ଦେଶ- ବିଦେଶ
ଆସୁନୁ ଆଜି ମୋ ସହ ସେଇଟା କରିବୁ… ଛି ଛି କେତେ ଅଭଦ୍ର ଏହି ଝିଅ , ଦେଖନ୍ତୁ ପୁରା ଭିଡିଓ.…

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରାୟ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଦେଖିଥିବେ ସେଥି ମଧ୍ୟରୁ କିଛି ଆପଣଙ୍କୁ ପସନ୍ଦ ଆସିଥାଏ ଓ କିଛି ପସନ୍ଦ ଆସିନଥାଏ। ଅନେକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ୍ ହୋଇଥାଏ। ଏବଂ ଭାଇରାଲ୍ ଭିଡ଼ିଓ ଗୁଡ଼ିକ ହିଁ ଲୋକମାନେ ଦେଖିବାରେ ଖୁବ୍ ପସନ୍ଦ କରିଥାନ୍ତି। ଏହିଭଳି ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ଦେଖିବାକୁ ମିଳିଛି ଆସନ୍ତୁ ଜାଣିବା କ’ଣ ହେଇଥିଲା।
ଆପଣମାନେ ତୋ ସମସ୍ତେ ଠେଲା ବେପାରୀ ମାନଙ୍କ ଠାରୁ ଗୁପ୍ ଚୁପ୍ ବା ଚାଟ୍ ଖାଇଥିବେ। କିନ୍ତୁ ଏହି ଭିଡିଓରେ ଆପଣ ମାନେ ଦେଖୁଥିବେ କିଭଳି ଝିଅ ଜଣକ ଠେଲା ବେପାରୀଙ୍କ ସହିତ ଯୁକ୍ତି କରୁଛନ୍ତି । ଠେଲା ବେପାରୀଙ୍କୁ ଝିଅଟି ହାତ ହଲେଇ କେମିତି କହୁଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣମାନେ। ଝିଅଟି ଠେଲା ବେପାରୀଙ୍କୁ ପିଆଜ ମାଗୁଛନ୍ତି ଠେଲା ବେପାରୀଙ୍କ ଦୋକାନରେ ପିଆଜ ସାରି ଯାଇଥିବାରୁ ତାଙ୍କ ସହିତ ଯୁକ୍ତି କରୁଛନ୍ତି।
ଦେଖନ୍ତୁ କେମିତି କହିଛି ଠେଲା ବେପାରୀଙ୍କୁ ଝିଅଟି ପିଆଜ ନାହିଁ ଯଦି ମୁଁ କ’ଣ ମାଗଣାରେ ଖାଇବିକି ନା ତମେ ମତେ ମାଗଣା ଦେଇଦେବ। ଯଦି ପିଆଜ ସରିଯାଇଥିଲା ତାହେଲେ ବିକ୍ରୀ କ’ଣ ପାଇଁ କରୁଥିଲେ। ପୁଣି କହୁଛନ୍ତି ମୋ ପାଖରେ ପଇସା ନାହିଁ ମୁଁ ଦେବିନି କୋଉ ପଇସା କଥା ତମେ କହୁଚ ମୁଁ ଜାଣିନି। ଯେମିତି ବେପାରୀ ଜଣକ ପଇସା ମାଗିଲେ ଝିଅଟି ସାଙ୍ଗେ ସାଙ୍ଗେ କହୁଛି କଣ ପାଇଁ ପଇସା ଦେବି ମୋର ଦରକାର୍ ନାହିଁ ଖାଇବା ନେଇଯାଅ ତମ ଜିନିଷ ମୁଁ ପଇସା ଦେବିନି। କିଭଳି ଭାବାରେ ଝିଅଟି ଜଣେ ବେପାରୀଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ଝିଅଟି ଠେଲା ବେପାରୀଙ୍କ ଆଗରେ ଦାଦା ଗିରି ଦେଖାଉଛନ୍ତି।
ଗୋଟେ ଝିଅ ପିଲା ହେଇ ବେପାରୀଙ୍କ ସହିତ ଯୁକ୍ତି ଆଉ ଲାଲି ଆଖି ଦେଖେଇ କଥା ହଉଛନ୍ତି। ସିଏ ଜଣେ ବେପାରୀ ବୋଲି କ’ଣ ତାଙ୍କର ସମ୍ମାନ ବୋଲି କିଛି ନାହିଁ। ତାଙ୍କୁ କ’ଣ କୁକୁର ମାଙ୍କଡ ପରିକା ବ୍ୟବହାର ଦେଖେଇବେ ଏଇଟା କ’ଣ ଠିକ୍ କଥା କି। ଜଣେ ବେପାର କରୁଚି ବୋଲି କଣ ସିଏ ଆମ ଗୋଡ଼ ତଳ ଲୋକ ନା କଣ ତାକୁ ଆମେ ଲାଲି ଆଖି ଦେଖେଇ କି ଯାହା କହିପାରିବା ଏଇଟା ଠିକ୍ ନୁହେଁ। ଯଦି ପିଆଜ ନାହିଁ ସରିଯାଇଛି ତାହାଲେ ସେମିତି ଖାଇଦେଲେ ଚଳିବ କିନ୍ତୁ ଜଣଙ୍କୁ ବେ ସମ୍ମାନ ଦେଖେଇବା ଟା ଠିକ୍ ନୁହେଁ।