛନ୍ତି । ପୋଲିସ ତାଙ୍କୁ ଅଟକ ରଖିଛି । ଆଉ ସେହି ଯୁବକ ଜଣକ ନିଜର ଦେହର ସୁଖ ମେଣ୍ଟାଇବା ପାଇଁ ତିନି ତିନି ଜଣ ଝିଅଙ୍କ ଜୀବନ ବରବାଦ୍ କରିଦଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button