ଦେଶ- ବିଦେଶ

ଯୌ-ନ ରାକ୍ଷସ ଜେଜେ ନାତୁଣୀ କୁ କଲା ଗ-ର୍ଭ-ବ-ତୀ କାହାକୁ କହିଲେ ଦେଉଥିଲା ଏମିତି ଭୟଙ୍କର ଧମକ ଶେଷରେ ମୁଁହ ଖୋଲିଲା ନାତୁଣୀ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ଦେଖିଥିବେ । ଆଉ ଆଜିକା ସମାଜରେ ଏମିତି କିଛି ନିନ୍ଦନୀୟ ଘଟଣା ଘଟୁଛି ଯାହା ଦେଖିଲେ ଐଶ୍ନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିବ । ଆଉ ଏମିତି କିଛି ଘଟଣା ଘଟୁଛି ଯାହା ନିନ୍ଦନୀୟ ଅଟେ । ଆଉ ଏମିତି ଅନେକ ଘଟଣା ସାରା ଦୁନିଆରେ ଘଟି ଚାଲିଛି । ଆଉ ଏମିତି ଅନୈତିକ ସମ୍ପର୍କ ଖବର ଆପଣମାନେ ଶୁଣିଥିବେ ।
ଆଜିକା ଦୁନିଆରେ ଲୋକମାନେ କାହାକୁ ବା ବିଶ୍ବାସ କରିବେ ଯଦି ନିଜ ଲୋକ ଏମିତି ଧୋକା ଦେବେ ତାହେଲେ ଦୁନିଆରେ ଆଉ କାହାକୁ ବା ବିଶ୍ବାସ କରିବ ଏହି ମଣିଷ । ଆମ ସମାଜରେ କଣ ମଣିଷ ସୁରକ୍ଷିତ ନୁହେଁ । କଣ ଗୋଟିଏ ଝିଅ ଜମାବି ଏହି ସମାଜରେ ସୁରକ୍ଷିତ ନୁହେଁ କି ? ଏମିତି କିଛି ଖବର ଏବେ ସାମ୍ନାକୁ ଆସିଛି । ଆଉ ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଆଳି ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ।
ଏହି ଗ୍ରାମର ଜଣେ ଅଜା ତାର ନାତୁଣୀ ସହ କରିଛି କିଛି ଏଭଳି କାମ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଯୌ-ନ ପିଶାଚ ଅଜା ତାର ନାତୁଣୀ ସହ ଖରାପ କାମ ବାରମ୍ବାର କରିଛି। ଆଉ ତାର ଇଜ୍ଜତ ସହ ଖେଳିଛି ।
ଆଉ ଏବେ ଏହି ନାତୁଣୀ ୭ ମାସର ଗର୍ଭବତୀ ଅଛି । ଏହି ସମ୍ପର୍କୀୟ ଅଜା ଜଣକ ଏଭଳି ନୃଶଂସ କାମ କରିଛନ୍ତି ବୋଲି କାହାର ବି ବିଶ୍ବାସ ହେବ ନାହିଁ । ଏଭଳି ନୃଶଂସ ଲୋକ ଦୁନିଆରେ ବଞ୍ଚିରହିବା ଉଚିତ୍ ନୁହେଁ । ଏହି ନାବାଳିକା ଯୁବତୀ ଜଣଙ୍କୁ ମାତ୍ର ୧୬ ବର୍ଷ ଆଉ ସେହି ସମ୍ପର୍କୀୟ ଅଜାଙ୍କ ବୟସ ୬୫ ବର୍ଷ । ଆଉ ଏହି ଅଜା ସବୁବେଳେ ନାତୁଣୀ ସହ ଅନୈତିକ ସମ୍ପର୍କ ରଖିଥିଲେ । ଆଉ ଏନେଇ ଯଦି ନାତୁଣୀ କାହାକୁ କୁହେ ତାହେଲେ ତାଙ୍କୁ ଦଣ୍ଡ ଦେବେ ବୋଲି କହିଥିଲେ ।
ଆଉ ଶେଷରେ ଘରଲୋକେ ଝିଅର ଦେହ ବଦଳିବା ନେଇ ଡାକ୍ତରଙ୍କୁ ଦେଖାଇଥିଲେ ଆଉ ସେଠାରେ ସେ ଗର୍ଭବତୀ ଅଛନ୍ତି ବୋଲି ଜଣାପଡିଥିଲା । ଆଉ ଏବେ ସେହି ସମ୍ପର୍କୀୟ ଅଜା ଜଣକ ଫେରାର ହୋଇଯାଇଛନ୍ତି । ଆଉ ଏବେ ଦେଖିବାକୁ ଅପେକ୍ଷା କେବେ ନ୍ୟାୟ ମିଳୁଛି ଏହି ନାବାଳିକାକୁ ।

Related Articles

Leave a Reply

Your email address will not be published. Required fields are marked *

Back to top button