ଦେଶ- ବିଦେଶ

ଭଉଣୀର ଦିଅର ମୋ ସହ ସମ୍ପର୍କ ରଖି ସବୁ ସାରିଦେଲା ଏବେ ମତେ କହୁଛି ତୁ ଜା …

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମାଜରେ କିଭଳି ଘଟଣା ଘଟିବାରେ ଲାଗିଛି ଯାହାକୁ ବିଶ୍ବାସ କରିବା ମଧ୍ୟ କଷ୍ଟ କର ହୋଇ ସାରିଲାଣି।

କାରଣ ଧୀରେ ଧୀରେ ସମାଜ କଳୁଷିତ ହେବାରେ ଲାଗିଛି। ସମ୍ପର୍କ ସମ୍ପର୍କ ମଧ୍ୟରେ କିଛି ଭୁଲ ପାଇଁ କଳଙ୍କ ମଧ୍ୟ ଲାଗି ଯାଉଛି। କେହି କାହା ଉପରେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି।

କାରଣ ବର୍ତ୍ତମାନ୍ ସମୟରେ ମଧ୍ଯ ଏକ ଆଶ୍ଚର୍ଯ୍ୟ ଚକିତ ଖବର ସାମ୍ନାକୁ ଆସିଛି। ଜଣେ ପୀଡିତା ଅଭିଯୋଗ ଆଣିଛନ୍ତି କି ତାଙ୍କ ଭଉଣୀ ଙ୍କ ଦିଅର ତାଙ୍କ ସହ ୮ ମାସ ସମ୍ପର୍କ ରଖିଥିଲେ।
ତାଙ୍କ ସହ ଆଠ ମାସ ଧରି ସମ୍ପର୍କ ରଖି ଥିଲେ ଏବଂ ଅନେକ ମାଡ଼ ମାରିବା ସହ ସେହି ଯୁବକ ଜଣକ ମାଆ ମଧ୍ଯ ଅକଥନୀୟ ଅତ୍ୟାଚାର କରୁଥିଲେ ଟିକେ ଭୁଲ୍ ହେଲେ ତାଙ୍କୁ ନେଇ ଖରାରେ ଛିଡ଼ା ମଧ୍ଯ କରି ଦେଉଥିଲେ।
ସେହି ଯୁବକ ଜଣକ ପୀଡିତା ଜଣକୁ ପ୍ରେମ କରିଥିଲେ ଓ ପ୍ରେମ କରିବା ପରେ ବିବାହ କରିବେ ବୋଲି କହି ତାଙ୍କ ସହ ଶାରୀରିକ ସଂପର୍କ ମଧ୍ଯ ରଖିଥିଲେ। ଆଉ ଏଭଳି କରି ସାରି ଯୁବତୀ ଙ୍କ ନିକଟରୁ ସର୍ବସ୍ୱ ଲୁଟି ସାରିବା ପରେ ତାଙ୍କୁ ଧୋକା ଦେଇ ଦେଇଛନ୍ତି।
ଏବଂ ତାଙ୍କୁ ଆପଣେଇ ବାକୁ ମଧ୍ୟ ମନା କରି ଦେଇଛନ୍ତି। ଏଭଳି ବିବାହ କରିବାର ପ୍ରତିଶ୍ରୁତି ଦେଇ ଯୁବତୀ ଜଣକୁ ଧୋକା ଦେଇଥିବା କାରଣରୁ ଯୁବତୀ ଜଣକ ଏବେ ଆଇନ ର ସାହାରା ନେଇଛନ୍ତି।
ଯୁବକ ଜଣକ ଙ୍କ ନାମ ହେଉଛି ଦିଲୁ ସାହୁ ସେ ମଧ୍ଯ ହେଉଛନ୍ତି ପୁରୀର ବାସିନ୍ଦା। ତାଙ୍କ ସହ ପୀଡିତା ଜଣକ ଙ୍କ ତାଙ୍କ ଭଉଣୀ ଙ୍କ ବିବାହରେ ଦେଖା ହୋଇଥିଲା । ସେ ମଧ୍ୟ ପୀଡିତା ଜଣକ ଙ୍କ ଭଉଣୀ ଙ୍କ ଦିଅର ଥିଲେ ଏବଂ ଉଭୟ ଙ୍କ ପାରିବାର ଲୋକ ମଧ୍ୟ ତାଙ୍କ ବିବାହ କରିବା ପାଇଁ ରାଜି ଥିଲେ
ଏହାପରେ ଯୁବକ ଜଣକ ତାଙ୍କୁ ଛଳନା କରି ଡ଼ାକି ତାଙ୍କ ଘରେ ନେଇ ରଖିଥିଲେ ଓ ତାଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ। ହେଲେ ଏବେ ତାଙ୍କୁ ବିବାହ କରିବାକୁ ସମ୍ପୂର୍ଣ ମନା କରି ଦେଇଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button