ଦେଶ- ବିଦେଶ

ତମେ ମତେ ୨୦୦ ଟଙ୍କା ଦେଲେ ମୁ ତୁମ ଆଗରେ ସବୁ ଖୋଲି ଦେବି, ଏବେ video call କର

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଏବେ ସାଇବର କ୍ରାଇମ ବିଷୟରେ ତ ଅନେକ ଖବର ଶୁଣୁଥିବେ । ଆଉ ଅନେକ ଖବର ବା ଲୁଟ ଖବର ଆପଣମାନେ ସମସ୍ତେ ଜାଣୁଥିବେ । ଆଉ ଠକେଇ ଏବେ ସାରା ରାଜ୍ୟରେ ଯେମିତି ସାଧାରଣ କଥା ହୋଇଗଲାଣି । ଆଉ ସବୁଦିନେ ଆପଣମାନେ ଏହି ଖବର ସବୁବେଳେ ଶୁଣିବାକୁ ପାଉଥିବେ । ଆଉ ଏବେ ଏମିତି ଖବର ସବୁ ରାଜ୍ୟରେ ଘଟୁଛି ସ ଯାହା ବିଷୟରେ ଆପଣମାନେ ସମସ୍ତେ ଶୁଣି ଥିବେ ।
ଆଉ ଏବେ ହ୍ୱାଟସଅପରେ ଭିଡିଓ କଲ୍ କରି ଲୋକମାନଙ୍କୁ ଠକେଇର ଶିକାର କରୁଛନ୍ତି ବା ଲୁଟ କରୁଛନ୍ତି କିଛି ଠକମାନେ । ଆଉ ସୋସିଆଲ ମିଡ଼ିଆ ଲୋକମାନେ ତାଙ୍କ ସୁବିଧା ପାଇଁ ବ୍ୟବହାର କରନ୍ତି । ଆଉ ଆଜିକାଲି ଏହି ସୋସିଆଲ ମିଡ଼ିଆରେ ଲୋକମାନେ ଠକେଇର ଶିକାର ହେଉଛନ୍ତି । ଆଉ ଆଜିକା ଯୁଗରେ ଏହି କେସ ପ୍ରବଳ ।
ଆଉ ଏମିତି କିଛି ଘଟଣା ଆମ ରାଜଧାନୀ ଭୁବନେଶ୍ବରରେ ଘଟିଛି । ଆଉ ହ୍ୱାଟସଅପରେ ନ୍ୟୁଡ ଭିଡିଓ କଲ୍ ଆସୁଛି । ଆଉ ବ୍ୟକ୍ତି ଜଣକ ଯେତେବେଳେ ଫୋନ ଉଠାଇ ଏହି ନ୍ୟୁଡ କଲରେ କଥା ହେଉଥିବ ଆଉ ତାପରେ ଏହାର ରେକର୍ଡିଂ କରିଥାଏ ସେହି ମହିଳା ଜଣକ । ଆଉ ଏହାପରେ ସେ ସେହି ବ୍ୟକ୍ତିକୁ ସେହି ଭିଡିଓ ଦେଖାଇଥାଏ । ଆଉ ସେ ତାର କମ୍ ପାଇଁ ତାକୁ ବ୍ଲାକମେଲ ମଧ୍ୟ କରିଥାଏ । ଆଉ ଏମିତି ଘଟଣା ଏବେ ସବୁ ଆଡେ ଘଟି ଚାଲିଛି ।
ଆଉ ଭୁବନେଶ୍ୱର ସହରରେ ରହୁଥିବା ଜଣେ ଇଞ୍ଜିନିୟର ଏଭଳି ନ୍ୟୁଡ କଲର ଶିକାର ହୋଇଛନ୍ତି । ଆଉ ତାଙ୍କ ପାଖରୁ ଜଣେ ମହିଳା ଏହି ଲଜ୍ୟା ଭିଡିଓ ଦେଖାଇ ୨୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଆଉ ନ୍ୟୁଡ କଲ୍ କହିଲେ ଝିଅଟି ଭିଡିଓ କଲରେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଥାଏ । ଆଉ ଯଦି ଏହି କଲ୍ ଆସିଥାଏ ତାହେଲେ ଆପଣ ଏହିଭଳି କଲ୍ ଦୟାକରି ଉଠାନ୍ତୁ ନାହିଁ । ଆଉ ଠକାମିର ମଧ୍ୟ ଶିକାର ହୁଅନ୍ତୁ ନାହିଁ । ସାବଧାନ ରୁହନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button