ଦେଶ- ବିଦେଶ
ବନ୍ଦଘରେ ମାତା ଙ୍କୁ ଧରି ବାବା କରୁଥିଲେ ଖରାପ କାମ ଚିତ୍କାର କଲେ ମାତା ତା ପରେ …

ବର୍ତ୍ତମାନ ଏପରି ଏକ ଖବର ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଧରା ପଡିଛନ୍ତି ଜଣେ ସେକ୍ସି ବାବା। ବନ୍ଦ କୋଠରୀ ରେ ସେ-କ୍ସି ବାବା କଣ କରୁଥିଲେ।କବାଟ ଖୋଲିବା ମାତ୍ରେ ମାତା ଜଣଙ୍କ ବହୁତ ଚିଲେଇ ଥିଲେ।ଚିତ୍କାର ଶୁଣିବା ମାତ୍ରେ ଲୋକମାନେ ସେଠାରେ ଘେରି ଗଲେ।ଅନ୍ଧାର ଘରେ ଚାଲିଥିଲା କଣ ବୋଲି ଲୋକମାନେ ପଚାରି ଚାଲିଥିଲେ।
ବର୍ତ୍ତମାନ ସେ-କ୍ସି ବାବା ଜଣଙ୍କ ଧରା ପଡି ଯାଇଛନ୍ତି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ସାମ୍ନାକୁ ଆସିଲା ଆଉ ଜଣେ ଭଣ୍ଡ ବାବାଙ୍କ କଳାକାରନାମା।ନିରୀହ ଲୋକମାନଙ୍କ ମନରେ ବିଷ ଦେଇ ଲୋକଙ୍କର ଭାବନା ସହିତ ଖେଳୁଥିଲେ ସେ-କ୍ସି ବାବା। ଧର୍ମ କୁ ଢାଲ କରି ଯୌନ ଶୋଷଣ କରୁଥିଲେ ବାବା।
କାରଣ ଧର୍ମକୁ ନେଇ ଲୋକଙ୍କ ମନରେ ବହୁତ ବିଶ୍ୱାସ ରହିଛି।ଯଦି କିଛି ବିପଦ ପଡ଼ିଲା କି ଦେହ ଖରାପ ହେଲେ ଲୋକମାନେ ଧାଇଁ ଯାଇଥାନ୍ତି ଏହି ଭଣ୍ଡ ବାବା ଙ୍କ ପାଖକୁ। ପୁରାଣ କାଳରୁ ବାବାମାନଙ୍କ ପ୍ରତି ଥିବା ଭକ୍ତି ଆଉ ଭରଷା ଏବେ ମଧ୍ୟ ଲୋକମାନଙ୍କର ମନରେ ରହିଛି। ତେଣୁ ଏହି ଭଣ୍ଡ ବାବା ମାନେ ଏସବୁ ଠିକ୍ ଭାବରେ ଜାଣିଛନ୍ତି।ସେଥିପାଇଁ ନିରୀହ ଲୋକଙ୍କ ବିଶ୍ୱାସ ରେ ବିଶ ଦେଉଛନ୍ତି।
ବନ୍ଦ କୋଠରୀ ରେ ଶିଶ୍ୟା ଙ୍କ ସହିତ ଚାଲିଥିଲା ରାସଲୀଳା।ଏହି ବିଷୟରେ ଯେତେବେଳେ ଲୋକମାନେ ଜାଣି ପାରିଲେ ବହୁତ ଆଲୋଚନା କରିଥିଲେ।ଏହାପରେ ଘଟଣା ସ୍ଥଳକୁ ପୋଲିସ ଙ୍କୁ ମଧ୍ୟ ଡାକିଥିଲେ।ଏହାପରେ ସବୁ ସତ କଥା ପଦାକୁ ଆସିଥିଲା।ବର୍ତ୍ତମାନ ଭଣ୍ଡ ବାବା ଜଣଙ୍କ ସମସ୍ତଙ୍କ ସାମ୍ନାରେ ଧରା ପଡିଛନ୍ତି।ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭଣ୍ଡ ବାବା ଙ୍କୁ ଗିରଫ କରିଛନ୍ତି।